Anuchinta : ମହୁ ସହିତ କେଉଁ ଜିନିଷ ମିଶାଇ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଯାଏ, ସମସ୍ତେ ଜାଣିବା ଦରକାର ଏହି କଥା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ସ୍ନାନକରିବା ପରେ କପାଳରେ ତିଳକ ଧାରଣକରିବା ଉଚିତ୍ ଏହା ଶୁଭହେବା ସହିତ ଆଜ୍ଞାଚକ୍ର ଜାଗ୍ରତ ହୋଇଥାଏ ।

୨. ପୂଜାପାଠ କରିବା ସମ କିମ୍ବା ଶୁଭକାର୍ଯ୍ୟ କରିବା ସମୟରେ ପୂର୍ବକୁ ମୁଖକରି କରିବା ଉଚିତ୍ ଏହା ମଙ୍ଗଳକାରି ରି ହୋଇଥାଏ ଏବଂ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି ।

୩. ପୂଜାପାଠ କିମ୍ବା ଧର୍ମ ଅନୁଷ୍ଠାନ କରିବାସମୟରେ ହାତରେ କୁଶ ଧାରଣ କରିବା ଉଚିତ୍ ଏହାଦ୍ବାରା ମନରେ ଏକାଗ୍ରତା ବୃଦ୍ଧିହେବା ସହିତ ଆୟୁ ବୃଦ୍ଧିହୋଇଥାଏ ।

୪. ପ୍ରତ୍ୟେକ ଦିନ କିଛିସମୟ ପ୍ରାର୍ଥନା । କରିବାଉଚିତ୍ ଏହାଦ୍ବାରା ନିଷ୍ଠା, ପବିତ୍ରତା ପ୍ରାପ୍ତହେବା ସହିତ ଆଚରଣରେ ସଂଯମତା ଆସିଥାଏ ।

୫. ଦ୍ୟାନକରିବ ରିବା ସମୟରେ ମାଳା ଗଡ଼େଇବା ଦ୍ବାରା ମଙ୍ଗଳକାରି ହୋଇଥାଏ ଏବଂ ମନ ସ୍ଥିରହେବା ସହିତ ସମର୍ପଣ ଭାବ ଜାଗ୍ରତ ହୋଇଥାଏ ।

୬. ତୃତୀୟ ନେତ୍ରଥୁବା ଦେବାଦେବୀଙ୍କୁ ଭକ୍ତି ଏବଂ ନିଷ୍ଠାର ସହିତ ପୂଜା ଅର୍ଚ୍ଚନା କରିବାଦ୍ବାରା ଅବିଳମ୍ବେ ସମସ୍ୟା ସମାଧାନ ହୁଏ ଏବଂ ମନସ୍କାମନା ପୂର୍ଣ୍ଣହୋଇଥାଏ ।

୭. ସମସ୍ତ ଶୁଭ କାର୍ଯ୍ୟରେ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ସ୍ବସ୍ତିକ ଚିହ୍ନ ଅଙ୍କନ କରିବା ଉଚିତ୍ ଏହା ଅତ୍ୟନ୍ତ ଶୁଭହେବା ସହିତ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଢ଼ିଥାଏ ।

୮. ମହୋଦଧୂ ଅଥବା ସମୁଦ୍ରରେ ସ୍ନାନ କରିବାଦ୍ବାରା ଶୁଭ ଏବଂ ମଙ୍ଗଳକାରି ହେବା ସହିତ ପାପତାପ ନଷ୍ଟ ହୋଇଥାଏ ।

୯. ପାଣିରେ କେବେବି ମଳମୂତ୍ର ତ୍ୟାଗ କରିବା ଉଚିତ୍ ନୁହେଁ ଏହା ଅମଙ୍ଗଳକାରି ହୋଇଥାଏ ଏବଂ ମୃତ୍ୟୁପରେ କୁକୁର ଜନ୍ମ ହୋଇଥାଏ ।

୧୦. ଉତ୍ତର ଦିଗକୁ କେବେବି ମୁଣ୍ଡକରି ଶୋଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ମସ୍ତିଷ୍କର ଶକ୍ତି କ୍ଷୀଣ ହୋଇଥାଏ ।

Leave a Reply

Your email address will not be published. Required fields are marked *