Malika Bachana: ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ଵାର ଆଗକୁ ଘଟିବ ଚମତ୍କାର ଘଟଣା ,ମାଳିକାରୁ ମିଳିଲା ବଡ଼ ସଙ୍କେତ ବିଶ୍ୱାସ ନହେଉଥିଲେ ଦେଖନ୍ତୁ

ଦର୍ଶକବନ୍ଧୁ ଖୋଲିଲା ଚାରି ଦ୍ୱାର ଏହା ପରେ କଣ ହେବ ଏବେ ସମସ୍ତ ଜଗନାଥ ଭକ୍ତ ଖୁସି ହେଉଛନ୍ତି ମହାପ୍ରଭୁଙ୍କ କୃପା ହେଲା ଭକ୍ତ ଭଗବାନଙ୍କ ଭିତରେ ଥିବା ପାଚେରୀ ଉଠିଲା ତିନି ଦ୍ୱାର ବନ୍ଦ ଥିବା ବେଳେ ଭକ୍ତ ମାନେ ଗୋଟିଏ ଦ୍ୱାର ପଟେ ଭାରି କଷ୍ଟ ପାଉଥିଲେ ଏବେ ବହୁତ ଶୃଙ୍ଖଳିତ ଦର୍ଶନ ହେଉଛି |

ଆଗକୁ ମଧ୍ୟ ରତ୍ନ ଭଣ୍ଡାର ଖୋଲିବ ଏକଥା ସମସ୍ତଙ୍କ ମନରେ ଆଶା ରହିଛି ନିଶ୍ଚିତ ଭାବରେ ଏହା ଆଗକୁ ଘଟିବ ସରକାର ପରିବର୍ତ୍ତନ ହେଉଛି ଏଥର କିଛି ଭଲ ହିଁ କରିବ |ଚାରିଦ୍ୱାର ହେଉଛି ମୁଖ୍ୟ ପ୍ରାପ୍ତି ଏବଂ ଧର୍ମ ପ୍ରାପ୍ତିର ଦ୍ୱାର ପ୍ରଥମେ ହେଉଛି ସିଂହ ଦ୍ୱାର ଯାହାକି ଧର୍ମର ଦ୍ୱାରା

ପଶ୍ଚିମ ଦ୍ୱାର ହେଉଛି କାମ ଦ୍ୱାର ,ଉତ୍ତର ଦ୍ୱାର ହେଉଛି ହସ୍ତୀ ଦ୍ୱାର ଯାହା ହେଉଛି ମୁଖ୍ୟର ଦ୍ୱାର ,ଦକ୍ଷିଣ ଦ୍ୱାର ହେଉଛି ଅଶ୍ୱ ଦ୍ୱାର ଯାହା ହେଉଛି ଅର୍ଥର ଦ୍ୱାର ମହାପୁରୁଷ ନିଜେ ଲେଖିଛନ୍ତି ଭକ୍ତ ଭଗବାନ ଅପୂର୍ବ ମିଳନ ଯୁଗେ ଯୁଗେ ଏହା ସତ୍ୟ ଗମ୍ଭୀର ଭିତରେ ରହିକି ପାରିବ ଦୁଃଖେ କାନ୍ଦୁଥିଲେ ଭକ୍ତ |

ଦୁଇଟି ବିଶାଳକାୟ ଅଶ୍ୱ ଏହି ଦ୍ଵାରର ରକ୍ଷକ ଅଛନ୍ତି ଏହାର ବାମ ପାଖରେ ଅଛନ୍ତି ରକ୍ଷକ ହନୁମାନ ଜଗନାଥଙ୍କ ନିର୍ଦେଶ କ୍ରମେ ତାଙ୍କ ସୁନିଦ୍ରାରେ ଆଘାତ ନେହବା ପାଇଁ ସେ ସମୁଦ୍ର ଗର୍ଜନକୁ ରୋକି ଥାଆନ୍ତି

Leave a Reply

Your email address will not be published. Required fields are marked *