ସୁନ୍ଦରୀ ଯୁବତୀ ପ୍ରେମରେ ପଡି ଜୀବନ ହାରିଦେଲେ ଏଇ Police ଅଫିସର, ଆଉ ତାପରେ ଯାହା କରିଦେଲା ଜାଣିଲେ….

ଧରା ପଡ଼ିଗଲା ପୋଲିସ ବଲା ର ପ୍ରେମ କାହାଣୀ।ସ୍ତ୍ରୀ ଥାଉ ଥାଉ ସୁନ୍ଦରୀ ଝିଅ ର ପ୍ରେମରେ ପଡ଼ିଲା ପୋଲିସ।ଏକା ବେଳେ ଘର ବଳି ଏବଂ ବାହାର ବଲୀ ସହ ମଜା ନେଉଥିଲା। ସେଶାରେ କଣ ହେଲା ଯେ ପୋଲିସ ଆତ୍ମହତ୍ୟା କରିଦେଲା କିନ୍ତୁ ମାରିବା ପୂର୍ବରୁ ପୋଲିସ କିଛି କହି ଭିଡିଓ କରିଥିଲା।ବିବାହ କରିବା ପରେ ମଧ୍ୟ କିଛି ପାରିବାରିକ ସମ୍ପର୍କ ରେ କୋଲହ ଦେଖାଯାଉଥିଲା ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କିଛି ଆସନ୍ତି ଦେଖାଯାଉଥିଲା ।ଏହା ଭିତରେ କିଛି ନୂଆ ସମ୍ପର୍କ ଦେଖାଯାଉଛି ଯେ ଏହାକୁ extra merital affeire ଯାହାକୁ situationship ବୋଲି ନାମ ଦିଆଯାଉଛି।

ଏମିତି କିଛି କଥା ପୋଲିସ କାନଷ୍ଟେବଲଙ୍କ ସାଙ୍ଗରେ ଦେଖାଯାଇଛି ଏବଂ ସେ କାନ୍ଦି କାନ୍ଦି ଗୋଟିଏ ଭିଡିଓ କରିଛନ୍ତି ଏବଂ ଏହା ଆପଣ ସେହି ଭିଡିଓ ରେ ଦେଖିପାରିବେ ଏବଂ ସେ କହିଛନ୍ତି ଯେ ସେ ଦୁଇ ବର୍ଷ ହେବ ବହୁତ୍ ଚିଚନ୍ତ ଅଛନ୍ତି ସେ ସହି ପାରୁନାହାନ୍ତି ବୋଲି ସେହି ଭିଡିଓରେ କହିଛନ୍ତି। ନିଜ ଘର ପାଖରେ ରହୁଥିବା ବସ୍ତି ରେ ରହୁଥିବା ରୁ ସେ ତାଙ୍କ ପ୍ରେମ ରେ ପଡ଼ି ଯାଇଥିଲେ ଏବଂ ଏହା ଏକ ଭଲ ପାଇବା ରେ ପରିଣତ ହେଇଯାଇଥିଲା କିନ୍ତୁ କିଛି ଦିନ ରେ ପରେ ସେ ଝିଅ ର ସାଙ୍ଗ ମେନେ ସେ କନେଷ୍ଟବଳ ସହ ଖେଳିବାକୁ ଲାଗିଲେ ଏବଂ ବ୍ଲାକ ମେଲ କଲେ ।

ଶେଷରେ ସେ ପରିଣାମ କିଛି ଏମିତି ହେଲା ଯେ ସେ ଆତ୍ମହ-ତ୍ୟା କରିବାକୁ ବାଧ୍ୟ ହେଲେ । ପଛ ରେ ଜାଣିବାକୁ ପଡ଼ିଲା ଯେ ସେ ଝିଅ ର ନାମ ପ୍ରାଚୀ ଥିଲା। ଯାହା ପରେ ସେ ଝିଅ ତା ସାଙ୍ଗରେ ସୋନିଆ ସହ ମିଶି ଏହି ବ୍ଲାକ ମେଲ ର ଫାଇଦା ଉଥେଇଥିଲେ ଗତ ଦୁଇ ବର୍ଷ ପୂର୍ବରୁ ସେ ବ୍ଲାକ ମେଲ କରି ଆସୁଥିଲେ ଏବଂ ସେ ଝିଅ ମାନଙ୍କୁ ସହଯୋଗ କରୁଥିଲେ ସେମାନଙ୍କର ଏକ ପୁରୁଷ ବନ୍ଧୁ । ସେହି ଝିଅ ଏବଂ ତା ସାଙ୍ଗ ମାନେ କନେଷ୍ଟବଳଙ୍କୁ ବ୍ଲାକ ମେଲ କରି ପାଖା ପଖିି ସାତ ଲକ୍ଷ୍ୟ ଟଙ୍କା

ନେଜାଇଥିଲେ ପଛରେ ଯେତେ ବେଳେ କନଷ୍ଟେବଳ କହିଲେଜେ ମୁ ତୁମ ନାମ ରେ କେସ କରିବି ପ୍ରାଚୀ ତାଙ୍କୁ ଦରେଇବାକୁ ଲାଗିଥିଲେ ଏବଂ ଏହି କଥା କହି ପ୍ରାଚୀ ତାଙ୍କୁ ବ୍ଲାକ ମେଲ କରୁଥିଲେ । ପରେ କନେଷ୍ଟବଳ ତାଙ୍କର ଶେଷ ଭିଡିଓ କରି ତାଙ୍କର ଜୀବନ ହରାଇଥିଲେ (ଆ–ତ୍ମ–ହ–ତ୍ୟା କରିଥିଲେ)
ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *