ଶୁଭଦ୍ରା ଯୋଜନାକୁ ନେଇ ସରକାର କଲେ ବଡ଼ ଘୋଷଣା ,ଖୁବ ଶୀଘ୍ର ମହିଳା ମାନଙ୍କୁ ମିଳିବାକୁ ଯାଉଛି ଟଙ୍କା ,ଏହି ହିତାଧିକାରୀ ଉଠାଇ ପାରିବେ ଲାଭ

ବନ୍ଧୁଗଣ ନୂଆ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି ମୋହନ ଚରଣ ମାଝୀ ଏବଂ ମୋହନ ଚରଣ ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ବେଳେ ଏବେ ଏବେ ଶୁଭଦ୍ରା ଯୋଜନାକୁ ନେଇ ବହୁତ ବଡ଼ ଘୋଷଣା କରି ସାରିଛନ୍ତି | ବହୁତ ଜଲ୍ଦି ଶୁଭଦ୍ରା ଯୋଜନାରେ ପଚାଶ ହଜାର ଟଙ୍କାର ଭାଉଚର ମିଳିବାକୁ ଯାଉଛି କଣ ଆସିଛି ଅପଡେଟ କଣ ହେଇଚି ନୂଆ ଘୋଷଣା ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ କ୍ୟାବିନେଟ ବୈଠକ କରିଛନ୍ତି ଏହି ବୈଠକରେ ମୁଖ୍ୟତଃ ଚାରୋଟି ପ୍ରସ୍ତାବ ଉପରେ ମୋହର ବାଜିଛି ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟର ମହିଳା ମାନଙ୍କୁ ପ୍ରତିଶୃତି ଦିଆ ଯାଇଥିଲା ଆଗାମୀ 100 ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି |

ଯାହାକି ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜଣାଇଛନ୍ତି ଯେ ଆଗାମୀ 100 ଦିନ ଭିତରେ ଶୁଭଦ୍ରା ଯୋଜନା ଲାଗୁ ହେବାକୁ ଯାଉଅଛି ଆଉ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି ଏନେଇ ବୈଠକରେ ନିଷ୍ପତି ନିଆଯାଇଛି ଯେ ଆଗାମୀ 100 ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପଚାଶ ହଜାର ଟଙ୍କାର ଗିଟ୍ଫ ଭାଉଚର ପ୍ରଦାନ କରାଯିବ |

100 ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ବଛା ଯାଇ ସେମାନଙ୍କୁ 50,000 ଟଙ୍କାର ଭାଉଚର ଦିଆଯିବ ବୋଲି ମଧ୍ୟ ଅପଡେଟ ଆସି ସାରିଛି | ସୂଚନା ଥାଉ କି ନିର୍ବାଚନ ବେଳେ ରାଜ୍ୟ ବାସୀଙ୍କୁ ଅନେକ ପ୍ରତିଶୃତି ଦିଆ ଯାଇଥିଲା ତାହା ମଧ୍ୟରୁ ଶୁଭଦ୍ରା ଯୋଜନା ସବୁଠାରୁ ଆକସ୍ମିକ ପ୍ରତିଶୃତି ଥିଲା

ଏନେଇ କୁହା ଯାଉଥିଲା ଯେ ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତେବେ ମହିଳା ମାନଙ୍କୁ ଉପହାର ପ୍ରଦାନ କରାଯିବ ଯାହାକି ସରକାର ଗଠନ ହେବାର କିଛି ଘଣ୍ଟା ମଧ୍ୟରେ କ୍ୟାବିନେଟ ବୈଠକରେ ମୋହର ବାଜିଛି ବହୁତ ଜଲ୍ଦି ହିତାଧିକାରୀ ମାନେ ଉପହାର ପାଇବାକୁ ଯାଉଛନ୍ତି |

Leave a Reply

Your email address will not be published. Required fields are marked *