ଇଂଲଣ୍ଡକୁ ହରାଇବା ପରେ କାନ୍ଦୁଥୁଲେ ରୋହିତ, ବିରାଟ କହିଲେ କାନ୍ଦନି Rohit ଭାଇ ,ଆଉ ତାପରେ ଯାହା ହେଲା ଜାଣିଲେ ଆଖିରୁ ଲୁହ ଆସିଯିବ

ଇଂଲଣ୍ଡ କୁ ହରାଇବା ପରେ କାନ୍ଦିଲେ ରୋହିତ ଶର୍ମା! ସମ୍ପୂର୍ଣ୍ଣ ଖବର ଜାଣିଲେ ଆପଣ ମଧ୍ୟ କାନ୍ଦି ପକାଇବ ତାହେଲେ ଡେରି ନକରି ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର । ଟିମ୍ ଇଣ୍ଡିଆ ୨୦୨୨ ୱାଲ୍ଡକପ୍ ରେ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ଅତି ଲଜ୍ଜ୍ୟା ଜନକ ଭାବରେ ହରାଇଥିଲା ହେଲେ ଗତ କଳି ହୋଇଥିବା ସେମି ଫାଇନାଲ ମ୍ୟାଚ ମଧ୍ୟରେ ଇଂଲଣ୍ଡକୁ ୬୮ ରନ୍ ର ବ୍ୟବଧାନରେ ପରାସ୍ତ କରି ଇଂଲଣ୍ଡ ଠାରୁ ୨୦୨୨ ସେମି ଫାଇନାଲର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ

ଏହି ବିଶୟ ପରେ ଭାରତୀୟ ଦଳ ସିଧା ସଡ଼କ ଫାଇନାଲ ମଧ୍ୟରେ ପହଞ୍ଚି ଯାଇଛି ଯେଉଁଥିରେ ସେ ସାଉଥ୍ ଆଫ୍ରିକା ସହିତ ଫାଇନାଲ ଖେଳିବେ । ଗତ କାଲିର ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତି ନେଇଥିଲା ତେବେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ସମ୍ପୂର୍ଣ୍ଣ ୨୦ ଓଭର ଖାଲି ୭ ଟି ୱିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା ଏ

ହାର ଜବାବ୍ ରେ ଟିମ୍ ଇଂଲଣ୍ଡ ୧୦୩ ରନ୍ ସଂଗ୍ରହ କରି ୧୬.୪ ଓଭର ରେ ଅଲ୍ ଆଉଟ୍ ହୋଇଯାଇଥିଲା ଏବଂ ଇଣ୍ଡିଆ ୬୮ ରନ୍ ବଡ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଥିଲା ଏବଂ ଫାଇନାଲ ମଧ୍ୟରେ ପ୍ରବେଶ କରିଥିଲା । ଇଂଲଣ୍ଡ ଠାରୁ ନିଜର ପୁରୁଣା ପ୍ରତିଶୋଧ ନେବ ପରେ ଅଧିନାୟକ ରୋହିତ ଶର୍ମା ଭାବିଭୋର୍ ହୋଇ କାନ୍ଦି ପକାଇଥିଲେ

ଡ୍ରେସିଂ ରୁମ୍ ମଧ୍ୟରେ କାନ୍ଦିବାକୁ ଲାଗିଥିଲେ ରୋହିତ ଶର୍ମାଙ୍କ ଏକ ଫୋଟ ଭାଈରାଲ୍ ହେବାରେ ଜଗିଛି ଯେଉଁଥିରେ ସେ କାନ୍ଦିବାର ଦେଖା ଦେଉଥିଲେ ଓ ବିରାଟ ତାଙ୍କୁ ବୁଝାଉଥିବା ର ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *