ରାସନ କାର୍ଡ ର ନୂଆ ନିୟମ, Ration Cardରେ ଏହି ଜିନିଷ ଥିଲେ କଟିଯିବ କାର୍ଡ, ଦେଖନ୍ତୁ ସମ୍ପୂର୍ଣ ଖବର !!

ଏବେ ଗୋଟେ ବହୁତ୍ ବଡ ଖବର ଆସିଛି ଯାହା କି ରାସନ୍ କାର୍ଡ ରୁ ଦୁଇଜଣଙ୍କ ନାମ କରିବ। ରାସନ୍ କାର୍ଡ ଧରିଙ୍କ ପାଇ ଗୋଟେ ବହୁତ୍ ବଡ଼ ଖବର ଆସିଛି ଯାହାକି ଘୋଷଣା କରିଛନ୍ତି ସରକାର। ଉପଭୋକ୍ତାଙ୍କ ନାମ କଟିଦେବାର ସମ୍ଭାବନା ଅଛି ସରକାରଙ୍କ ତରଫରୁ ଜାରି ଗାଇଡ ଲାଇନ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି।

ନିର୍ଦ୍ଧିଷ୍ଟ କିଛି କାମ କରାଇ ନେବାକୁ ସରକାରଙ୍କ ପାଖରୁ ସ୍ଵତନ୍ତ୍ର ଭାବେ ଗେଇଲାଇଁ ଜାରି କରାଯାଇଛି।କିଛି ଜରୁରୀକାଳୀନ କାମ ସରିଦିଆନ୍ତୁ ନଚେତ୍ ଆପଣଙ୍କ ନାମ ବି ରାସଙ୍କର୍ଡ ରୁ କଟାଯାଇ ପରେ।ଯାହାଫଳରେ ଆପଣ ପୂର୍ବ ପରି ରସମ୍ପାଇପରିବେ ନାହିଁ।ଏହା ବ୍ୟତୀତ ଅନ୍ୟାନ୍ୟ ବ୍ୟବସ୍ଥା ପାଉଥିଲ ତାହା ବି ଆଉ ପାଇପରିବେନାହି ।

ରାସନ୍ କାର୍ଡ ଧାରକ ତୁରନ୍ତ ଏହି kyc କରିବ ପାଇ ପଡ଼ିବ ଯାହାକି ଜୁନ 21 ତାରିଖରୁ ଆରମ୍ଭ ହୋଇସାରିଛି ରାସନ୍ କାର୍ଡ ରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇ ଈ kyc ବାଧୟତା ମୂଳକ ଅଟେ ଯାହାଫଳରେ ଅଯୋଗ୍ୟ ମୂଳଦିକରି ମାନଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ବାଡ ଦିଆଯିବ।ସମସ୍ତଙ୍କ ରାସନ୍ କାର୍ଡ ଧରୀଙ୍କ ପାଇ ଇ kyc କରିବା ପାଇ ବଧ୍ୟାତ ମୂଳକ କରାଯାଇଛି ।

ଯଦି ଇ kyc କରା ନ ଯାଇଥାଏ ତାହେଲେ ରାସନ୍ କାର୍ଡ ରୁ ନାମ କରିଦିଅ ଯିବା। ହିତାଧିକାରୀଂକୁ ଏଥିପାଇଁ ଧ୍ୟାନ ଦେବା ସହିତ ତୁରନ୍ତ kyc କରିବାପାଇଁ ପଡ଼ିବ ଏହା ସରକାର ପରାମର୍ଶ ଦେଇଛନ୍ତି ।ରାସନ୍ କାର୍ଡ e kyc କରିବା ବଧ୍ୟାତା ମୂଳକର କାରଣ ହେଉଛି ଯେଉଁମାନେ ରାସନ୍ କାର୍ଡର ସୁବିଧା ପାଇ ଯୋଗ୍ୟ ନୁହନ୍ତି କିମ୍ବା ଯେଉଁମାନେ ଏକକ ରୁ ଅଧିକ ରାସନ୍ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି ତାଙ୍କ ନାମ ରେ ରାସନ୍ କାର୍ଡ ଜାରିରହିଚି ତାଙ୍କୁ ଚିହ୍ନଟ କରାଯାଇପାରିବ ଏବଂ ଏହି kyc କରିବା ମଧ୍ୟ କଷ୍ଟସାଧ୍ୟ ନୁହଁ ଏହାକୁ ଆପଣ ଜନସେବା କେନ୍ଦ୍ର ରେ କରିପାରିବେ ।

Leave a Reply

Your email address will not be published. Required fields are marked *