ଓଡିଶାକୁ ମାଡ଼ି ଆସୁଛି ଭୟଙ୍କର ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ସମ୍ଭାବନା ,ଘରୁ ନବାହାରିବାକୁ SRC ଙ୍କ ପରାମର୍ଶ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର ଝାକି ପାଣିପାଗ ବିଭାଗ ତରଫରୁ ମିଳୁଛି ବହୁତ୍ ବଡ଼ ଅପଡେଟ ଯାହାକୁ ଆପଣମାନେ ଜାଣିବା ନିହାତି ଆବଶ୍ୟକ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ସମ୍ପୂର୍ଣ୍ଣ ଭାବରେ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ୟେଲୋ ୱାନିଂ ଜରି କଳା ପାଣିପାଗ କେନ୍ଦ୍ର!

ଆଉଛି ଦୁଇ ଦୁଇଟି ଲଘୁଚାପ ଯାହା ଫଳରେ ସର ରାଜ୍ୟରେ ବର୍ଷା ଲାଗିରହିବ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଆଜି କୋରାଫୁଟ, ଗଞ୍ଜାମ, ଗଜପତି,ମାଲକାନଗିରି,କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସୂଚନା ଜାରିକରିଛି ପାଣିପାଗ କେନ୍ଦ୍ର ତେବେ ସୂଚନା ଅନୁସାରେ ଦୁଇଟି ଲଘୁଚାପ ଆସୁଛି ଉତ୍ତର -ପଶ୍ଚିମ ଲଘୁଚାପ ସୃଷ୍ଟି ହୋଇ ଲଘୁଚାପ ଟି ସକ୍ରିୟ ହେବାରେ ଲାଗିଛି

ଏହାର ପ୍ରଭାବ ସ୍ଵରୁପ ୭ ରୁ ୮ ଦିନ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ତେବେ ଆଜି କଳାହାଣ୍ଡି , କନ୍ଧମାଳ , କୋରାପୁଟ ଏବଂ ରାୟଗଡ଼ାରେ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଏଥି ସହିତ ଆସନ୍ତା କାଲି ମଧ୍ୟ ସେହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଆଉ ଏହି ସୁକାହା ଅନୁସାରେ ଏହି ସବୁ ଜିଲ୍ଲାରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ ଏହାକୁ ଲାଇକ କରିବା ସହିତ ସେଆର କରିବାକୁ ଜମାବି ଭୁଲିବେ ନାହିଁ ଓ ଏହି ପରି ପୋଷ୍ଟ ଗୁଡ଼ିକୁ ନିୟମିତ ଭାବରେ ପଢ଼ିପା ପାଇଁ ଆମ ପେଜ୍ କୁ ଲାଇକ କରିବାକୁ ଜମା ଭୁଲିବେ ନାହିଁ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *