ବନ୍ଧୁଗଣ ପ୍ରକୃତର ସବୁଠାରୁ ସୁନ୍ଦର ରଚନା ବିଷୟରେ ଯଦି କଥା ହେବ ତେବେ ସେଥିରେ ଫୁଲର ନାମ ପ୍ରମୁଖ ଭାବରେ ନିଆ ଯାଇଥାଏ ଏହି ରଙ୍ଗ ବେରଙ୍ଗର ଫୁଲ ଗୁଡ଼ିକ ଆମର ବେରଙ୍ଗ ଜୀବନରେ ରଙ୍ଗ ଭରି ଦେବାର କାମ କରିଥାଆନ୍ତି ଏବଂ ଆମ ମନକୁ ମଧ୍ୟ ଶାନ୍ତି ପ୍ରଦାନ କରିଥାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସୁନ୍ଦର ଦେଖା ଯାଉଥିବା ଫୁଲ ଆପଣଙ୍କ ଦିନ ଚର୍ଚ୍ଚାର କଥା ଏବଂ ଆପଣଙ୍କ ଆଗାମୀ ଭବିଷ୍ୟତ ମଧ୍ୟ ବୟାନ କରିଥାଆନ୍ତି ତେଣୁ ଆଜି ଆମେ ଆପଣଙ୍କୁ କିଛି ଖାସ ହଟ କେ ରୋମାଣ୍ଟିକ କଥା କହିବାକୁ ଯାଉଛୁ ଏହି ଫୁଲ ଗୁଡ଼ିକ ସହିତ ଆଧ୍ୟାତ୍ମିକର ଗଭୀର ସମ୍ପର୍କ ରହିଛି ହିନ୍ଦୁ ଧର୍ମରେ ବିନା ଫୁଲରେ କୌଣସି ପୂଜା ସମ୍ପନ୍ନ ହୋଇନଥାଏ | ତେବେ ଆପଣ ଭାବୁଥିବେ ଏହି ଫୁଲ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ କଣ କହିବେ ତେବେ ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା | ବନ୍ଧୁଗଣ ଆପଣଙ୍କୁ ଦୁଇଟି ଫୁଲ ପ୍ରଜାପତି ଦୁଇଟି ପ୍ରଜାପତି ଦେଖୁଛନ୍ତି ସେଥିରୁ ଆପଣ ଗୋଟିଏ ଫୁଲ ଗୋଟିଏ ପ୍ରଜାପତି ବାଛନ୍ତୁ ଏହା ବାଛିବା ଦ୍ୱାରା ଆପଣ ଜାଣିପାରିବେ ନିଜ ବ୍ୟକ୍ତିତ୍ୱ ସହ ଜଡ଼ିତ କିଛି ଖାସ କଥା |
ଆପଣ ଯଦି ଗୋଲାପ ଫୁଲଟିକୁ ବାଛିଛନ୍ତି ଏହା କହୁଛି ଯେ ଆପଣ ଯେମିତି ଏବଂ ଯେତେ କଠୋର ଦେଖା ଗଲେ ମଧ୍ୟ ଆପଣଙ୍କର ହୃଦୟ ବହୁତ କୋମଳ ଅଟେ ଏବଂ ଆପଣ ସର୍ବଦା ଅନ୍ୟର ଭଲ କଥା ଚିନ୍ତା କରିନଥାନ୍ତି | ଆପଣ ଯେଉଁ ବ୍ୟକ୍ତିଙ୍କ ସହ ମିଶନ୍ତି ସେହି ବ୍ୟକ୍ତିର ଅଧିକ ଧ୍ୟାନ ରଖନ୍ତି କିନ୍ତୁ ଅସୁବିଧା ସେତେବେଳେ ଆସିଥାଏ ଯେତେବେଳେ ଅଧିକାଂଶ ଲୋକ ଆପଣଙ୍କ ଏହି ଭଲ ଗୁଣକୁ ନେଇ ଫାଇଦା ଉଠାନ୍ତି |
ଆପଣ ଯଦି ସୂର୍ଯ୍ୟମୁଖୀ ଫୁଲଟିକୁ ବାଛିଛନ୍ତି ତେବେ ଏହି ଫୁଲ ଦର୍ଶାଇ ଥାଏ ଯେ ଆପଣ ଆପଣଙ୍କ ଜୀବନ ଆଦର୍ଶ ଦ୍ୱାରା ଅନ୍ୟମାନଙ୍କୁ ପ୍ରେଣିତ ଓ ପ୍ରଭାବିତ କରିପାରନ୍ତି ଆପଣଙ୍କ କଳ୍ପନା ଶକ୍ତି ଏବଂ ଭିତର ଉର୍ଜା କମାଲ ଅଟେ ଏବଂ ଏହା ଆପଣଙ୍କୁ ଲୋକ ମାନଙ୍କ ସହିତ ଯୋଡ଼ି ରଖିଥାଏ କୌଣସି ପାର୍ଟି ହେଉ କିମ୍ବା କୌଣସି ଆୟୋଜନ ହେଉ ଆପଣଙ୍କର ସେଠାରେ ନଥିବା ଦ୍ୱାରା ସେହି ଜାଗା ଫିକା ଫିକା ଲାଗି ଥାଏ | ଆପଣଙ୍କ ସବୁଠାରୁ ଭଲ ଗୁଣ ହେଉଛି ନିଜର ସାକାରାତ୍ମକ ଗୁଣ ଯୋଗୁଁ ଆପଣ ସବୁ କାର୍ଯ୍ୟକୁ ହାତକୁ ନେବାକୁ ପ୍ରସ୍ତୁତ ଥାଆନ୍ତି |
ଆପଣ ଯଦି ପ୍ରଥମ ପ୍ରଜାପତିଟିକୁ ବାଛିଛନ୍ତି ତେବେ ଏହା ଦର୍ଶାଇଛନ୍ତି ଯେ ଆପଣଙ୍କ ଆଗାମୀ ଗୁଣ ବହୁତ ଖାସ ଭଲ ରହିବ ଆପଣଙ୍କ ନିରାଶ ଭାବନା ଏବେ ଶେଷ ହେବାକୁ ଯାଉଛି ଏବଂ ଆପଣଙ୍କୁ ଆପଣଙ୍କ ବନ୍ଧୁ ପରିବାର ଲୋକଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ ମିଳିବ | ଆପଣ ନୂଆ କାର୍ଯ୍ୟରେ ସଫଳତା ହାସଲ କରିବେ ଯଦି ଆପଣ ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଇଛା ଆପଣଙ୍କର ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି |
ଯଦି ଆପଣ ଦ୍ୱିତୀୟ ଫୁଲ ସହ ଦ୍ୱିତୀୟ ପ୍ରଜାପତି ବାଛିଛନ୍ତି ଏହା ଦର୍ଶାଇ ଥାଏ ଯେ ଆପଣ ଆଗାମୀ ସମୟରେ ଯେଉଁ କାମକୁ କରିବାକୁ ଚାହୁଁଛନ୍ତି ସେହି କାର୍ଯ୍ୟରେ ସଫଳତା ଆପଣଙ୍କ ପାଦ ଛୁଇଁବ | ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ସହଯୋଗୀ ମିତ୍ର ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ ଆପଣଙ୍କ ପରିବାର ଏବଂ ଜୀବନ ସାଥୀଙ୍କ ସହିତ ସମ୍ବଦରେ ଅଧିକ ମଧୁରତା ଆସିବ | ଏହା ଧ୍ୟାନ ରଖନ୍ତୁ ଯେ ଆପଣ ଯଦି ଆପଣଙ୍କ ଜୀବନରେ ନୂଆ ସଫଳତା ହାସଲ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ କାମ କାର୍ଯ୍ୟରେ ଏବଂ ବେପାରରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ |