ଏବେ ଏବେ ରାସନକାର୍ଡ କୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଏବେ ବହୁତ ସାରା ଲୋକଙ୍କର ନାମ କାଟିବାକୁ ଯାଉଛି ରସନକାର୍ଡରୁ କଣ ପାଇଁ କଟିବ କଣ ଆସିଛି ଅପଡେଟ ଆସନ୍ତୁ ଜାଣିବା |
ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି ସରକାର । ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି ।
ତୁରନ୍ତ କିଛି ଜରୁରୀ କାମ କରିନିୟନ୍ତୁ ନଚେତ ରସନକାର୍ଡରୁ ନାମ କଟିଯାଇପାରେ ମାଗଣା ଚାଉଳ ମଧ୍ୟ ପାଇବାକୁ ସକ୍ଷମ ହେବେ ନାହିଁ କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ କାର୍ଯ୍ୟ କରାଇବାକୁ ପରାମର୍ଶ ଦିଆଯାଇଛି | ତେବେ ରାସନକାର୍ଡ ଧାରକଙ୍କ ତୁରନ୍ତ E-Kyc Update କରାଇବାକୁ ପଡିବ | ରାସନକାର୍ଡରେ ପଞ୍ଜିକୃତ ସମସ୍ତ ଶ୍ରଦସ୍ୟଙ୍କ ପାଇଁ E-Kyc Update ବାଧ୍ୟତା ମୂଳକ କରାଯାଇଛି |
ସମସ୍ତ ରାସନକାର୍ଡ ଧାରକଙ୍କ ପାଇଁ ଏବେ E-Kyc କରିବା ଏବେ ବାଧ୍ୟତା ମୂଳକ ରହିଛି ଯଦି E-Kyc ନକରାଯାଏ ରାସନକାର୍ଡରୁ ନାମ କାଟିଦିଅଯିବ | ଏହା ପଛରେ ସରକାରଙ୍କ ବଡ଼ କାରଣ ରହିଛି ଏଭଳି ବହୁତ ସାରା ଅଯୋଗ୍ୟ ରସକାର୍ଡ ଧାରୀ ଅଛନ୍ତି ଯେଉଁମାନେ ରାସନ ପାଇବା ପାଇଁ ଯୋଗ୍ୟ ନୁହେ କିନ୍ତୁ ସେମାନେ ବର୍ତମାନ ରାସନକାର୍ଡ ରହିଛି |
ତେବେ ସେହି ସବୁ ଜିନିଷକୁ ହଟେଇବା ପାଇଁ ଏହି ଭଳି ପଦକ୍ଷପ ନେଉଛନ୍ତି ରାଜ୍ୟସରକାର ଯଦି ଆପଣ ଆପଣଙ୍କ ରାସନକାର୍ଡରେ E-Kyc କରିନାହାନ୍ତି ତେବେ ତୁରନ୍ତ ରାସନକାର୍ଡ ଡ଼ିଲରଙ୍କ ସହିତ ଯୋଗାଯୋଗ କରନ୍ତୁ ଆଉ E-Kyc କରାଇନିଅନ୍ତୁ |