ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ ,ସରକାରଙ୍କ ବଡ଼ ଘୋଷଣା ଏହି ଦିନ ବନ୍ଦ ହେବ ରାଜ୍ୟରେ ମଦ କାଉଣ୍ଟର ,ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଏକ ଅପଡେଟ ସାମ୍ନାକୁ ଆସିଛି ଯାହାକି ନୂଆ ସରକାର ବର୍ତ୍ତମାନ ପରିବର୍ତ୍ତନ ହୋଇ ସାରିଛନ୍ତି ଆଉ ବହୁତ ଜଲ୍ଦି ଓଡ଼ିଶାରେ ମଦ ବନ୍ଦ ହେବାକୁ ଯାଉଛି କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଦୟାକରି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ଏକ ବହୁତ ବଡ଼ ଆର୍ଟିକିଲ ରିଲିଜ ହୋଇସାରିଛି ଅଗଷ୍ଟ 15 ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ ଏହି ଅପଡେଟକୁ ବହୁତ ସାରା ଲୋକ ଫେସବୁକ ଏବଂ ହ୍ୱାଟ୍ସଅପରେ ମଧ୍ୟ ସେୟାର କରିଥିଲେ |

ସ୍ବାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ | ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସୃଷ୍ଟୀକରଣ ଆସିଛି I & PR ଡିପାର୍ଟମେଣ୍ଟ ଓଡ଼ିଶା ଏହା ଉପରେ ନେଇ ଏକ ଖୁଲାସା କରିଛି

ଯାହାକି ଲେଖା ହୋଇଛି ଭାଇ ଏହା ଏକ ଫେକ ନିୟୁଜ ଓଡ଼ିଶାରେ ମଦ ବନ୍ଦ ହେବାକୁ ଯାଉ ନାହିଁ କିନ୍ତୁ ଏହି ପୋଷ୍ଟରେ ଲେଖା ହୋଇଥିଲା ଯେ ସାମାଜିକ ଏବଂ ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଏହି ପୋଷ୍ଟ ପ୍ରତି ସଚେତନ ରୁହନ୍ତୁ ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ

ଏହିଭଳି ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ ରୁହନ୍ତୁ | ଏହା ବେଆଇନ ଅଟେ ଏହି ନିୟୁଜ ଫେକ ବୋଲି ଷ୍ଟାମ୍ପ ମଧ୍ୟ ଲେଖା ହୋଇଛି ତେଣୁ ଆପଣଙ୍କ ବ୍ୟକ୍ତିଗତ ମତାମତ କଣ ଓଡ଼ିଶାରେ ମଦ ବନ୍ଦ ହେବା ଉଚିତ କି ନୁହେଁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

Leave a Reply

Your email address will not be published. Required fields are marked *