ଆକମଲଙ୍କ ମୁହଁ ବନ୍ଦ କରିଦେଲେ ହରଭଜନ କହିଲେ ଏପରି କଥା ଜାଣିଲେ ଆପଣ କହିବେ ଯାହା କହିଛନ୍ତି ଠିକ

ଅର୍ଶଦୀପଙ୍କ ପ୍ରତି ପାକ ପୂର୍ବ କ୍ରିକେଟର ଆପତ୍ତିଜନକ ଟିପଣି ଏହାର କଡ଼ା ଜବାବ ଦେଲେ ହରବଚନ ଅର୍ଶଦୀପ ଓ ଶିକ୍ଷ ସମୁଦାୟକୁ ନେଇ ଜାତିଗତ ଟିପଣି କରିଛନ୍ତି ପାକିସ୍ତାନର ଏହି ପୂର୍ବ କ୍ରିକେଟର | ଟି 20 ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବାଜି ମାରିଚି ଭାରତ ପୁଣି ପାକିସ୍ତାନର ପରାଜୟ ସମ୍ମୁଖୀନ ହେବାକୁ ପଡିଛି |

ତେବେ ମ୍ୟାଚ ହାରିବା ରାଗରେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ସମେତ କିଛି ସମୀକ୍ଷାଙ୍କ ଭଦ୍ରତା ଭୁଲିଯାଇଥିବା ନଜର ଆସୁଛନ୍ତି | କାରଣ ଉଭୟ ଭାରତୀୟ ଫାଷ୍ଟ ବୋଲର ଅର୍ଶଦୀପସିଂ ଓ ଶିକ୍ଷ ସମୁଦାୟକୁ ନେଇକି ଜାତିଭେଦ ତିପାଣି କଳରିଛନ୍ତି ଯାହା କଳ୍ପନା ବାହାରେ |

ପାକିସ୍ତାନର ପୂର୍ବତନ କ୍ରିକେଟର କ୍ୟାମରନ ଆକମଲ ଏକ ଡିଭି ସୋରେ ଭାରତ ପାକିସ୍ତାନ ମ୍ୟାଚ ନେଇ ଆଲୋଚନା କରିଥିଲେ | ସେହି ସମୟରେ ଅର୍ଶଦୀପଙ୍କ କଥା ଉଠିଲା କାରଣ ସେ ଶେଷ ଓଭର ବୋଲିଂ କରୁଥିଲେ ଯେତେବେଳେ ବିଜୟ ପାଇଁ ପାକିସ୍ତାନକୁ ଆଉ 18 ରନର ଆବଶ୍ୟକ ଥିଲା ସେତେବେଳେ ପାକିସ୍ତାନ କେବଳ 11ରନ ହିଁ କରିପାରିଥିଲେ |

ଏହାକୁ ଅର୍ଶଦୀପ ଶିକ୍ଷ ସମୁଦାୟଙ୍କ ଉପରେ ଜାତିଭେଦ ଟିପଣି କରିଥିଲେ ପାକିସ୍ତାନର ପୂର୍ବତନ କ୍ରିକେଟର | ଏହାର ଭିଡ଼ିଓ କ୍ଲିପକୁ ଜଣେ ଉଜର ସୋସିଆଲ ମିଡିଆରେ ସେଆର କରିବା ପରେ ଘଟଣା ପଦାକୁ ଆସିଥିଲା | ଏହାପରେ ଭାରତୀୟ ପୂର୍ବତନ ସ୍ପିନର ହରବଚନ ସିଂ ଏହାର କଡ଼ା ଜବାବ ଦେଇ ପାକିସ୍ତାନୀ ପୂର୍ବତନ କ୍ରିକେଟର ଙ୍କ ମୁହଁ ବନ୍ଦ କରିଛନ୍ତି |

Leave a Reply

Your email address will not be published. Required fields are marked *