ଅପମାର୍ଗ ଚେର ପିନ୍ଧିବା ଦ୍ୱାରା କଣ ହୋଇଥାଏ ,ଚବିଶ ଘଣ୍ଟାରେ ବଦଳି ଯାଏ ମନୁଷ୍ୟର ଭାଗ୍ୟ ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ ଆପଣ ଅପମାର୍ଗ ଗଛ ବିଷୟରେ କେଉଁଠାରେ ଶୁଣିବାକୁ ବା ଦେଖୁବାକୁ ପାଇଥିବେ । ଏହି ଗଛ ଥୂଲେ। ଅନେକ ଲୋକଙ୍କ ଘର ଘର ପାଖରେ ମଧ୍ୟ ଲୋକମାନେ । ନେ ଏହାକୁ ଦେଖୁ ମଧ୍ଯ ଅଣଦେଖା କରିଦେଇଥାନ୍ତି । ହେଲେ ଏହି ଗଛ କୌଣସି ସାଧାରଣ ଗଛ ନୁହେଁ । ଏଥିରେ ଅନେକ ଗୁଣ ରହିଛି । ଆଧ୍ୟାତ୍ମିକ ତଥା ତାନ୍ତ୍ରିକ ଗୁଣ ସବୁ ଅପମାର୍ଗ ଗଛରେ ରହିଛି । ଏହି ତେବେ ଏହି ଗଛର ଫାଇଦା ବିଷୟରେ ଏଠାରେ ଆଜି ଜାଣନ୍ତୁ ଲୋକଙ୍କ ମାଢିରେ ଦରଜ ଅନୁଭୂତ ହେଉଥାଏ ବା ଦାନୁ ସହ ଜଡିତ କୌଣସି ସମସ୍ଯା ରହି ରହିଥାଏ ।

ତେବେ ଏହି ଅପମାର୍ଗର ବ୍ୟବହାର କରି ଆପଣ ନିଜ ଦାନୁକୁ ସୁନ୍ଦର ଓ ସୁସ୍ଥ ବନାଇ ପାରିବେ । ବେ । କାରଣ ଅପମାର୍ଗ ଗଛର ଆୟୁର୍ଭେଦିକ ଗୁଣ ମଧ୍ଯ ରହିଛି । ଆପଣ ଅପମାର୍ଗ ଗଛର ମୂଳକୁ ନେଇ 1 ମାସ ପର୍ଯ୍ୟନ୍ତ ନିଜ ଦାନୁର ମାଢି ଢିରେ ଘଷନ୍ତୁ । ତାପରେ ଏହାର ରେଜଲ୍ଭ ଆପଣ ଣ ନିଜେ ଦେଖୁବାକୁ ପାଇବେ ।ଅନେକ ଲୋକ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହୋଇ ବର୍ଷ ବର୍ଷ ଧରି ସମସ୍ୟା ଭୋଗ କରୁଛନ୍ତି ।

ବହୁ କଷ୍ଟର ମଧ୍ୟ ସାମ୍ନା କରୁଛନ୍ତି । ଆପଣ ଅପମାର୍ଗ ଗଛର ମୂଳକୁ ଆଣି ତାହାକୁ ଖରାରେ ଶୁଖାଇ ଦିଅନ୍ତୁ । ତାପରେ ତାହାକୁ ପାଉଡର ବନାଇ ଦିଅନ୍ତୁ । ସେହି ପାଉଡରକୁ ସୋରିଷ ତେଲରେ ଗୋଳାଇ ଆଣ୍ଠୁ ଗଣ୍ଠି ବା ଦରଜ ଅନୁଭୂତ ହେଉଥିବା ସ୍ଥାନରେ ଲଗାନ୍ତୁ । ଦେଖୁବେ ବହୁତ ଜଲ୍ଟି ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ । ଟଙ୍କାର ମହତ୍ବ ଆମ ସମସ୍ତଙ୍କ ଜୀବନରେ ବହୁତ ଅଧୂକ ରହିଥାଏ ।

ତେବେ ବ୍ୟବସାୟ ବାଣିଜ୍ୟ କରୁଥିବା ଲୋକ ବା କୌଣସି ମାର୍ଗରୁ ତାଙ୍କ ରୋଜଗାର କରି ଟଙ୍କା କମାଇବାକୁ ଚାହୁଁଥିବା ଲୋକ ଅପମାର୍ଗ ଗଛର ଏହି ତାନ୍ତ୍ରିକ ଉପାୟଟି କରି ଦେଖନ୍ତୁ । ଶୁକ୍ରବାର ଦିନ ଏହି ଗଛର ବୀଜ ଅର୍ଥାତ ତାହାର ଫୁଲକୁ ଛିଡାଇ ନେଇ ଆସନ୍ତୁ । ତାପରେ ତାହାକୁ ତୋଳି ଆଣି ଏକ ନାଲି କପଡାରେ ତାହାକୁ ଥୋଇ ତାପରେ ଟିକିଏ ସିନ୍ଦୁର ଲଗାଇ ଦିଅନ୍ତୁ ।

ତାପରେ ତାହାକୁ ସେହି ନାଲି କପଡାରେ ଗୁଡାଇ ନିଜ ବେପାର କରୁଥିବା ସ୍ଥାନର ଟଙ୍କା ରଖୁଥ‌ିବା ଜାଗା ବା ଆପଣଙ୍କ ଟଙ୍କା ରଖୁଥିବା କୌଣସି ଏକ ସ୍ଥାନରେ ସୁରକ୍ଷିତ ଭାବେ ରଖନ୍ତୁ । ଏହି ଉପାୟକୁ ସଠିକ ଭାବେ ମନରେ ବିଶ୍ବାସ ରଖ୍ କରିବା ଦ୍ବାରା ଏହା ବହୁତ ଭଲ ଫଳ ଦେଇଥାଏ । ସେହି ବ୍ୟକ୍ତିର ଦିନକୁ ଦିନ ଟଙ୍କା କ୍ଷେତ୍ରରେ ଉନ୍ନତି ହୋଇଥାଏ ।

Leave a Reply

Your email address will not be published. Required fields are marked *