ଓଡ଼ିଆ Heroine ତାରାଙ୍କ ଜୀବନୀ ,ପରିବାର ଏବଂ ତାଙ୍କ ବିଷୟରେ ଲୁଚି ରହିଥିବା କିଛି ଅଜଣା କଥା ଯାହା ଆଗରୁ ଜାଣିନଥିବେ

ନମସ୍କାର ବନ୍ଧୁଗଣ ତାରିଣୀ ଆଖିର ତାରା ସିରିଏଲ ଆପଣ ମାନେ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ସେଥିରେ ଅଭିନୟ କରୁଥିବା ତାରା କ୍ୟାରେକ୍ଟରରେ ଅସୀମା ପତିଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଆଜି ଆମେ ଅସୀମା ପତିଙ୍କ ପୁରା ପରିବାର ଏବଂ ଜୀବନୀ ବିଷୟରେ ଜାଣିବା |

ଆପଣମାନେ ଜାଣିଥିବେ ଓଡ଼ିଆ ସିରିଏଲରେ ଅସୀମା ପତି ହେଉଛନ୍ତି ନବାଗତ କଳାକାର ସେ ତାରିଣୀ ଆଖିର ତାରା ସିରିଏଲରେ ତାରିଣୀ ତାରା କ୍ୟାରେକ୍ଟରରେ ଅଭିନୟ କରୁଛନ୍ତି | ଅସୀମା ପତିଙ୍କୁ ବର୍ତ୍ତମାନ 20 ବର୍ଷ ବୟସ ହୋଇଯାଇଛି ପାଠ ପଢ଼ିବା ସହିତ ସେ ଓଲିଉଡ଼ ଜଗତରେ ମଧ୍ୟ ପାଦ ଦେଇଛନ୍ତି

ଛୋଟ ବେଳରୁ ଅଭିନୟ ପ୍ରତି ରୁଚି ରଖିଥିବା ଏହି ଅଭିନେତ୍ରୀ ତାଙ୍କର ପ୍ରତ୍ୟକଟି ଅଭିନୟ ଦେଖାଇ ଦେଇଛନ୍ତି ତାରିଣୀ ଆଖିର ତାରା ସିରିଏଲରେ | ସେ ଗୋଟିଏ ଏପିସୋଡ ପାଇଁ ଦଶରୁ କୋଡ଼ିଏ ହଜାର ଟଙ୍କା ନେଇଥାଆନ୍ତି ଆଉ ଏହା ଛଡ଼ା ତାଙ୍କର ବହୁତ ଫ୍ୟାନ ଫଲୁଅର୍ଶ ମଧ୍ୟ ରହିଛନ୍ତି

ସୋସିଆଲ ମେଡିଆରେ ତେବେ ଅସୀମା ପତିଙ୍କ ହାତରେ ଏବେ ବହୁତ ୱେବ ସିରିଜର ପ୍ରୋଜେକ୍ଟ ରହିଛି ଆଉ ଏହା ଛଡ଼ା ସେ ବହୁତ ଆଲବମରେ ମଧ୍ୟ ଅଭିନୟ କରି ସାରିଛନ୍ତି | ତେବେ ବନ୍ଧୁଗଣ ଆପଣମାନେ ତ ଏହି ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ଏହି ସିରିଏଲରେ ଜବରଦସ୍ତ ଅଭିନୟ କରୁଥିବା ଅସୀମା ପତିଙ୍କ ଅଭିନୟ କେମିତି ଲାଗନ୍ତି ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *