ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଜୀବର ଚିତ୍ର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଅଛି

ଦର୍ଶକବନ୍ଧୁ କାହାର ନାମ ଚିନ୍ତା କରି ଗୋଟିଏ ନମ୍ବର ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଏହି ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଅଟେ ଆପଣ ଏହି ବିଷୟଟିରେ ମାଧ୍ୟମରେ ଜାଣିପାରିବେ ଆପଣଙ୍କ ପାଇଁ କିଏ କଣ ଚିନ୍ତା କରୁଛି ଆପଣଙ୍କ ଭବିଷ୍ୟତ ଆପଣ ଏହି ସମୟରେ ନିଜେ କଣ ଚିନ୍ତା କରୁଛନ୍ତି ଏହା ଉପରେ ଆଧାରିତ ବିଷୟଟି ରହିଅଛି | ଆପଣଙ୍କ ସାମ୍ନାରେ ତିନୋଟି ଜୀବର ଫୋଟ ରହିଅଛି ଠେକୁଆ , ନେଉଳ ଏବଂ ହଳଦୀ ବସନ୍ତ ଆମେ ଏହି ତିନୋଟି ଜୀବକୁ ଶୁଭ ବୋଲି ବିଚାର କରିଥାଉ ଧଳା ଠେକୁଆକୁ ବିଶେଷ ଭାବରେ ଶୁଭ ବୋଲି ବିଚାର କରାଯାଏ | ଆପଣ ଆପଣଙ୍କ ମନ ପସନ୍ଦର ଗୋଟିଏ ଫୋଟଟିକୁ ବାଛନ୍ତୁ ସେହି ଆଧାରରେ କୁହା ଯାଉଥିବା କଥା ଗୁଡ଼ିକ ଜାଣିବେ ଆପଣ ଜାଣିପାରିବେ ଯେ ଏହା ଆପଣଙ୍କ କେତେ ସତ ସତ୍ୟ ରହିଅଛି ଏହି କଥା ଗୁଡ଼ିକର ମୂଲ୍ୟ କେତେ ଅଧିକ ରହିଅଛି | ଏହା ଏକ ସାଧାରଣ ବିଷୟ ବସ୍ତୁ ହେଲେ ମଧ୍ୟ ଏହା ଆପଣଙ୍କ ରହସ୍ୟକୁ ଉନ୍ମୋଚନ କରିବ ଆପଣଙ୍କ ଅତୀତ ,ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ ଆମେ ସବୁ କଥା କହିବୁ |

ଆପଣ ଯଦି ପ୍ରଥମ ଫୋଟ ବା ଠେକୁଆଟିକୁ ବାଛିଛନ୍ତି ତେବେ ଜଣାନ୍ତୁ ଠେକୁଆକୁ ସୁସ୍ତ ଜୀବ ବୋଲି ବିଚାର କରାଯାଏ ସେଥିପାଇଁ ଠେକୁଆକୁ ଘରେ ପାଳିବା ଶୁଭ ବିଚାର କରାଯାଏ ନାହିଁ | କାରଣ ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ମଧ୍ୟ ସୁସ୍ଥତା ଆସିଥାଏ ଠେକୁଆକୁ ଯଦି ଆପଣ ପସନ୍ଦ କରିଛନ୍ତି ଜାଣନ୍ତୁ ଆପଣ ଯେଉଁ ପ୍ରଶ୍ନ କରିଅଛନ୍ତି ତାହା ମଧ୍ୟମ ଧରଣର ଅଟେ | ସେଥିପାଇଁ ଆପଣ ଏତେ ବି ଚିନ୍ତିତ ନୁହନ୍ତି ଯେଉଁ ପ୍ରଶ୍ନ ଆପଣଙ୍କ ମନରେ ରହୁଅଛି ଆପଣ ଆପଣଙ୍କ ଆଶାର ଲକ୍ଷ ପୂରଣ କରିବାରେ ସତ ଚେଷ୍ଟା କରୁଛନ୍ତି କିନ୍ତୁ ସହଜରେ ତାହା ଫଳ ମତି ହେଉ ନାହିଁ | ସମସ୍ତ କାର୍ଯ୍ୟରେ ବାଧା ପ୍ରାପ୍ତି ଏପରି କିଛି ଯୋଗ ରହୁଅଛି ମନେରଖନ୍ତୁ ଆପଣ ଯେଉଁ ଯେଉଁ କାମରେ ଅଧିକ କ୍ଷତି ସହୁଛନ୍ତି ଦିନ ଆସିବ ସେହି କର୍ମରେ ଆପଣ ଉନ୍ନତି କରିବେ ବର୍ତ୍ତମାନ ଗ୍ରହ ମାନେ ଆପଣଙ୍କ ବିରୁଧେ ଗ୍ରହ ଶାନ୍ତି ପାଇଁ ନବଗ୍ରହ ହୋମ କରନ୍ତୁ ଆଉ ମାତ୍ର ଛଅ ମାସ ପରେ ଗ୍ରହ ମାନେ ଆପଣଙ୍କ ଉପରେ ଶାନ୍ତ ହେବେ ଏବଂ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ |

