Ration କାର୍ଡକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ଠାରୁ ଆପଣ କରିପାରିବେ ନୂଆ ରାସନ ସବୁ ହିତାଧିକାରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଏବେ ରାସନ କାର୍ଡକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ଆପଣଙ୍କ ପାଖରେ ରାସନ କାର୍ଡ ଥାଉ କି ନଥାଉ ଏହି ବିଷୟଟି ଶେଷ ଯାଏ ଦେଖନ୍ତୁ ସରକାରୀ ଡିଲରଙ୍କ ମାଧ୍ୟମରେ ସରକାର ରାସନ କାର୍ଡ ଧାରୀଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି କିନ୍ତୁ ଏବେ ରାସନ କାର୍ଡ ନେଇ ଯେଉଁ ନୂଆ ନୂଆ ଅପଡେଟ ଆସିଛି ଏହି ଅପଡେଟଟି ହେଉଛି ବର୍ତ୍ତମାନ ଏଥିପାଇଁ ନୂତନ ପଞ୍ଜିକୃତ ଆରମ୍ଭ ହେବାକୁ ଯାଉଛି ଏବେ ଆପଣ ଚାହିଁଲେ ରାସନ କାର୍ଡରେ ଆପଣଙ୍କ ନାମ ସ୍ୱତନ୍ତ୍ର ଭାବରେ ଯୋଡ଼ି ନେଇପାରିବେ

ଏହା ସହ ଯଦି ରାସନ କାର୍ଡ ଆପଣଙ୍କର ଆଗକୁ ଅଛି ଯଦି ଆପଣ କାହାର ନାଁ ଯୋଡ଼ିବାକୁ ଚାହୁଁଛନ୍ତି ତେବେ ଆପଣ ଚାହିଁଲେ ସେଥିରେ ନାଁ ମଧ୍ୟ ଯୋଡ଼ି ନେଇପାରିବେ ଏବେ ଏକ ଡେଟ ସାମ୍ନାକୁ ଆସିଛି ସେହି ଡେଟରେ ଏକ ନୂତନ ରାସନ କାର୍ଡ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ରାଜ୍ୟବାସୀନ୍ଦାକୁ ସେମାନଙ୍କ ଆୟ ଅନୁଯାଇ ତିନି ପ୍ରକାର ରାସନ କାର୍ଡ ଯୋଗାଇ ଦିଆଯାଉଛି ଏହା ଅର୍ଥ ହେଉଛି ବିପିଏଲ ,ଏପିଏଲ ଏବଂ ଅନ୍ତର୍ଦ୍ୱୟ ରାସନ କାର୍ଡ ଧାରୀ ମାନେ ଏହି ଯୋଜନାର ଲାଭ ପାଇପାରନ୍ତି |

ଆପଣ ଯଦି ପୂର୍ବରୁ ରାସନ କାର୍ଡ ଆବେଦନ କରିଥିଲେ ଏବଂ ଆପଣଙ୍କ ନାମ ଏପର୍ଯ୍ୟନ୍ତ ରାସନ କାର୍ଡ ତାଲିକାରେ ଯୋଡ଼ା ଯାଇ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ କାରଣ ରାସନ କାର୍ଡରେ ନାମ ଯୋଡ଼ିବା ପାଇଁ ପଞ୍ଜିକରଣ ପୁଣି ଆରମ୍ଭ ହେବାକୁ ଯାଉଛି | ଯାହାକି ରାସନ କାର୍ଡ ପାଇଁ ପଞ୍ଜିକରଣ 1 ଜୁଲାଇ ଠାରୁ ଆରମ୍ଭ ହେବାକୁ ଯାଉଛି ଆଉ ଆପଣ ଚାହିଁଲେ ରାସନ କାର୍ଡରେ 1 ଜୁଲାଇ ଠାରୁ ନୂଆ ଆବେଦନ ଆରମ୍ଭ କରିପାରିବେ |

ତେବେ ଆପଣ ଯଦି ରାସନ କାର୍ଡ ଆବେଦନ କରିଛନ୍ତି ଏପର୍ଯ୍ୟନ୍ତ ଆସି ନାହିଁ ତେବେ ଜୁଲାଇ 1 ଠାରୁ ବାକି ଥିବା ସବୁ ପ୍ରୋସେସ ହୋଇଯିବ ଆପଣ ଚାହିଁଲେ 1 ଜୁଲାଇ ଠାରୁ ରାସନ କାର୍ଡରେ ନୂଆ ଆବେଦନ କରି ନେଇପାରିବେ ଯଦି ଆପଣଙ୍କର ରାସନ କାର୍ଡ ଅଛି କାହା ନାମ ଯୋଡିବାକୁ ଚାହୁଁଛନ୍ତି ତେବେ ଯୋଡ଼ି ମଧ୍ୟ ପାରିବେ |

Leave a Reply

Your email address will not be published. Required fields are marked *