ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଆସିଲା ବଡ଼ ଖବର,ଏହି କାରଣ ପାଇଁ ପରିସ୍ଥିତିରେ ପଡ଼ି ମଥାରେ ସିନ୍ଦୂର ପିନ୍ଧିଲେ ଏଲିନା ପ୍ରକୃତ ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିଲା ଏକ ବହୁତ ବଡ଼ ଖବର ପରିସ୍ଥିତିରେ ପଡ଼ି ମଥାରେ ସିନ୍ଦୁର ପିନ୍ଧିଛନ୍ତି ଏଲିନା ତେବେ କଣ ଏମିତି ପରିସ୍ଥିତି ଘଟିଲା ସମସ୍ତେ ଦେଖି ପାରୁଥିବେ ଏଲିନା ଧଳା ବସ୍ତ୍ର ପରିଧାନ କରିଛନ୍ତି | ମଥାରେ ସିନ୍ଦୁର ପିନ୍ଧୁଛନ୍ତି ହଟାତ ଏଲିନାଙ୍କ ପରିସ୍ଥିତି ଏମିତି କଣ ଘଟିଲା ଅଭିନେତ୍ରୀ ଏଲିନାଙ୍କର ଯାହାଙ୍କର ଏକ ଫିଲ୍ମ ପାୱାର ଯେଉଁ ଫିଲ୍ମ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା

ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ | ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ଏଲିନା | ତେବେ ହଟାତ ଏଲିନାଙ୍କ ସହିତ ଏତେ ବଡ଼ ଅସୁବିଧା କେମିତି ହେଲା କାହିଁକି ଏଲିନା ମଥାରେ ସିନ୍ଦୁର ପିନ୍ଧିଲେ ପ୍ରକୃତରେ କଣ ରହିଛି ଏହି ଫୋଟ ଏବଂ ଭିଡିଓ ପଛର ସତ୍ୟତା ଏଲିନା ଏହାକୁ ନେଇ କଣ କହିଛନ୍ତି ଆସନ୍ତୁ ସବୁ କିଛି ତଥ୍ୟ ଜାଣିବା |

ପୂର୍ବରୁ ନିଜ ବିବାହ ସମ୍ପର୍କରେ କିଛି ମଧ୍ୟ ଏଲିନା ଜଣାଇ ନଥିଲେ ତେବେ ହଟାତ ଏମିତି ଏତେ ବଡ଼ ପରିସ୍ଥିତି ସେପଟେ ନିଷ୍ପତି ଏହାର ପଛର କଣ ରହିଛି କାରଣ | ଏଲିନା ମଥାରେ ସିନ୍ଦୁର ପିନ୍ଧୁଛନ୍ତି ଏଲିନାଙ୍କ ପାଖରେ ଆକାଶ ଦାସ ବସିଛନ୍ତି ଆକାଶ ଯିଏ କି ବିବାହ କରିଛନ୍ତି ତେବେ ଆକାଶଙ୍କ ହାତରେ ରହିଛି ସିନ୍ଦୁର ଫରୁଆ |

ତେବେ ନିକଟରେ ଅଭିନେତା ଆକାଶ ଏବଂ ଅଭିନେତ୍ରୀ ଏଲିନାଙ୍କର ନିକଟରେ ଏକ ଫିଲ୍ମ ଆସିବାକୁ ଯାଉଛି ସମ୍ପର୍କ ଛାୟା ଲୁହରେ ଯେଉଁ ଫିଲ୍ମର ଏକ ସୁଟିଙ୍ଗ ସେଟର ଏକ ଭିଜୁଆଲ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *