ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ଖୁସିଖବର ରାଜ୍ୟରେ ହେବାକୁ ଯାଉଛି ସ୍କୁଲ ଓ କଲେଜ ଛୁଟି | ହେଲେ କାହିଁକି ସ୍କୁଲ ଓ କଲେଜରେ ଛୁଟି ହେବ ଏବଂ କେତେଦିନ ସ୍କୁଲ ଓ କଲେଜରେ ଛୁଟି ରହିବ ଏନେଇ କଣ ରହିଛି ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା |
ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ହିଁ ପ୍ରତ୍ୟକ ଶିକ୍ଷା ସ୍ଥାନକୁ ଛୁଟି ତାଲିକା ଆସିଯାଇଥାଏ | ଠିକ ସେହି ଭଳି ଚଳିତ ବର୍ଷ ମଧ୍ୟ ନୂଆ ଶିକ୍ଷା ଆରମ୍ଭ ହେବ ପୂର୍ବରୁ ପ୍ରତ୍ୟକ ଶିକ୍ଷା ସ୍ଥାନକୁ ଛୁଟି ତାଲିକା ଆସି ସାରିଥିଲା ଯେଉଁ ତାଲିକାରେ କେଉଁ ଦିନ କଣ ଛୁଟି ରହିଛି ଏବଂ କାହିଁକି ଛୁଟି ରହିଛି ସେ ନେଇ ପୁରା ଡିଟେଲସ ମେନସନ ଥିଲା |
ତଳେ ଦିଆଯାଇଥିବା ଫୋଟୋରେ ଦେଖିପାରୁଥିବା ଛୁଟି ତାଲିକା ଏହି ଛୁଟି ତାଲିକାର 19 ନମ୍ବର ରେ ଝୁଲଣ ପୁର୍ଣିମା ବା ରାକ୍ଷୀ ପୁର୍ଣିମା ବୋଲି ଲେଖା ଯାଇଛି ଯାହା 19 08 2024 ଅର୍ଥାତ ଏହି ଅଗଷ୍ଟ 19 ତାରିଖରେ ସୋମବାର ଦିନ ରାକ୍ଷୀ ପୁର୍ଣିମା ରହୁଥିବା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ଛୁଟି ରହିବ |