Big Breaking : ପୁଣି ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର ଦର, ଏତେ ଟଙ୍କା ବଢିଗଲା ଶୁଣିଲେ ଆପଣଙ୍କ ମୁଣ୍ଡ କାମକରିବନି…ଦେଖନ୍ତୁ

ଗ୍ୟାସ୍ ସିଲିଣ୍ଡର୍ କୁ ନେଇ କେନ୍ଦ୍ର ତରଫରୁ ଆସିଲା ଆଉଏକ ଖୁସି ଖବର କଣ ଆସିଛି ସୂଚନା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର | ଆଜି ଠାରୁ ଖାତାକୁ ଆସିବ ୩୦୦ ଟଙ୍କା ଏପ୍ରିଲ ୧ରୁ ଖୁସିଖବର ଦେଲେ ମୋଦି ସରକାର | ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇ ସାରିଛି ଏହି ନୂତନ ନିୟମ ଏପ୍ରିଲ ମାସ ୨ ତାରିଖ ଠାରୁ କାର୍ଯ୍ୟ କରି ହେବ |

ଏଥିରେ ଏହି କ୍ରମରେ ପ୍ରଧାନ ମନ୍ତ୍ରୀ ଉଜାଲା ଯୋଜନାକୁ ନେଇ ଏକ ବଡ଼ ଅପଡେଟ ଅସ୍ୱୀସାରିଛି | 2024 2025 ଆର୍ଥିକ ବର୍ଷ ପାଇଁ LPG ଗ୍ୟାସ୍ ସିଲିଣ୍ଡର୍ ମୂଲ୍ୟ ୩୦୦ ଟଙ୍କା ହର୍ସ ପାଇଛି | ସବସିଟ ଯୋଜନା ଆଉ ଏକ ବର୍ଷ ଯାଏ ବୃଦ୍ଧି କରାଯାଇଛି | ଉଜ୍ୱଳା ମାଧ୍ୟମରେ ଗ୍ୟାସ ସଂଯୋଗ ନେଉଥିବା ହିତାଧିକାରୀ ମାନଙ୍କ ପାଇଁ ଏହି ସୁଯୋଗ ମାର୍ଚ୍ଚ 31 2024 ରେ ଶେଷ ହୋଇଛି |

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ବର୍ଷକୁ 12ଟି ସିଲିଣ୍ଡର ପାଇବାକୁ ଯୋଗ୍ୟ ହେବେ | ସବସିଟ ଯୋଗ୍ୟ ହିତାଧିକାରୀଙ୍କୁ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧା ସଳଖ ସବସିଟ ଟଙ୍କା ପହଞ୍ଚି ଯିବ | ଏହିପରି ଉଜ୍ଜାଳା ହିତାଧିକାରୀମାନେ ସାଧାରଣ ଗ୍ରାହକ ମାନଙ୍କର ତୁଳନାରେ 300 ଟଙ୍କା କମ ମୂଲ୍ୟରେ ସିଲିଣ୍ଡର ପାଇପାରିବେ | ଶେଷ ଯାଏ ପଢ଼ି ଥିବାରୁ ଧନ୍ୟବାଦ୍…

Leave a Reply

Your email address will not be published. Required fields are marked *