ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣିଥିବେ କିଶାନ ଯୋଜନାର ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟ କୁ ପଠା ଯାଇଛି ତାହା ପୁଣି ଗତ କାଲି ଜୁନ 18 ତାରିଖ ବହୁତ ସାରା ଚାଷୀଙ୍କୁ କିଶନ ଯୋଜନାର 2,000 ଟଙ୍କା ମିଳି ସାରିଲାଣି ଏମିତିକି ବହୁତ ଚାଷୀ ଅଛନ୍ତି ଯେଉଁ ମାନଙ୍କୁ ପିଏମ କିଶାନ ଯୋଜନାରେ ଟଙ୍କା ମିଳି ନାହିଁ ଯଦି ଆପଣଙ୍କୁ ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ ତେବେ ଆଜିର ବିଷୟ ଟିକୁ ଶେଷ ଯାଏ ଦେଖନ୍ତୁ ।
ବହୁତ ସାରା।ଲୋକ ମାନେ ଜଣାଇଛନ୍ତି ଯେ ଏବେ ପର୍ଯ୍ୟନ୍ତ ସେମାନଙ୍କୁ ପିଏମ କିସାନ ଯୋଜନାରେ ଟଙ୍କା ମିଳି ନାହିଁ କିନ୍ତୁ ବହୁତ ସାରା ଲୋକଙ୍କୁ ଏବେ ପିଏମ କିଶାନ ଯୋଜନାରେ ଟଙ୍କା ମିଳି ସାରିଲାଣି । ବହୁତ ସାରା ଲୋକଙ୍କୁ ପିଏମ କିଶାନ ସମନିଧି ଯୋଜନାରେ ଓଡ଼ିଶାରେ 31.62 ଲକ୍ଷ ଚାଷୀ ଛଅ କୋଟି ବତିଶ ହଜାର ଟଙ୍କା ପାଇ ସାରିଛନ୍ତି
ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ କି 2,000 ଟଙ୍କା ପଠା ଯାଇଚି କିନ୍ତୁ ଏପର୍ଯ୍ୟନ୍ତ ବହୁତ ସାରା ଚାଷୀ ପିଏମ କିଶନ ଯୋଜନାରେ ଟଙ୍କା ପାଇ ନାହାଁନ୍ତି। ଜାଣି ରଖନ୍ତୁ ଟଙ୍କା 18 ତାରିଖ ଦିନ ରିଲିଜ କରାଯାଇଛି ଟଙ୍କା ବ୍ୟାଙ୍କ ଆକାଉଣ୍ଟ ରେ ପହଞ୍ଚିବାକୁ ଦୁଇରୁ ତିନିଦିନ ସମୟ ଲାଗେ ଯଦି ଆପଣଙ୍କ ନାମ ପିଏମ କିଶନ ଯୋଜନାରେ ଥିଲା
ଆଉ ଆପଣ KYC କମ୍ପ୍ଲିଟି କରିଥିଲେ ତେବେ ଆପଣ ଦୁଇରୁ ତିନିଦିନ ଅପେକ୍ଷା କରନ୍ତୁ ଆପଣ ମଧ୍ୟ ଟଙ୍କା ପାଇପାରିବେ । ଯଦି ଆପଣ ଦୁଇରୁ ତିନିଦିନ ଭିତରେ ଟଙ୍କା ପାଉ ନାହାଁନ୍ତି ତେବେ ଜାଣି ରଖନ୍ତି ଆପଣ KYC କମ୍ପ୍ଲିଟି କରିନଥିବେ ସେଥିପାଇଁ ଆପଣଙ୍କୁ ପିଏମ କିଶନ ଯୋଜନାରେ ଟଙ୍କା ମିଳି ନାହିଁ
ତେବେ ଆପଣ ତୁରନ୍ତ ଯାଇ ପିଏମ କିଶନ ଯୋଜନାର ଅଫିସିଆଲ୍ ୱେବସାଇଟ ରେ ଷ୍ଟାଟସ ଚେକ୍ କରି ଦେଇପାରିବେ । ଯାହା ଦ୍ଵାରା ଆପଣ କନଫମ୍ ହୋଇ ଯିବେ ଆପଣଙ୍କୁ ପିଏମ କିଶନ ଯୋଜନାର ଟଙ୍କା କାହିଁକି ମିଳି ନାହିଁ ।