CM ବଡ଼ ଘୋଷଣା, ଆସନ୍ତା ମାସ ରୁ ଓଡ଼ିଶାରୁ ଦାଦନ ଖଟିବାକୁ ତାମିଲନାଡୁ ଗଲେ ଦେବାକୁ ପଡିବ ଜରିମାନା, ଦେଖନ୍ତୁ ପୁରା ଖବର |

ଓଡିଶା ରୁ ଆଉ କେହି ଯିବେନି ଦାଦନ | ଓଡିଶା ରେ କରିବେ କାମ | ଏତେ ଦଇଁ ପରେ ଓଡିଶା କୁ ମିଳିଲା ଖୁସି ଖବର | ୟାକୁ ହିଁ କୁହନ୍ତି ଓଡ଼ିଆ ଅସ୍ମିତା ଦାଦନ ମୁଖ ହେବ ଓଡିଶା ଅନ୍ୟ ରାଜ୍ୟ ମାନେ ଦେଖି କରିବେ ଇର୍ଷା | ଏମିତି କାମ କଲେ ଆହୁରି ୨୫ ବର୍ଷ ରାଜୁତି କରିବା ବିଜେପି | ଓଡିଶା ରେ ଏମିତି ବ୍ୟବସ୍ତା କରାଯିବ ଯେ ଅନ୍ୟ ରାଜ୍ୟ ରୁ ଲୋକ ଆସିବେ ଓଡିଶା କୁ |

ତେଣୁ ଭବିଷ୍ୟତ କୁ ଆଖି ଆଗରେ ରଖି ଓଡ଼ିଆ ଅସ୍ମିତା ପାଇଁ ସବୁ କିଛି କରିବାକୁ ଚାହିଁଛି ବିଜେପି | ଲୋକ ଙ୍କୁ କାମ ଦେବାକୁ ପ୍ଲୋପିନ୍ତ୍ କରିଛି ନୂତନ ସରକାର | ଆଗାମୀ ସମୟ ରେ ଓଡିଶା କୁ ଦାଦନ ମୁକ୍ତ କରିବାକୁ ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଏତେ ଦିନ ପରେ ଓଡିଶା କୁ ଶୁଭ ଖବର ମିଳିଲା ବୋଲି ଗାଁ ଗହଳି ରେ ଚର୍ଚା ଚାଲିଛି |

ଜେସିବି ଦ୍ୱାରା ମାଟି ଖୋଲାଯିବ ଏବଂ ଗାଁ ଗାଁ ରେ ୩୦୦ ଦିନ କାମ କରାଯିବ | ସେହିପରି ଆମ ଓଡିଶା ର ଲୋକେ ଦାଦନ ଖଟିବାକୁ କାହିଁକି ଯାଉଛି ଅନୁସନ୍ଧାନ କରିବ ଏହି ଟିମ | ଆଗକୁ ଏହା କେତେ ସଫଳ ହେଉଛି ତାହା ଦେଖିବାକୁ ବାକିରହିଛି |

Leave a Reply

Your email address will not be published. Required fields are marked *