ଏପଟେ ଚାଲିଛି IPL ଲଢେଇ ସେପଟେ ଭାରତକୁ ଅଷ୍ଟ୍ରେଲିଆ ଡର ଭାରତ ମୁଣ୍ତରେ ବୁଲୁଛି ଖଣ୍ଡା ଚିନ୍ତାରେ ଅଧିନାୟକ ରୋହିତ

ଫୁଣିଥରେ ମୁଣ୍ଡ ବିନ୍ଧାର କାରଣ ହେଲେଣି ଅଷ୍ଟ୍ରେଲିଆର ଖେଳାଳି T20 ବିଶ୍ୱକପ୍ ହାରିବା ନେଇ ଭାରତୀୟ ଟିମ୍ ମନରେ ପଶିଲା ଛନକା ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଡରି ଲାଣି ଭାରତ କଣ ଆଉଥରେ ଜିତିଯିବ ଅଷ୍ଟ୍ରେଲିଆ T20 ବିଶ୍ୱକପ୍ । ହଁ ଦର୍ଶକ ବନ୍ଧୁ ଫୁଲ୍ ଫମ୍ ଟିମ୍ ଅଷ୍ଟ୍ରେଲିଆ ପିଟି ପିଟି ଛତୁ କରୁଛନ୍ତି

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଛକା ଚୌକା ବର୍ଷା କରି ମ୍ୟାଚ୍ କୁ ଏକତରଫା ଭାବେ ଜିତୁଛନ୍ତି । IPL ଏବେ ଆସି ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଏବେ ପ୍ରତୀକ ମ୍ୟାଚ୍ ରେ ଦେଖିବାକୁ ମିଳୁଛି ଭର୍ ପୂର୍ ମନୋରଞ୍ଜନ ହେଲେ ଟିମ୍ ଇଣ୍ଡିଆକୁ ଏବେ ଠାରୁ ବିଶ୍ୱକପ୍ ଚିନ୍ତା ଘାରିଲାଣୀ |

ତେବେ ଜୁନ ମାସରେ ଆରମ୍ଭ ହେବାକୁ ଯାଉଥିବା T20 ବିଶ୍ୱକପ୍ ରେ ଭାରତର ସବୁଠାରୁ ବଡ଼ ଶତ୍ରୁ ଭାବେ ଦେଖା ଗଲାଣି ଟିମ୍ ଅଷ୍ଟ୍ରେଲିଆ ଦଳର ଅଧିକାଂଶ ଖେଳାଳି ଏବେ ଫୁଲ୍ ଫମ୍ ରେ ଦେଖା ଯାଉଛନ୍ତି |ତେବେ ଚଳିତ IPL ରେ ବିସ୍ଫାରକ ପ୍ରଦର୍ଶନ ଭଲରେ ଚକ୍ଷ୍ମା ଦେଉଛନ୍ତି |

ବୋଲର୍ ମାନଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ତେବେ ଆସନ୍ତା ବିଶ୍ୱକପ୍ ପାଇଁ ଭାରତର ସବୁଠାରୁ ବଡ଼ ଶତ୍ରୁ ହେବାକୁ ଯାଉଛି ଟିମ୍ ଅଷ୍ଟ୍ରେଲିଆ । ଆପଣଙ୍କୁ କଣ ଲାଗୁଛି କଣ ଟିମ୍ ଇଣ୍ଡିଆ ଏଥର ବିଶ୍ୱକପ୍ ଯିତିବ କମେଣ୍ଟ କରି ନିଜର ମତ ନିଶ୍ଚୟ ଜଣାଇବେ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *