ବନ୍ଧୁଗଣ ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ପୂର୍ଣ୍ଣିମାର ବିଶେଷ ମହତ୍ତ୍ଵ ରହିଅଛି ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା ବୋଲି ମନା ଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସମ୍ପୂର୍ଣ୍ଣ ମହତ୍ତ୍ୱପୂର୍ଣ୍ଣ ପୂର୍ଣ୍ଣିମା ମନା ଯାଇଥାଏ ଏହା ସହିତ ଏହି ଦିନକୁ ଦେବସ୍ନାନ ପୂର୍ଣ୍ଣିମା ବୋଲି ମନା ଯାଇଥାଏ ଆଉ ଏହି ପୂର୍ଣ୍ଣିମା ଏହି ବର୍ଷ 22 ଜୁଲାଇ ଶନିବାର କୁ ପଡୁଅଛି ପୂର୍ଣ୍ଣିମା ତିଥି ମା ଲକ୍ଷ୍ମୀଙ୍କର ଦିନ କୁହାଯାଏ । ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଅବତରଣ କରିଥାଆନ୍ତି ଯଦି ସେହିଦିନ କିଛି ଖାସ ଉପାୟ କରାଯାଏ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିନେବେ ।
ବନ୍ଧୁଗଣ ତୁଳସୀ ତ ସମସ୍ତଙ୍କ ଘରେ ଥାଏ କିନ୍ତୁ ଏହି କଥା ବହୁତ କମ ଲୋକ ଜାଣନ୍ତି ତୁଳସୀ ଗଛ ତଳେ ଏହି ଗୋଟିଏ ଜିନିଷ ବାନ୍ଧିବା ଦ୍ଵାରା ମା ଲକ୍ଷ୍ମୀ ଆକର୍ଷିତ ହୋଇଥାଆନ୍ତି ଘରକୁ କଷ୍ଟ ଆସିନଥାଏ । ତୁଳସୀ ଗଛ ଯଦି ଆପଣଙ୍କ ଘରେ ଲାଗିଅଛି ଏହା ଆପଣଙ୍କ ପରିବାର ପାଇଁ ଲାଭକାରୀ ଅଟେ । ତୁଳସୀ କୁ ମା ଦେବୀଙ୍କ ପ୍ରତିମା ମନା ଯାଇଥାଏ ନିୟମିତ ଭାବରେ ତୁଳସୀ ଗଛର ପୂଜା କରିଲେ ଲାଭ ଅବଶ୍ୟ ମିଳିଥାଏ । ବେଦ ପୁରାଣରେ ଏହା ବିଷୟରେ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛି ତୁଳସୀ ଗଛ ତଳେ ଏହି ଉପାୟ କଲେ ଏହି ଜିନିଷ ବାନ୍ଧିଲେ
ଆଉ ଏହି ଉପାୟକୁ କଲେ ମା ତୁଳସୀ ଙ୍କ ଆଶୀର୍ବାଦ ମିଳିଥାଏ । ଆପଣଙ୍କୁ ସବୁ ଖୁସି ମିଳିଥାଏ ଯେଉଁଠାରେ ତୁଳସୀଙ୍କ ବାସ ହୋଇଥାଏ ସେଠାରେ ତ୍ରିଦେବଙ୍କ ବାସ ହୋଇଥାଏ ତୁଳସୀ ପୂଜା କରିବା ଦ୍ୱାରା ପାତକ ନଷ୍ଟ ହୋଇଥାଏ ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଘରେ ସୁଖ ଶାନ୍ତି ବନି ରହିବା ପାଇଁ ମାତା ତୁଳସୀଙ୍କୁ ଚୁନୁରୀ ଅବଶ୍ୟ ଚଢ଼ାନ୍ତୁ ପ୍ରାୟତଃ ସମସ୍ତ ଲୋକ ଅଚାନକ ଭୁଲ କରି ଦେଇଥାଆନ୍ତି ତୁଳସୀ ମାଙ୍କୁ ପୂଜା ତ କରିଥାଆନ୍ତି କିନ୍ତୁ ଓଢ଼ନୀ ଦେଇନଥାନ୍ତି ସେହି କାରଣରୁ ଆପଣଙ୍କୁ ଫଳ ପ୍ରାପ୍ତି ହୋଇଥାଏ ।
ପ୍ରଥମେ ଆପଣ ସକାଳୁ ଉଠି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ଏହା ପରେ ତୁଳସୀ ଗଛ ମୂଳରେ ଗୋଟେ ନାଲି ରଙ୍ଗର ଢାଗା ବା ସୂତା ବାନ୍ଧି ଦିଅନ୍ତୁ ତାପରେ ତାପରେ ଆପଣଙ୍କୁ ଏକ ମାଟି ହାଣ୍ଡି ଆଣିବାର ଅଛି ସେଥିରେ ଆପଣ ଚାଉଳ ଭରିକି ରଖିବାର ଅଛି ଚାଉଳ ଉପରେ ସିନ୍ଦୂର ଗୋଟିଏ ଟଙ୍କାର କଏନ ଆଉ ତିନୋଟି ତୁଳସୀ ପତ୍ର ଦେଇଦେବେ ସେହି ମାଟି ହାଣ୍ଡିରେ ତାପରେ ଏକ ଚୁନୁରି ଘୋଡ଼ାଇ ଦିଅନ୍ତୁ
ଏହି ସବୁ ଜିନିଷ କୁ ନେଇ ମା ଲକ୍ଷ୍ମୀଙ୍କ ପାଖକୁ ଯିବେ ଆଉ ନିବେଦନ କରିବେ ମା ଲକ୍ଷ୍ମୀ ମୋ ଜୀବନରେ ଧନର କମି ଦୂର କରନ୍ତୁ । ଆପଣଙ୍କ ଆଶୀର୍ବାଦ ମୋ ଉପରେ ଥାଉ ମୋ ପରିବାର ଉପରେ ସର୍ବଦା ବନିକି ରଖନ୍ତୁ ଏବଂ ଏହା ପରେ ଏହି ମାଟି ପାତ୍ରକୁ ନେଇ ଆପଣଙ୍କର ଠାକୁର ଥିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କର ଘରେ ଧନର ଅଭାବ ରହିବ ନାହିଁ