ରଜ ସରିଲା ଭାସିବ ଓଡ଼ିଶା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଚେତାବନୀ ଜାରି କଲା ପାଣିପାଗ ବିଭାଗ ଘରୁ ନ ବାହାରିବା ପାଇଁ SRC ଙ୍କ ନିର୍ଦେଶ

ଏହି ଚାରିଦିନ ହେବ ବର୍ଷାର ତାଣ୍ଡବ ରହିବ ପାଦେ ପାଦେ ବିପଦ ପ୍ରଳୟ ଆଣିପାରେ ଘୁର୍ଣ୍ଣିଝଡ଼ ସୃଷ୍ଟି ହେବ ଘୁର୍ଣ୍ଣିଝଡ଼ ଆଜିଠାରୁ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା ଏହି ସବୁ ଜିଲ୍ଲାକୁ ଦିଆଗଲା ଚେତାବନୀ ବଜ୍ରପାତ ପାଇଁ ସବୁଠି ଅଧିକ ସତର୍କତା | ହଁ ଦର୍ଶକବନ୍ଧୁ ଓଡ଼ିଶା ବାସୀଙ୍କୁ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି କଲବଲ କରି ମାରୁଥିଲା କିନ୍ତୁ ଆଜିଠାରୁ ଅସ୍ତ ବ୍ୟସ୍ତ କରିବ ପ୍ରବଳ ବର୍ଷା କାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି

ବଙ୍ଗୋପସାଗରରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ତେଣୁ ଅନେକ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି | ପ୍ରବଳ ବର୍ଷା ହେବା ସହିତ 30 ରୁ 40 କିଲୋମିଟର ଜୋରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପକୁ ନେଇ ଭୟ ବଢ଼ିଛି

ତେବେ ଘୁର୍ଣ୍ଣି ବଳୟ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି ଆଉ ବଜ୍ରପାତକୁ ନେଇ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ବିଶେଷ କରି 8 ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଚେତାବନୀ ଜାରି କରାଯାଇଛି | ଆଉ ଆଜି 3 ଘଣ୍ଟା ପର୍ଯ୍ୟନ୍ତ 8 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ନବରଙ୍ଗପୁର ,ମାଲକାନଗିରି ,କୋରାପୁଟ ,ରାୟଗଡ଼ା ,ଗଜପତି ,କଳାହାଣ୍ଡି ,ଗଞ୍ଜାମ ଏବଂ ନୂଆପଡା ଭଳି ଜିଲ୍ଲାକୁ ସତର୍କ ଜାରି କରାଯାଇଛି | ତେବେ ଏହି ସବୁ ଜିଲ୍ଲା ବାସୀ ତିନି ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତି ବିଧି ଉପରେ ନଜର ରଖିବା ସହ ବଜ୍ରପାତ ହେଉନଥିବା ସ୍ଥାନରେ ନରହିବା ପାଇଁ ପରାମର୍ଶ ଦିଆଯାଇଛି

Leave a Reply

Your email address will not be published. Required fields are marked *