ଶ୍ରୀଲଙ୍କାରୁ ମିଳିଛି ହନୁମାନଙ୍କ ସୁନାର ଗଦା ବୈଜ୍ଞାନିକ ମାନେ ଦେଖିଲେ ହୋଇଗଲେ ଆଶ୍ଚର୍ଯ୍ୟ ଜାଣିଲେ ହାତ ଯୋଡ଼ିଦେବେ ଦେଖନ୍ତୁ

ଦର୍ଶକ ବନ୍ଧୁ ଶ୍ରୀଲଙ୍କାରେ ଏକ ସ୍ଥାନରେ ମଟି ଖୋଳା ଚାଲିଥିବା ସମୟରେ ଏକ ବିଶାଳ ଗଡା ମିଳିଛି ଯାହା ହନୁମାନଙ୍କର ଅଟେ ବୋଲି ସୂଚନା ସୋସିଆଲ ମିଡିଆରେ ଖୁବ୍ ଭାଈରାଲ ହେବାରେ ଲାଗିଛି ହେଲେ କଣ ଏହା ସତ ନା ଆଉ କିଛି ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ କିଛି ଲୋକ କହୁଛନ୍ତି କି ଏହା ହନୁମାନଙ୍କ ଗଦା ହେଲେ ଆମେ ଆପଣଙ୍କୁ ଏହା ପଚରା ସମ୍ପୂର୍ଣ୍ଣ ଘଟଣା କହିବାକୁ ଯାଉଛୁ |

ସେଥି ପାଇଁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଦର୍ଶକ ବନ୍ଧୁ ଏହି ଗଦା ର ଖବର କିଛି ଲୋକ ଲୋକଙ୍କୁ ବୋଲ ବନାଇବାକୁ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ସମ୍ପୂର୍ଣ୍ଣ ଭାବରେ ମିଛ କଥା ଯେ ଏହା ହନୁମାନଙ୍କ ଗଦା ଏହା ଶ୍ରୀଲଙ୍କାର ଫୋଟ ନୁହଁ ଏହି ଗଡାକୁ ଭାରତରେ ଏକ ଛୋଟ ସହର ଯୋବନ୍ ପୁର ଥରେ ହୋଇଥିବା ଗଦା ଯାତ୍ରା ପାଇଁ ନିର୍ମିତ ହୋଇଥିଲା |

ଏହି ଗଡକୁ ବର୍ଷାରେ ଥରେ ମାତ୍ର ଗଦା ଯାତ୍ରା ଦିନ ଯବନ୍ ପୁର ଠାରେ ବୁଲା ଯାଇଥାଏ ହେଲେ ଏହାକୁ କିଛି ଲୋକ ଶ୍ରୀଲଙ୍କା ସହିତ ଯୋଡି ଦେଇଥିଲେ । ଯେଉଁ ଲୋକ ମାନେ ଆପଣକୁ ଏହି ହନୁମାନଙ୍କ ଗଦା ବିଷୟରେ କିଛି କହିବେ ତାଙ୍କୁ ଆପଣ ଏହି ପୋଷ୍ଟ ଟି ସେଆର୍ ନିଶ୍ଚୟ କରିବେ ଯାହା ଫଳରେ ସେମାନେ ମଧ୍ୟ ଏହି ଗଦା ପଛର ରହସ୍ୟ ବିଷୟରେ ଅବଗତ ହୋଇପାରିବେ ।

Leave a Reply

Your email address will not be published. Required fields are marked *