ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବହୁତ ବଡ଼ ଖବର ,ଏହି ୱେବସାଇଟରେ ଦେଖିପାରିବେ ପରୀକ୍ଷା ଫଳାଫଳ ଜାଣନ୍ତୁ କେବେ ପ୍ରକାଶ ପାଇବ

ମେଟ୍ରିକ ପରୀକ୍ଷା ରେଜେଲଟ କେବେ ବାହାରିବ ଆଉ ଯେବେବି ବାହାରିବ ଆପଣ କେଉଁ ୱେବସାଇଟରେ ପ୍ରଥମେ ଆପଣ ଦେଖିପାରିବେ ଆଉ କୋଉ ଡେଟରେ ରେଜେଲଟ ବାହାରିବ ବୋଲି ଏବେ ଅପଡେଟ ଆସିଛି ତାହ ଆସନ୍ତୁ ଜାଣିବା | ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିବା କେଉଁ ୱେବସାଇଟ ରେ ଦେଖିବେ ୱେବସାଇଟର ନାମ ହେଉଛି Bse odisha.ac.in |

ଏହି ୱେବସାଇଟକୁ ଆସିଲା ପରେବି ଆପଣ ଯେତେବେଳେ ତଳକୁ ସ୍କ୍ରୋଲ କରିବେ | ତେବେ ଦେଖିବେ ସେଠାରେ ରେଜେଲଟ ଲେଖା ଯାଇଥିବ ଏବେ ଯେହେତୁ ଆସିନି ରେଜେର୍ଲଟ ଡେଟ ଦିନ ଆସିଯିବ ଆଉ ଆପଣ କ୍ଲିକ କରିକି ନାମ ଓ ରୋଲ ନମ୍ବର ଦେଇକି ଦେଖିପାରିବେ |

ଏହି ୱେବସାଇଟ ରେ ଜଲ୍ଦି ଆସେ ଆଉ ଗୋଟେ ୱେବସାଇଟ ଅଛି orissaresults.nic.in ଏଥିରେ ମଧ୍ୟ ଆପଣ ଦେଖିପାରିବେ | କିନ୍ତୁ ସୂଚନା ମୁତାବକ ଆପଣମାନେ ଜାଣିଥିବେ ଅନଲାଇନ ଖାତାଦେକ ହୋଇସାରିଛି ଆଉ କଟକ ବୋର୍ଡ଼ କେନ୍ଦ୍ରରେ ଆପଣଙ୍କ ଖାତା ସୁରକ୍ଷିତ ଭାବେ ରଖାଯାଇଛି |

ଆଉ କିଛି ସଂସ୍କୃତ ଓ ହିନ୍ଦୀ ପିଲାଙ୍କ ଖାତାଦେଖାରେ କିଛି ଭୁଲ ରହିଥଲା ପୁଣି ରିଚେକିଂ କରାଯାଇଛି ଆଉ ବହୁତ ଜଲ୍ଦି ଟେବୁଲେସନ ଆରମ୍ଭ ହେବବୋଲି ସୂଚନା ମିଳିଛି | ଯାହାକି କୁହାଯାଉଛି ଏହି ମେ ମାସରେ ଦ୍ଵିତୀୟ ସପ୍ତାହ ସୁଦ୍ଧା ଆପଣ ଚାହିଁଲେ ଦଶମ ରେଜେଲଟି ପାଇପାରିବେ |

Leave a Reply

Your email address will not be published. Required fields are marked *