ବାଛନ୍ତୁ ଆପଣଙ୍କ ନିଜ ପସନ୍ଦର ଗୋଟିଏ ଠାକୁର ଏବଂ ଜାଣନ୍ତୁ ଆପଣଙ୍କ ସୁଖ କେବେ ଫେରିବ

ଆଜିର ବିଷୟଟିରେ ବହୁତ ସୁନ୍ଦର ବିଷୟ ବସ୍ତୁ ଅଟେ ଆଜିର ବିଷୟଟିକୁ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏହି ବିଷୟଟିରେ ଆମେ ଜାଣିବା ବାଛନ୍ତୁ ଗୋଟିଏ ଠାକୁର ଏବଂ ଦେଖନ୍ତୁ କେବେ ଆପଣଙ୍କ ସୁଖ ଫେରିବ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯାହାଙ୍କ ଜୀବନରେ ଦୁଃଖ ନାହିଁ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ନିଶ୍ଚିତ ରହିଥାଏ ଏବଂ ସମସ୍ତେ ଏହା ମଧ୍ୟ ଜାଣନ୍ତି ଦୁଃଖ ପରେ ସୁଖ ମଧ୍ୟ ନିଶ୍ଚୟ ଆସିବ କିନ୍ତୁ ସେ ସୁଖ କେବେ ଆସିବ ତାହା କେବେ ଜାଣନ୍ତି ନାହିଁ | ଆମେ ସେହି ବିଷୟଟିରେ ତିନୋଟି ଫୋଟ ରହିଅଛି ପ୍ରଭୁ ମହାଦେବଙ୍କର ,ପାର୍ବତୀଙ୍କର ଫୋଟ ଏବଂ ହନୁମାନ ଜିଙ୍କର ଫୋଟ ଆପଣଙ୍କୁ କେଉଁ ଠାକୁର ଅଧିକ ପସନ୍ଦ ଲାଗେ ସେହି ଠାକୁରକୁ ବାଛନ୍ତୁ ଏବଂ ତାଙ୍କ ଆଧାରରେ କୁହା ଯାଉଥିବା କଥାମାନ ଶୁଣନ୍ତୁ ତେବେ ଆପଣ ଯାଏ ସଠିକ ଉତ୍ତର ପାଇପାରିବେ |

ଆପଣ ଯଦି ମହାଦେବଙ୍କୁ ବାଛିଛନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କ ସୁଖ କେବେ ଫେରିବ ଦେଖନ୍ତୁ ସମୟ କହୁଛି ବର୍ତ୍ତମାନ ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ଅଚାନକ ସମ୍ପନ୍ନ ହେବ | ମିତ୍ର ମାନଙ୍କ ପୁରୁଣା ସମ୍ପର୍କ ଯଦି ସେଥିରେ କିଛି ବିଗ୍ନ ଆସୁଥିଲା ସେଠାରେ ସମ୍ପର୍କର ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଆପଣଙ୍କ ପ୍ରତି ଭୟଭୀତ ମଧ୍ୟ ରହିବେ ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଯଦି ଆପଣ ଆଗକୁ କୌଣସି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଏବଂ ଚିନ୍ତା ଏହି ଦୁଇଟିକି ଭଲ ଭାବରେ କାମରେ ଲଗାନ୍ତୁ |ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ |ସନ୍ତାନ ସୁଖର ପ୍ରାପ୍ତି ରହୁଅଛି |

ଆପଣ ଯଦି ମାତା ପାର୍ବତୀଙ୍କ ଫୋଟଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ସୁଖ ଆପଣଙ୍କ କେବେ ଫେରିବ ଆପଣ ବର୍ତ୍ତମାନ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି ନାନା ଉଦବେଗ ଜାତ ହେଉଛି | କାର୍ଯ୍ୟରେ ବହିର୍ଭୁତ ଯୋଗ ଆପଣ ଛାଏଁ ଆସୁଛି ଆପଣାର ଲୋକ ପର ହୋଇ ଯାଉଛନ୍ତି ଯାହାକୁ ଆପଣ ଅଧିକ ବିଶ୍ୱାସ ଏବଂ ସାହାଯ୍ୟ କରୁଥିଲେ ସେ ଏବେ ଆପଣଙ୍କ ପାଖରେ ନାହାଁନ୍ତି | ଆପଣ ଯାହାକୁ ଅତି ଆପଣାର ଭାବୁଥିଲେ ସେମାନେ ଦୁରେଇ ଗଲେଣି ଏବେ ଆପଣଙ୍କର ଆର୍ଥିକ ଚିନ୍ତା ଦେଖା ଦେଉଛି ଅର୍ଥ ଜନିତ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ପ୍ରତ୍ୟକଟି କ୍ଷେତ୍ରରେ ଆପଣ ଅର୍ଥ ସମସ୍ୟା ସମୁଖୀନ ହେବାକୁ ପଡୁଛି | ଜାଣିରଖନ୍ତୁ ଏହା ଆପଣଙ୍କ ମନ୍ଦ ଦଶା ରହିଥିଲା ଯେଉଁଥି ପାଇଁ ଆପଣ ସର୍ବହରା ହୋଇ ଯାଇ ଥାଆନ୍ତେ କିନ୍ତୁ ଈଶ୍ୱରଙ୍କ କୃପାରୁ ଆପଣଙ୍କ କିଛି କ୍ଷତି ହୋଇ ନାହିଁ ଆପଣ କିଛି ଭଲ କର୍ମ କରିଛନ୍ତି ଯାହାର ଫଳ ଆପଣଙ୍କୁ ଏବେ ପ୍ରାପ୍ତି ହେବ |

ଆପଣ ଯଦି ହନୁମାନ ଜିଙ୍କ ଫୋଟଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କର ସୁଖର ଦିନ କେବେ ଆସିବ ଦେଖନ୍ତୁ ଆପଣଙ୍କର ଏବେ ଦୁଃସ୍ବପ୍ନ ଏବେ ଦୂର ହେଲା ଭଳି ଜାଣନ୍ତୁ ଯେଉଁ ବିଷୟ ନେଇ ଆପଣ ଚିନ୍ତାରେ ରହିଥିଲେ ଆପଣଙ୍କ କୌଣସି କାର୍ଯ୍ୟ ଅଟକି ରହିଥିଲା | କୌଣସି କାର୍ଯ୍ୟରେ ଫସିକି ରହିଥିଲା କେହି ଆପଣଙ୍କ ପଇସା ନେଇ ଦେଉ ନଥିଲେ ଆପଣଙ୍କ ଅର୍ଥ ସମସ୍ୟା ନେଇ ଛନ୍ଦି ହୋଇ ରହୁଥିଲେ ତାହା ଫେରି ଆସିବ | ଯଦି ଆପଣ କୌଣସି ଋଣ କରିଥିଲେ ତାହାର ପରିଶୋଧ କରିବାର ସମୟ ଆସିଯାଇଛି |ଆପଣଙ୍କ ପାଇଁ ଭଲ ସମୟ ଆସୁଛି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳତାର ଶୀର୍ଷରେ ଛୁଇଁବେ |

Leave a Reply

Your email address will not be published. Required fields are marked *