ଏବେ ଏବେ ସରକାର କଲେ ବଡ଼ ଘୋଷଣା, ଏହି ସବୁ ଡକମେଣ୍ଟ ନଥିଲେ ପାଇପାରିବେ ନାହିଁ ଶୁଭଦ୍ରା ଟଙ୍କା, ସବୁ ମହିଳା ମାନେ ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜିର ଏହି ପୋଷ୍ଟ୍ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ କିପରି କରିପାରିବେ ସୁଭଦ୍ର ଯୋଜନ ପାଇଁ ଆବେଦନ ଆପଣଙ୍କୁ ଏହି ଆବେଦନରେ କେଉଁ କେଉଁ ଜରୁରୀ ଦସ୍ତାବିଜ୍ ଆବଶ୍ୟକତା ପଡ଼ିବ ଆମେ ଆଜି ଏହି ପୋଷ୍ଟ୍ ମଧ୍ୟରେ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେଥି ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଭାବରେ ଦେଖନ୍ତୁ । ଯେପରିକି ଆପଣମାନେ ଖବର ପାଇଦାରିଥିବେ ଯେ ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବେ ସୁଦ୍ଧା ଘୋଷଣା କରିସାରିଲେଣି ଯେ ଆଗାମୀ ଶହେ ଦିନ ମଧ୍ୟରେ ଆପଣଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ୫୦୦୦୦ ଟଙ୍କା ଆଉ ଏବେ ଏବେ ଏକ ସୂଚନା ମଧ୍ୟ ଆସିଛି ଯେ ଏହି ଅଗଷ୍ଟ ମାସ ମଧ୍ୟରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନର ୫୦୦୦୦ ଟଙ୍କା । ହେଲେ କଣ ଆପଣ ଜାଣିଛନ୍ତି ଯେ କେଉଁ ମହିଳା ମାନେ ଏହି ଯୋଜନାରେ ଆବେଦନ କରିବାକୁ ଯୋଗ୍ୟ ? ତେବେ ଜାଣି ରଖନ୍ତୁ ଯେ କେବଳ ମହିଳା ଯେଉଁ ମାନେ କି ବିବାହିତା ଅଟନ୍ତି କେବଳ ସେହି ମାନଙ୍କୁ ଟଙ୍କା ମିଳିବାକୁ ଯାଉଛି । ଏହି ଏହି କଥା ଗୁଡ଼ିକ ମାନେ ରଖନ୍ତୁ ଯେ

୧. ମହିଳା ଜଣଙ୍କ ଓଡ଼ିଶାର ବାସିନ୍ଦା ହୋଇଥିବେ ।
୨. ମହିଳାଙ୍କ ବୟସ ୨୩ ରୁ ୫୯ ମଧ୍ୟରେ ହୋଇଥିବ ।
୩. ମହିଳା ବିବାହିତା ହୋଇଥିବେ ।
୪. ଗୋଟେ ପରିବାରରୁ ଜଣଙ୍କୁ ସୁଭଦ୍ରା ଭଉଚର୍ ମିଳିବ ।
୫. ମହିଳାଙ୍କର କୌଣସି ସରକାରୀ ଚାକିରୀ ନଥିବ ।
୬. ଅବିବାହିତ ମହିଳା ମାନଙ୍କୁ ଏହି ଟଙ୍କା ମିଳିବ ନାହିଁ ।
୭. ଅଙ୍ଗନୱାଡି କର୍ମୀ ହୋଇପାରିବେ ସାମିଲ ।

ଆପଣ ଏହି ଯୋଜନାରେ ଅନଲାଇନ ଓ ଅଫଲାଇନ ଆବେଦନ କରି ପାରିବେ ହେଲେ କେଉଁଠି କରିବେ ଏ ନେଇ କୋଉଥିବି ସୂଚନା ଆସିନାହିଁ ଆସିବ ମାତ୍ରେ ଆମେ ଆପଣଙ୍କୁ ଜଣାଇ ଦେବୁ । ଆସନ୍ତୁ ଜାଣିବା ଏହି ଆବେଦନ ପାଇଁ ଆପଣଙ୍କୁ କେଉଁ କେଉଁ କାଗଜ ପତ୍ର ଆବଶ୍ୟକତା ପଡ଼ିବ।

୧. ଆଧାର କାର୍ଡ
୨. ବ୍ୟାଙ୍କ୍ ଖାତା
୩. ଠିକଣା ପ୍ରମାଣ ପତ୍ର
୪. ମୋବାଇଲ ଫୋନ ନମ୍ବର
୫. ପାସପୋର୍ଟ ଫୋଟ
୬. ଆୟ ପ୍ରମାଣ ପତ୍ର
୭. ରାସନ୍ କାର୍ଡ

ଅଧିକ ସୂଚନା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ସହିତ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *