ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟ ରେ ବହୁତ କିଛି କୁହାଯାଇଛି ଯେମିତି କି ନାରୀ କେତେ ପ୍ରକାର ଏବଂ ସେମାନଙ୍କ ସ୍ୱଭାବ କେମିତି ହୋଇ ଥାଏ । ଏମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ସହିତ ଆପଣ ମାନଙ୍କୁ କହିବୁ ଯେ କେଉଁ ନାରୀଙ୍କୁ ବିବାହ କରିଲେ ଆପଣ ମାନେ ଧନୀ ହୋଇ ପାରିବେ । ଦିର୍ଘାୟୁ ସହିତ ବୈଭବଶାଳୀ ହୋଇ ପାରିବେ ।
ନାରୀ ମାନେ ଚାରି ପ୍ରକାର ର ହୋଇ ଥାନ୍ତି । ପଦ୍ମିନୀ , ଚିତ୍ରିଣୀ, ସଂଙ୍ଖିନୀ , ଏବଂ ହସ୍ତିନୀ । ସବୁ ବେଳେ ପଦ୍ମିନୀ ନାରୀ ଙ୍କୁ ଶାସ୍ତ୍ର ରେ ମହତ୍ୱ ସ୍ଥାନ ଦିଆ ଯାଇଛି ଏବଂ ଏହି ପରି ନାରୀ ସଂସାର ରେ ବହୁତ କମ ରହିଥାନ୍ତି । ଏମାନେ ସଂମ୍ପର୍ଣ୍ଣ ଗୁଣ ସଂମ୍ପର୍ଣ୍ଣା ହୋଇଥାନ୍ତି କହିବା ପାଇଁ ଗଲେ ଏମାନେ ସଂମ୍ପର୍ଣ୍ଣ ସତୀ ପରି ହୋଇଥାନ୍ତି । ଏମାନଙ୍କୁ ବିବାହ କଲେ ପୁରୁଷ ଧନୀ, ବୈଭବ ସାଳି, ଦୀର୍ଘାୟୁ ହୋଇ ଥାଏ ।
1. ପଦ୍ମିନୀ
ପଦ୍ମିନୀ ନାରୀ ମାନଙ୍କୁ ଶାସ୍ତ୍ର ସର୍ବୋତ୍ତମ ବୋଲି କୁହାଯାଏ ଏବଂ ଏହି ପଦ୍ମିନୀ ନାରୀ ସଂସାର ରେ ବହୁତ କମ ରହିଛନ୍ତି | ଏହି ନାରୀ ସୁଶୀଳା, ଧର୍ମ, ପୂଜାପାଠ ରେ ବିଶ୍ୱାସ ଓ ଭକ୍ତି କରିଥାନ୍ତି । ଏହା ସହିତ ମାତାପିତା ଙ୍କର ସେବା କରନ୍ତି। ବାପଘର ଏବଂ ଶାଶୁଘର ର ହିତକାରଣ ହୋଇଥାନ୍ତି ଏବଂ ସୁନ୍ଦର ମଧ୍ୟ ହୋଇଥାନ୍ତି ।
2. ଚିତ୍ରୀଣୀ
ଏବେ ହେଲା ଚିତ୍ରୀଣୀ ନାରୀ ବିଷୟ ରେ ଏମାନେ ପତିବ୍ରତା ହୋଇଥାନ୍ତି । ସ୍ୱଜନ କୁ ସ୍ନେହ ଦିଅନ୍ତି ଏମାନଙ୍କ ମନ ସୃଙ୍ଗାର ଏବଂ ବେଶ ଭୁସା ରେ ବହୁତ ଅଧିକ ଥାଏ । ସେହିଥି ପାଇଁ ସ୍ୱାମୀ ଙ୍କୁ କିଛି ଧନ ର ସମସ୍ୟା ହୋଇ ଥାଏ । ହେଲେ ଏମାନେ ବିଚକ୍ଷଣା ଚତୁରୀ ହୋଇ ଥାଆନ୍ତି ଗୀତ ନୃତ୍ୟ ଏବଂ ଚିତ୍ରକଳା ବହୁତ ପ୍ରିୟ ହୋଇ ଥାଏ । ଏମାନେ ଜୀବନରେ ସବୁବେଳେ ସୁଖି ହୋଇ ଥାଆନ୍ତି ।
3.ସଂଖିନୀ
ଏବେ ହେଲା ସଂଖିନୀ ନାରୀ ଏମାନଙ୍କ ମଧ୍ୟରେ ସବୁ ବେଳେ ମୋଟା ପତଳା ରହି ଥାଆନ୍ତି । ଏମାନେ ସବୁ ସମୟ ରେ ଅସନ୍ତୁଷ୍ଟ ଏବଂ ଅପ୍ରଶ୍ନ ରହି ଥାଆନ୍ତି ଏବଂ ଏମାନେ ବିନା କକାରଣ ରେ କ୍ରୋଧୀ ହୋଇ ଥାଆନ୍ତି । ଏମାନେ ସ୍ୱାମୀ ଙ୍କ ଉପରେ ସର୍ବଦା ରୁଷ୍ଟ ହୋଇ ଥାଆ ଏବଂ ଏମାନେ ସ୍ୱାମୀ ଙ୍କ କଥା କୁ ମାନିବା ପାଇଁ ନିଜକୁ ଚାକରାଣୀ ସହିତ ତୁଳନା କରି ଥାନ୍ତି । କେବଳ ସେହିଥି ପାଇଁ ଏମାନେ ଜିବନ ରେ କେବେ ବି ସୁଖ ରେ ରୁହନ୍ତି ନାହିଁ ।