School ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର, ସରକାର ନେଲେ ବଡ଼ ନିଷ୍ପତି ଅସହ୍ୟ ତାତି ପାଇଁ ପୁଣି ଘୁଞ୍ଚିବ ଗ୍ରୀଷ୍ମ ଛୁଟି !

ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସଙ୍ଗାକୁ ଅସହ୍ୟ ଗୁଳୁଗୁଳି ଲାଗି ରାହିଥିବାରୁ ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଇବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଶିକ୍ଷକ ସଂଘ ବା ଓସ୍ଥା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି | ଏନେଇ ଓସ୍ତା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି | ତେବେ ଦର୍ଶକବନ୍ଧୁ ଏବେ ଆସନ୍ତୁ ଜାଣିବା କଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ |

ସୂଚନାଯୋଗ୍ୟ ଯେ ସାରାରାଜ୍ୟରେ ଏବେ ଜୁନ୍ ମାସର ମଧ୍ୟଭାଗରେ ଅସହ୍ଯ ତାତି ଅନୁଭୂତ ହେଉଛି ଓ କେତେକ ସ୍ଥାନରେ ଦିନର ତାପମାତା ୪୪ ଡିଗ୍ରିରୁ ୪୫ ଡିଗ୍ରି ମଧ୍ୟରେ ରହୁଛି। ଆଗକୁ ଆଉ କିଛି ଦିନ ଏପରି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ଦିଆଯାଉଛି। ଓଡ଼ିଶାର ଅଧିକାଂଶ ବୋଲି ପାଣିପାଗ ବିଭାଗରୁ ସୂଚନା ଦିଆଯାଉଛି। ଓଡ଼ିଶାର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍ କିମ୍ବା ଏକ ଲ ମହଲା ଛାତ ବିଶିଷ୍ଟ।

ସ୍କୁଲର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍ ସଂଯୋଗ ସହ ପଙ୍ଖାର ସୁବିଧା ନାହିଁ । ଯେଉଁଠି ଅଛି ଅଧା ଅଚଳ ଅବସ୍ଥାରେ ରହିଛି ବିଦ୍ୟାଳୟ ଗଣଶିକ୍ଷା ଗଣଶିକ୍ଷା ବିଭାଗ ତରଫରୁ ଗତ ଜୁନ ୧୮ରେ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି! ମାତ୍ର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ଯ୍ୟ କରାଯାଇଥିବା ସ୍କୁଲ ଖୋଲିବା ତାରିଖକୁ ଘୁଞ୍ଚାଯିବା ପାଇଁ ଓଷ୍ଟା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଉଛି ।

ଅସ୍ବାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ବାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ ଅଶୋକ କୁମାର କିଶୋର ବିଶ୍ବାଳ, କୋଷାଧ୍ୟକ୍ଷ ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *