He Bhagban ଜଗନ୍ନାଥ, ବଦ୍ରିନାଥ ଓ କେଦାରନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତର ସଙ୍କେତ, ଏବେଠୁ ଆରମ୍ଭ ହେଇଗଲାଣି ପ୍ରକୋପ…

ନମସ୍କାର ବନ୍ଧୁଗଣ ଜଗନ୍ନାଥ ବଦ୍ରିନାଥ ଓ କେଦାରନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତର ସଙ୍କେତ ତେବେ ଭାରତକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଣ ଲେଖାଅଛି ଆସନ୍ତୁ ଜାଣିବା। ପୌରାଣିକ କଥାକୁ ଯଦି ଆମେ ଦେଖିବା ତେବେ ଆଗକୁ ଏପରି ଏକ ସମୟ ଆସିବ ଯେବେ ଅଖଣ୍ଡ ଭାରତ ହେବ ଆଉ ଯାହା ଆଗକୁ ଘଟିବାକୁ ଯାଉଛି ଭବିଷ୍ୟ ମାଳିକାରେ ବଦ୍ରିନାଥ ଆଉ କେଦାରନାଥ ମନ୍ଦିର ସଂପୂର୍ଣ୍ଣ ଧ୍ଵଂସ ପାଇଯିବ ବୋଲି ଲେଖାଅଛି ।

ପୂରଣ ଅନୁଯାୟୀ କଳିଯୁଗର ଆୟୁଷ ୫ ବର୍ଷ ପୂରିବା ପରେ ପାପର ସାମ୍ରାଜ୍ୟ ସୃଷ୍ଟି ହେବ କଳିଯୁଗର ଶେଷ ସମୟ ପାଖେଇ ଆସିବ ଭକ୍ତିଭାବ ତୁଟିଯିବ ଭଗଵାନଙ୍କ ଉପରୁ ପୁରା ଆସ୍ତା ଉଠିଯିବ ଭଣ୍ଡ ବାବାମାନେ ସାମ୍ରାଜ୍ୟ ପ୍ରତିଷ୍ଠା କରିବେ ଏହାପରେ ଗଙ୍ଗା ମାତା ସ୍ୱର୍ଗକୁ ଫେରିଯିବେ ଆଉ ଗଙ୍ଗାନଦୀ ମଧ୍ୟ ଶୁଖିଯିବ ଯାହା ଭାଗବତ ପୁରାଣରେ ବର୍ଣ୍ଣିତ ଅଛି। ମାଳିକାରେ ଲେଖାଥିଲା ଜଗନ୍ନାଥ ମନ୍ଦିରରୁ ବାରମ୍ବାର ପଥର ଖସିବ ଯାହା ୧୮୫୨ ମସିହାରୁ ଘଟି ଚାଲିଛି ଓଡ଼ିଶାରେ ବଡ ଭୟଙ୍କର ବାତ୍ୟା ହୋଇଥିଲା ଯେଉଁଥିରେ କଳ୍ପବଟ ଭାଙ୍ଗି ଯାଇଥିଲା ୨୦୨୦ ମସିହା ମେ ମାସରେ ସୁଦର୍ଶନ ଚକ୍ର ବଙ୍କା ହୋଇଯାଇଥିଲା ।

ମନ୍ଦିରର ଧ୍ୱଜରେ ନିଆଁ ଲାଗିବ ବୋଲି ମାଳିକାରେ ଲେଖା ଯାଇଥିଲା ଯାହା ୧୯ ମାର୍ଚ୍ଚ ୨୦୨୦ ରେ ଘଟିଥିଲା ଜଗନ୍ନାଥ ମନ୍ଦିରରେ ବାରମ୍ବାର ରକ୍ତପାତ ଘଟୁଛି ଏହାର ଅର୍ଥ ହେଉଛି କଳିଯୁଗର ଅନ୍ତ ସମୟ ପାଖେଇ ଆସୁଛି କଳିଯୁଗ ଶେଷ ସମୟରେ ମଣିଷ ପାପ କାର୍ଯ୍ୟରେ ଲିପ୍ତ ରହିବ ସଂସାରରେ ଲାଗିବ ହଣାକଟା ବହିବ ର-କ୍ତ-ର ନଦୀ ।

ମଣିଷ ଦୃଷ୍ଟ ପ୍ରକୃତିର ହୋଇଯିବ କଳିଯୁଗର ଶେଷ ସମୟରେ ଯିଏ ରାଜା ଥିବ ସିଏ ସନାତନ ଧର୍ମର ପ୍ରଚାର କରିବ ବୋଲି ମଧ୍ୟ କୁହାଯାଉଛି ସାରା ବିଶ୍ଵରେ ସନାତନ ଧର୍ମ ପ୍ରତିଷ୍ଠା ହେବ ଲୋକମାନେ ନିଜ ନିଜ ମଧ୍ୟରେ ଲଢେ଼ଇ କରିବେ ବୋହୁ ଦେଶ ବିଶ୍ଵ ମାନଚିତ୍ରରୁ ହଟିଯିବ କଳିଯୁଗର ଅନ୍ତ ସମୟରେ ବିଶ୍ଵର ୯୦ ପ୍ରତିଶତ ଲୋକ ମୃ-ତ୍ୟୁ-ବରଣ କରିବେ।

Leave a Reply

Your email address will not be published. Required fields are marked *