ଆପଣ ଯଦି ଦୁଇ ନମ୍ବର ଅର୍ଥାତ ନେଉଳର ଫୋଟଟିକୁ ବାଛିଛନ୍ତି କଣ କହୁଛି ସେ ଆପଣଙ୍କ ବିଷୟରେ ନେଉଳକୁ ସବୁ ଦୃଷ୍ଟିରୁ ଶୁଭ ବୋଲି ବିଚାର କରାଯାଏ ଆପଣ କୌଣସି ଶୁଭ ସମୟରେ ଯଦି ନେଉଳକୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟ ସିଦ୍ଧିର ପ୍ରତୀକ ଅଟେ | ବର୍ତ୍ତମାନ ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଅଗ୍ରସର ଅଛନ୍ତି ସେହି କାର୍ଯ୍ୟ କରିବାରେ ଟିକେ ଅଗ୍ରସର ହୁଅନ୍ତୁ ଭାଗ୍ୟର ଉନ୍ନତି କମ ସମୟରେ ନିକଟରେ ହେଲେ ମଧ୍ୟ ତାହା ସାମାନ୍ୟ ବିଳମ୍ବ ଘଟାଉଛି ଅତି ନିକଟରେ ଆପଣଙ୍କ ବନ୍ଧୁଙ୍କର ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ |ଆପଣଙ୍କର ଏବେ ମଙ୍ଗଳ ହେବାକୁ ଯାଉଅଛି ଆପଣଙ୍କ ଶୁଭ ଯେତେ ବ୍ୟାକୁଳତା ପ୍ରକାଶ କରିବ ଆଗାମୀ ଦିନରେ ଆପଣଙ୍କୁ ସେତେ ସୁଖ ସୁବିଧା ମିଳିବ ଆପଣଙ୍କୁ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ଏବେ ଶୁଭ ଫଳ ପ୍ରାପ୍ତି ହେବ ଏଣିକି ଆଉ ଧନର ଅଭାବ ରହିବ ନାହିଁ |

ଆପଣ ଯଦି ହଳଦି ବସନ୍ଦ ପରି ଏକ ଶୁଭ ଚିତ୍ରଟିକୁ ବାଛିଛନ୍ତି ଯାହାକି ଆପଣଙ୍କୁ ସବୁବେଳେ ଦେଖାଦିଏ ନାହିଁ କେବେ କେବେ ଆପଣ ହଳଦି ବସନ୍ତ ଚଢ଼େଇ ଟିକୁ ଦେଖିବେ ଆପଣ ନିଜେ ହିଁ ପରୀକ୍ଷା କରନ୍ତୁ | ଶାସ୍ତ୍ର ମାନଙ୍କ ମଧ୍ୟରେ କୁହା ଯାଉଥିବା କଥା ଗୁଡ଼ିକ ସତ ନା ମିଛ ଆପଣ ପରୀକ୍ଷା କରି ଦେଖନ୍ତୁ ଯେବେ ବି ଆପଣ ହଳଦୀ ବସନ୍ତ ଚଢ଼େଇ ଟିକୁ ଦେଖିବେ ତାର ପରର ସମୟକୁ ଧ୍ୟାନ ଦେବେ ଏହା ସତ୍ୟ ଯେ ଏଭଳି ଶୁଭ ଚଢ଼େଇ ଟିଏ ଆମ ମନରେ ଖାଲି ପ୍ରସନ୍ନ ତା ଆଣେ ନାହିଁ ଆପଣଙ୍କ ଜୀବନରେ ଆମ ମାନଙ୍କ ଜୀବନରେ ଏହା ଆଗାମୀ ସମୟର ଶୁଭ ସଙ୍କେତ ଅଟେ । ଯଦି ଆପଣ ଶୁଭ ପକ୍ଷୀ ବା ଏହି ହଳଦୀ ବସନ୍ତ ଚଢ଼େଇ ଟିକୁ ବାଛିଛନ୍ତି ଆପଣଙ୍କ ଅନେକ କୁଫଳ ଦଶା ଭୋଗ ହେଉଅଛି ଗତ ଅଢେ଼ଇ ବର୍ଷ ହେଲା ଗ୍ରହ ଆପଣଙ୍କ ବହୁତ ଅନିଷ୍ଟ କରୁଛନ୍ତି ଯଦି ବିଶ୍ୱାସ ହେଉ ନାହୋ ଜଣେ ପଣ୍ଡିତ କୁ ଦେଖାଇ ଜାତକ ମିଳାଇ ଦିଅନ୍ତୁ । କେବଳ ଆପଣ ସତ୍ୟ ନିଷ୍ଠ ହୋଇଥିବାରୁ ଏଭଳି କାର୍ଯ୍ୟରୁ ଆପଣ ନିବୃତ୍ତ ପାଇଛନ୍ତି । କାହାର ଆପଣ କେବେ ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ ଆପଣ ନିଜ ପିତା ମାତାଙ୍କ ସେବା କରନ୍ତୁ ତାଙ୍କ ଉଦ୍ଦେଶ୍ୟରେ ଦାନ ଧର୍ମ କରନ୍ତୁ ଆପଣଙ୍କୁ ନିଶ୍ଚିତ ଶୁଭ ଫଳ ମିଳିବ ।

Leave a Reply

Your email address will not be published. Required fields are marked *