ଭାଇ ଭଉଣୀ କଣ ପାଇଁ ବାହା ହୁଅନ୍ତି ନାହିଁ ଶାସ୍ତ୍ର ଓ ବିଜ୍ଞାନ କଣ କହୁଛି ଜାଣନ୍ତୁ ଏହାର ସତ୍ୟତା

ଭାରତରେ ଭାଇ ଓ ଭଉଣୀ ସମ୍ପର୍କକୁ ନେଇ ବହୁତ ପବିତ୍ର ବୋଲି ମାନ୍ୟତା ରହିଛି ଦିଆ ଯାଇଛି । ଆମ ଭାରତୀୟ ସାସ୍କୃତିରେ ଭାଇ ଓ ଭଉଣୀର ଅତି ନିବିଡ ସମ୍ପର୍କ ରହିଛି ଯାହା ସବୁ ସମ୍ପର୍କ ଠାରୁ ଉଚ୍ଚରେ ରହିଥାଏ । ଓ ଭଉଣୀ ସମ୍ପର୍କରେ ଯେତେ କଳହ ବା ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ଦୁହେଁ ପରସ୍ପରକୁ ମନେଇ ନେଇ ନିଜ ଭଲ ପ୍ରମାଣ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ ବିଷୟରେ ଯାହା ଆଗରୁ କେବେ ହୋଇ  ଓ ଭାଇ ଓ ଭଉଣୀ ମଧ୍ୟରେ କଣ ପାଇଁ ବିବାହ ହୁଏ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଦ୍ଭୁତ ଘଟଣା ସମ୍ଭଧରେ କହିବାକୁ ଯାହା ଆଗରୁ ଘଟିନଥିଲା । ଏହି ଘଟଣାଟି ୨୦୧୮ରେ ଭୋଜପୁର ଜିଲ୍ଲାରେ ଘଟିଛି । ଯେଉଁଠାରେ ଗୋଟେ ଭାଇ ନିଜ ଭଉଣୀ ସହ ପ୍ରେମ କରି ତାକୁ ବିବାହ କରିଛି । ଘରେ ନିଜ ଝିଅକୁ ନ ପାଇ ଝିଅର ବାପା ପୋଲିସ ଷ୍ଟେସନରେ ମୋକଦମା କରିଥିଲେ । ଯେତେବେଳେ ପୋଲିସ ଅନୁସନ୍ଧାନ କରିଥିଲା ସେତେବେଳେ ଝିଅ ନିଜେ ଆସି ପୋଲିସ ଆଗରେ ଏମିତି କିଛି କଥା କହିଛି ଯାହା ଅତି ନିନ୍ଦନୀୟ ଅଟେ । ଦୁହେଁ ଭାଇ ଓ ଭଉଣୀ ବିବାହ କରିଛନ୍ତି ବୋଲି ଝିଅଟି ସ୍ଵୀକାର କରିଥିଲା ।

ଦୁହିଙ୍କୁ କଠୋର ଶାସ୍ତି ଦେବାକୁ ଗାଁ ଲୋକମାନେ ପୋଲିସକୁ ଅନୁରୋଧ କରିଥିଲେ । ଯାହା ଫଳରେ ସେମାନଙ୍କୁ ଜେଲ ହୋଇଯାଇଥିଲା । ବର୍ତ୍ତମାନ ଝିଅଟି ଜେଲରୁ ବାହାରି ଆସିଛି କିନ୍ତୁ ତା ସ୍ଵାମୀ ଏ ପର୍ଯ୍ଯନ୍ତ ଜେଲରେ ଅଛି । ତେବେ ଆସନ୍ତୁ ଜାଣିବା ଭାଇ ଓ ଭଉଣୀ କଣ ପାଇଁ ବିବାହ କରନ୍ତି ନାହି । ମୁସଲିମ ଜାତିରେ ଯଦି ଭଉଣୀଟିଏ ନିଜ ମା ଠାରୁ ସ୍ତନ୍ୟପାନ କରି ନ ତେବେ ସେ ତା ଭାଇକୁ କରିପାରିବ ।

ଇସାଇ ଧର୍ମରେ ନିଜ ସମ୍ପର୍କୀୟ ଭଉଣୀକୁ ତା ଭାଇ ସହ ବିବାହ କରିବାର ନିୟମ ରହିଛି । କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ଗୋଟେ ଗାଁର ଦୁଇ ଭାଇ ଭଉଣୀଙ୍କର ବିବାହକୁ ଭୁଲ ବୋଲି କୁହାଯାଏ । ଗତ ସାଢେ ୫୦୦୦ ବର୍ଷ ହେବ ହିନ୍ଦୁ ସଭ୍ୟତା ଚାଲି ଆସୁଛି । ମାନବ ସମାଜରେ କୌଣସି ସଭ୍ୟତା ନ ଥିବାରୁ ଗତ ୧୦୦୦ ବର୍ଷ ପୂର୍ବେ ବିବାହକୁ ମାନ୍ୟତା ଦିଆ ଯାଇଥିଲା।

ଶାସ୍ତ୍ର ଓ ବିଜ୍ଞାନ ଅନୁସାରେ ଜଣେ ଭାଇ ଓ ଭଉଣୀ ବିବାହ କରିଲେ ଅନେକ ପ୍ରକାରର ରୋଗ ଶରୀରରେ ଜନ୍ମ ନେଇଥାଏ । ଆଧୁନିକ ଯୁଗରେ ବୈଜ୍ଞାନିକ ମାନେ ଆମକୁ ଯାହା ଜଣାଇଛନ୍ତି ତାହା ଅନେକ ବର୍ଷ ପୂର୍ବେ ମୁନିରୁଷି ମାନେ ଗରୁଡ ପୁରାଣରେ ଉଲ୍ଲେଖ କରିଛନ୍ତି ଯେ ଭାଇ ନିଜର ହେଉ ବା ସମ୍ପର୍କୀୟ ହେଉ ଭଉଣୀ ସହ ବିବାହ କରିବା ପାପ ହୋଇଥାଏ ।

Leave a Reply

Your email address will not be published. Required fields are marked *