ଏବେ ଏବେ ପିଏମ କିଷାନ ଯୋଜନା ନେଇ ଆସିଲା ଏକ ବହୁତ ବଡ଼ ଅପଡେଟ କେବେ ମିଳିବ 18 ତମ କିସ୍ତିର ଟଙ୍କା କେବେ ମିଳିବ ଚାଷୀ ଭାଇ ମାନଙ୍କୁ ଏବେ ଏନେଇ ଏକ ବଡ଼ ଅପଡେଟ ଆସିଛି କୃଷକ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟକ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି କରିଛନ୍ତି ।
ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସବୁଠାରୁ ବଡ଼ ଯୋଜନା ମଧ୍ୟରୁ ପିଏମ କିଶନ ଯୋଜନାରେ କୃଷକ ମାନଙ୍କୁ ସବୁଠାରୁ ଅଧିକ ସୁବିଧା ଦିଆ ଯାଉଛି ପ୍ରତି ବର୍ଷ ଏହି ଯୋଜନା ଅଧୀନରେ କୃଷକ ମାନଙ୍କୁ 6,000 ପଠା ଯାଇଥାଏ ଏହି ରାଶି ତିନୋଟି ରାଶିରେ କୃଷକ ଭାଇ ମାନଙ୍କ ଆକାଉଣ୍ଟ କୁ ପଠା ଯାଇଥାଏ ।
ପ୍ରଧାନମନ୍ତ୍ରୀ କିସାନ ସମନିଧି ଯୋଜନା ଆଧାରରେ 17 ଟି କିସ୍ତି ପଠାଇ ଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ କୃଷକ ମାନେ 18 ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ପ୍ରଧାନ ମନ୍ତ୍ରୀ କିଶନ ସମାନିଧି ଯୋଜନାରେ ବାରକୋଟି କୃଷକଙ୍କୁ ଖୁବ୍ ଶୀଘ୍ର 18 ତମ କିସ୍ତି ପ୍ରଦାନ କରିବେ ମୋଦି ସରକାର ।
ଆସନ୍ତା ନଭେମ୍ବର ମାସରେ କୃଷକ ମାନେ ଏହି ଟଙ୍କା ପାଇବାକୁ ଯାଉଛନ୍ତି କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ମାନେ ମଧ୍ୟ ବାଦ ପଡ଼ି ପାରନ୍ତି । ଯେଉଁ କୃଷକ ମାନେ ନିଜ E -kyc ପ୍ରକ୍ରିୟା ଶେଷ କରି ନାହାଁନ୍ତି ସେମାନଙ୍କୁ 18 ତମ କିସ୍ତି ରୁ ବଞ୍ଚିତ ହେବାକୁ ପଡ଼ିପାରେ ।
ଏହି ଯୋଜନାରେ ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ E-KYC କରିବାକୁ ପଡ଼ିବ । ଏହା ସହିତ ବ୍ୟାଙ୍କ୍ ଆକାଉଣ୍ଟ କୁ NPCI ସହିତ ଲିଙ୍କ କରିବା ଆବଶ୍ୟକ ଏହା ପରେ ଯାଇ କୃଷକଙ୍କ ଆକାଉଣ୍ଟ କୁ ଟଙ୍କା ପଠା ଯାଇପାରିବ