VIRAL NEWS : ମୁଁ ଜଣଙ୍କୁ ନେଇ ସନ୍ତୁଷ୍ଠ ନୁହେଁ ମତେ ଦୁଇ ଦୁଇ ଜଣ ଦରକାର l

ଦୁଇଜଣ ପୁଅଙ୍କୁ ଧରି ପ୍ରେମକରୁଥିଲା ମହିଳା ପୋଲିସ ପୋଲିସ ଚାକିରି କାଟୁଥିଲା ଆଉ ଦୁଇ ଦୁଇ ଜଣ ପ୍ରେମିକଙ୍କ ସହିତ ରାତି କାଟୁଥିଲା ହେଲେ ଆଜି ପୋଲିସ ମ୍ୟାଡମ୍ ଙ୍କ ପ୍ରେମ କାହାଣୀ ପଦାରେ ପଡ଼ିଗଲା ! ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେହି ମହିଳା ପୋଲିସ ଯିଏକି ନିଜ ପୋଲିସ ହେବାର ପୁରା ଫାଇଦା ଉଠାଇଥିଲେ |

ଦିନରେ ଗୋଟେ ପୋଲିସ ପ୍ରେମିକ ଧରି ବୁଲୁଥିଲେ ତ ରାତିରେ ନିଜର ପୁରୁଣା ପ୍ରେମିକ ସହିତ ରାତି କାଟୁଥିଲେ ଆଉ ଭାବିଥିଲେ ଏହି କଥା କେହି ଜାଣି ପାରିବେ ନାହିଁ ହେଲେ ହେଲେ ଏହି ସବୁ ଭାବନା ତାଙ୍କର ଭାବନା ହୋଇ ରହି ଯାଇଥିଲା ଆଉ ନିଜ କନେଷ୍ଟବଳ ପ୍ରେମିକାଙ୍କ ପ୍ରେମ କଥା ଜାଣି ଦେଇଥିଲା ଏସାଇ ପ୍ରେମିକ ଆଉ ରାତି ଅଧରେ ତାର ପୁରୁଣା ପ୍ରେମିକ ସହିତ ବାଇକ୍ ରେ ବୁଲିବା ଦେଖି ସହି ପାରିନଥିଲେ |

ଏସାଇ ଆଉ ପୁରୁଣା ପ୍ରେମିକ ସହିତ କଥା ନହେବାକୁ କହିଥିଲେ ହେଲେ କନେଷ୍ଟବଳ ପ୍ରେମିକ ଏହି କଥା ମାନିନଥିଲେ । ଏହି ଘଟଣା ପରେ ଏସାଇ ପ୍ରେମିକ ଜଣଙ୍କ ଝଗଡ଼ା କରିଥିବା ବେଳେ ପ୍ରେମିକାର ମୁଣ୍ଡରେ ପିତ ଚଢିଥିଲା ଆଉ ନିଜ ପୁରୁଣା ପ୍ରେମିକ ସହିତ ମିଶି ଏସାଇ କୁ ସବୁ ଦିନ ପାଇଁ ଶେଷ କରିବାକୁ ପ୍ଲାନ୍ କରୁଥିଲେ ଦୁହେଁ ଆଉ ଦେଖା କରିବା ବାହାନାରେ ମିଠା ମିଠା କଥ କହି ପାର୍କ କୁ ଡାକିଥିଲେ |

ଆଉ ପୋଲିସ ବାବୁ ମଧ୍ୟ ନିଜ ପ୍ରେମିକ ଉପରେ ଅନ୍ଧ ଭରସା କରି ପାର୍କ ଚାଲି ଆସିଥିଲେ ହେଲେ କିଛି ସମୟ ପରେ ସେ ଜାଣି ପାରିଲେ ଯେ ସେ ଦୁହେଁ ମିଶି ପୋଲିସ ବାବୁଙ୍କୁ ମାରିବାକୁ ଯାଉଛନ୍ତି ଯାହାକୁ ନେଇ ସେ ତାଙ୍କ ପୋଲିସ ସାଙ୍ଗକୁ କହିଥିଲେ ଆଉ ତାପରେ ସେହି ଦୁହିଁଙ୍କୁ ଧରି ଜେଲ ନେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *