ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର,ଫେଲ ହୋଇଥିବା Student ମାନେ ଜାଣିରଖନ୍ତୁ

ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଦ୍ବିତୀୟ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ଜୁଲାଇ ୩୧ ତାରିଖରେ ସରିବ ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପାଇଁ ଫର୍ମପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ବୋର୍ଡ ୱେବସାଇଟ୍ www.bseodi-sha.ac.in ରେ ଉପଲବ୍ଧ ହେଉଛି।

ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ରାଜ୍ୟର ୮୩ଟି ପରୀକ୍ଷା କେନ୍ଦ୍ର ଏବଂ ରାଜ୍ୟ ୮୩ଟି ପରୀକ୍ଷା କେନ୍ଦ୍ର ଏବଂ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ୧୨୧ ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷା ସଂକ୍ରାନ୍ତୀୟ କୌଣସି ସମସ୍ୟା ଥିଲେ, ପରୀକ୍ଷାର୍ଥୀ ମାନେ ସମସ୍ୟା ଥିଲେ,

ପରୀକ୍ଷାର୍ଥୀମାନେ ବୋର୍ଡ ମୁଖ୍ୟକାର୍ଯ୍ୟାଳୟ ୦୬୭୧-୨୪୧୫୩୦୫ ଯୋଗାଯୋଗ କରିବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ପାଇଁ ଯାହାବି ନୂଆ ଅପଡେଟ ଆସିଥିଲା ଆମେ ଆପଣଙ୍କୁ ଜଣାଇ ଦେଲୁ ଏହି ଖବରଟି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ସେୟାର କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *