Subhadra ଯୋଜନାରେ ଆସିଲା ଗୋଟେ ବଡ ଖୁସି ଖବର, ଅଗଷ୍ଟ 15ରୁ ଏଇମାନେ କରିପାରିବେ ଆବେଦନ |

ଶୁଭଦ୍ରା ଯୋଜନାକୁ ନେଇ ଆସିଗଲା ବହୁତ ବଡ଼ ଖୁସି ଖବର ଏହି ଅଗଷ୍ଟ ମାସ 15 ତାରିକରୁ ଆସିବାକୁ ଯାଉଛି SOP କେଉଁ ମାନେ ଏଥିରେ ଆବେଦନ କରିପାରିବେ କେଉଁ ମାନେ ଏଥିରୁ ବାଦ ପଡ଼ିବେ ଏହା ଛଡ଼ା ଏହାର ୱେବସାଇଟ କଣ ରହିବ ଏନେଇ ସରକାରଙ୍କ ତରଫରୁ ଜାରି ହେଲା ବଡ଼ ଘୋଷଣା ଆସନ୍ତୁ ସମ୍ପୂର୍ଣ୍ଣ ଡିଟେଲ ଜାଣିବା । ଶୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ।

ଏଥରେ କିଏ ପାଇବେ, କିଏ ପାଇବେନି, ତାର ସୃଷ୍ଠ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥୁରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି। ତେବେ ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସୃଷ୍ଟ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତି ।

ଶୁଭଦ୍ରା ଯୋଜନା ବଜେଟ ରେ 10 ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ଥିଲେ ଏହା ବଢିପାରେ ସେହିପରି ଆସନ୍ତା ସେପ୍ଟେମ୍ବର 17 ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ିବ ସେନେଇ ସରକାର କାମ କରୁଛନ୍ତି। ତେବେ ମିଶନ ଶକ୍ତି ମା ମାନଙ୍କୁ ଦୁବାଇ ବୁଲାଇ ନେଲେ ସେମାନଙ୍କ ବିକାଶ ହୋଇଯିବ ନାହିଁ ।

ସେମାନଙ୍କ ଏକ୍ସପୋଜ ଉପରେ ଅଧିକ ଗୁରୁତ୍ବ ଦିଆଯିବ ସ୍କୁଟି ନେଇ ମିଶନ ଶକ୍ତି ର ମହିଳା ମାନେ ପସ୍ତାଉଛନ୍ତି ସରକାର ସେମାନଙ୍କ ଉପରେ ଋଣ ଭାର ବଢ଼ାଇ ଦେଇଛନ୍ତି ବିଜେପି ମା ମାନଙ୍କୁ କେବେ ବି ଭୋଟ ବ୍ୟାଙ୍କ୍ ଭାବରେ ବ୍ୟବହାର କରେନି ବିଜେପି ସେମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେବ ।

ମିଶନ ଶକ୍ତି କେବେବି ବନ୍ଦ ହେବ ନାହିଁ ବଜେଟର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆପଣ ଯଦି ଶୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଏହି ଅଗଷ୍ଟ 15 ରେ ଆସିବାକୁ ଯାଉଛି ଏହାର SOP ଗାଇଡଲାଇନ ଏହାର ଡିଟେଲରେ ଆପଣ ସବୁ ଜାଣି ପାରିବେ।

Leave a Reply

Your email address will not be published. Required fields are marked *