ଭକ୍ତିରେ Bachantu ଗୋଟିଏ ନମ୍ବର ବହି, ଆଉ ଜାଣନ୍ତୁ କେଉଁ ଭବିଷ୍ୟବାଣୀ ସତ ହେବାକୁ ଯାଉଛି |

ଭୋଗବାନ ଙ୍କ ନାମ ନେଇଁ ବାଛନ୍ତୁ ଗୋଟିଏ ବହି |ଆସନ୍ତୁ ଜାଣିବା ଆପଣଙ୍କ ଜୀବନ ବିଷୟରେ କଣ ଲେଖା ଅଛି |ଆପଣ ଯଦି ପ୍ରଥମ ବହି ଟି କୁ ବାଛିଛନ୍ତି ତାହାଲେ |ଆପଣ ଜଣେ ହୃଦୟ ବାନ ବେକ୍ତି ଅଟନ୍ତି |ଆପଣଙ୍କ ସରଳତା ର ସୁଯଗ ସମସ୍ତ ନେଉଛନ୍ତି |ଆପଣ ବେସ୍ତ ଥିବା ଯୋଗୁ କୌଣସି କାଯ୍ୟରେ ରେ ସଫଳତା ମିଳୁନାହିଁ ଅପାଙ୍କର ଏବେ ଠାରୁ ଭଲ ସମୟ ଆସିବାକୁ ଯାଉଛି |ଆପଣଙ୍କୁ ସନ୍ତାନ ମାନଙ୍କୁ ନେଇଁ ଏକ ଖୁସି ର ଖବର ମିଳିବାକୁ ଯାଉଛି |ଧନ ଜନିତ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି ଆଗରୁ ଥିବା ସବୁ ଖରାପ ଚିନ୍ତା ଧାରା ଦୂର ହେବାକୁ ଯାଉଛି |

ଆଗରୁ ଯୋଉଁ ସଂ,ସମସ୍ୟା ଥିଲା ତାହା ରହିବ ନାହିଁ ଆର୍ଥିକ ସମସ୍ୟା ଦୂର ହୋଇଯିବ |ଯଦି ଆପଣଙ୍କୁ କେହି ଜଣେ ଲୋଭ ଦେଖୋଉଛି ଆପଣ ସେଠାରୁ ଦୂରେଇଆସନ୍ତୁ ନଚେତ ତାହା ହିଁ ଜୀବନରେ ବିପଦ ଆଣିବ |କାହାକୁ ନିଜର ଗୁପ୍ତ କଥା କୁହନ୍ତୁ ନାହିଁ |ଜାତକରେ ଗୋଟିଏ ଶୁଭଯୋଗ ଭୋଗରହିଛି ଯୋଉଁ କାରଣ ରୁ ଆପଣ ସବୁ କ୍ଷେତ୍ର ରେ ସାନମାନିତ ହେବାକୁ ଯାଉଛନ୍ତି | ଇଛା ଅନୁସାରେ ଫଳ ନିହାତି ମିଳିବ | ଆପଣ ସନ୍ଧ୍ୟା ସମୟରେ ଓଁ ନମଃ ଭୋଗବତେ ବାସୁଦେବାୟ ମନ୍ତ୍ର ଟି କୁ ଜପ କରନ୍ତୁ ଏହାକୁ ଅତି କମ ରେ 11 ଥର ଜପ କଲେ ଜୀବନରେ ଶୁଭ ଫଳ ମିଳିଥାଏ |

ଆପଣ ଯଦି ଦ୍ୱିତୀୟ ବହି ଟି କୁ ବାଛିଛନ୍ତି ତାହାଲେ |ଆପଣ ସବୁ କର୍ଯ୍ୟ ରେ ବିଳମ୍ବ କରୁଛନ୍ତି ଏପରି କରନ୍ତୁ ନାହିଁ ନହେଲେ ଆପଣ ପଛକୁ ଚାଲିଯିବେ |ଆପଣଙ୍କର ଗ୍ରହ ଦୋଷ ରହିଛି ତେଣୁ ଭୋଗବାନଙ୍କୁ ପ୍ରଥାନା କରନ୍ତୁ ବ୍ରତମାନ ସମୟରେ ଆପଣ ଙ୍କ ଜୀବନରେ ଅନେକ ବିବାଦ ଚାଲିଛି |ଆପଣ ଯାହା ବି କରିବେ ଆପଣ ଙ୍କୁ ଲୋକେ ସେତେ ନିନ୍ଦା କରିବେ ଆଉ ସେହି କାରଣରୁ ଆପଣ ଙ୍କ ମନବଳ ସମ୍ପୃନ ରୂପେ ଭାଙ୍ଗିଯିବ ଲୋକେ ମଧ୍ୟ ଆପଣ ଙ୍କ ମୁହଁକୁ ଚାହୁଁନାହାନ୍ତି ଯାହା ବି ଭୁଲ ହୋଇଛି ସବୁର ଦୋଷ ଆପଣ ଙ୍କୁ ଦିଆହୋଉଛି |

ଏସବୁ କଥା ନ ଭାବି ନୟା ଓ ଧର୍ମ ରାସ୍ତା ରେ ଚାଲନ୍ତୁ |ଆପଣଙ୍କୁ ଭୋଗବାନ କେବେ ବି ନିରାଶ କରିବେ ନାହିଁ |ଆପଣ ନିଷ୍ଠା ର ସହିତ ଅପାଙ୍କ କାମ କରିଚାଲନ୍ତୁ |ଆପଣ ପରିଶ୍ରମ ଵାଳ ରେ ଯଦି କୌଣସି ସ୍ଥାନ ରେ ପହଞ୍ଚି ଥିବେ ଆପଣ ଙ୍କୁ କେହିବି ହଟାଇପାରିବେ ନାହିଁ |ଆପଣ ଙ୍କର କିଛିଟା ଖରାପ ଦଶା ଚାଲିଛି |ଏସବୁ ଚିନ୍ତା କରନ୍ତୁ ନାହିଁ ଭୋଗବାନ ଆପଣ ଙ୍କର ପରୀକ୍ଷା ନେଉଛନ୍ତି |ଆପଣ କେତେ କଷ୍ଟ ସହୁଛନ୍ତି କେଉଁ ଜିନିଷ ପାଇବାରେ ତାହା ଭୋଗବାନ ଦେଖୁଛନ୍ତି |ଆପଣ ପ୍ରତି ଦୀନ ମହା ମୃତୁଜୟ ମନ୍ତ୍ର ପାଠ କରନ୍ତୁ ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *