ଆସନ୍ତୁ ଜାଣିବା ଏପରି ଏକ ସତ୍ୟ କଟୁ କଥା ଯାହା ସିଂହ ରାଶି ବେକ୍ତି କେବେ ବି ଆଗରୁ ଶୁଣି ନଥିବେ |ଯାହା ଜାଣିଲେ ଆପଣ ଙ୍କ ଜୀବନ ବଦଳୀ ଯିବ |ଆସନ୍ତୁ ଜାଣିବା ସିଂହ ରାଶି ର ପ୍ରଥମ ନାମ ଟି ମ,ମି,ମୁ,ଡ,ଡୁ, ହୋଇଥାଏ |ଏହି ରାଶି ର ଲୋକ ମାନେ ସାହସୀ ସିଂହ ଭଳି ପରାକ୍ରମୀ ହୋଇଥାନ୍ତି ବୀରପୁରୁଷ | ଆପଣଙ୍କର ବିଦେଶ ଯାତ୍ରା କରିବାକୁ ଭଲ ପାଆନ୍ତି | ଆପଣ ଆମିଷ ପ୍ରିୟ ଏବଂ ବୋହୁ ନିଦ୍ରା ଯାଆନ୍ତି | ଆପଣଙ୍କ ଭବିଷ୍ୟତ ଉଜ୍ୱଳ ଏବଂ ଵିଦ୍ଵାନ ହୋଇଥାନ୍ତି ଓ ଗ୍ରବିତ ହୃଦୟ ଓ ପରଉପକାରୀ ହୋଇଥାନ୍ତି |
ଆପଣ କଳାପ୍ରେମୀ ରାଜପ୍ରିୟ ଭୋଗବିଳାସି ହୋଇଥାନ୍ତି |ଆପଣ ଯେକୌଣସି ପରିସ୍ଥିରେ ଧଜ୍ୟ ହରାହୁଅନ୍ତି ନାହିଁ |ଆପଣ ଙ୍କ ଜୀବନରେ ଭହୁତ କିଛି ପ୍ରାପ୍ତ କରିଥାନ୍ତି | ଆପଣ ଖେମତା ବଳ ରେ ସବୁକିଛି ହାସଲ କରନ୍ତି | ନହେବା କର୍ଯ୍ୟ କୁ ଆପଣ ହାସଲ କରିପାରିଥାନ୍ତି |ଜୀବନ ର ମଧ୍ୟମ ଅବସ୍ଥାରେ ଆପଣ ଚନ୍ଦା ହୋଇଯିବାର ଦେଖାଦିଏ |ଆପଣ ଯଦି ନିଜଶରୀର ର ଧ୍ୟାନ ରଖନ୍ତି ଆପଣ ନିରୋଗ ହୋଇପାରିବେ |ଆପଣ ଉଚ୍ଚବିଳାସୀ ହୋଇଥାନ୍ତି |ଆପଣ ଙ୍କ ଜିଦ ପାଇଁ କିଛି ଖେତୀ ହୋଇପାରେ ଖରାପ ଲୋକ ଙ୍କ ସହ ମିଶିବା ଆପଣ ଙ୍କ ଠିକ ନୁହେ |
ଆପଣ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି ନାହିଁ |ଅନ୍ୟ ମାନଙ୍କ ସହ ନିଜ କଥା କହିବାର ଫାଇଦା ଉଠାଇପାରନ୍ତି |ନିଜ ଉପରେ ଆଞ୍ଚ ଆଶିଲେ ଆପଣ ମାନସିକ ଶକ୍ତି ହରାଇବସନ୍ତି |ଛୋଟ ଛୋଟ ଘଟଣାରେ ଏମାନେ ରାଗିଯାଇପାରନ୍ତି | ନିଜେ ବୁଝିଗଲେ ଏସବୁ ରୁ ମୁକ୍ତି ପାଇଥାନ୍ତି |କିନ୍ତୁ ରୂପ ବା ଧନ ର ମୋହ ରେ ନିକଟରେ ଧରାଦେଇନଥାନ୍ତ |ସବୁ ବେଳେ ସବୁ କଥା ଚିନ୍ତା କରି ହୁସିଆର ରେ ରୁହନ୍ତି |
ସିଂହ ରାଶି ଙ୍କ ସହ ଯୋଉଁ ମାନଙ୍କର ବନ୍ଧୁତା ହୋଇଥାଏ ତାହା ମଝାବୁତ ହୋଇଥାଏ | ସାଙ୍ଗ ଙ୍କ ପାଇଁ ଅନେକ ତ୍ୟାଗ କରନ୍ତି | ଅନ୍ୟାୟ ବିରୁଦ୍ଧରେ ରେ ସ୍ୱରଉତ୍ତଳନ କରିଥାନ୍ତି | ନ୍ୟାୟ ପୂଜାରୀ ହୋଇଥାନ୍ତି ଆପଣ ଧୀରେ ଧୀରେ ଲାଭ ବାନ ହୋଇଥାନ୍ତି | ଆତ୍ମାସାନମାନ ଦୃଷ୍ଟି ରୁ ଅନ୍ୟ ପ୍ରତି କିଛି କରିଥାନ୍ତି |ଆପଣ ହୃଦୟ ବାନ ଅଟନ୍ତି |