ଆଧାର କାର୍ଡ ଧାରୀ ମାନଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ,ସବୁ Aadhar ଧାରୀ ମାନଙ୍କୁ କରିବାକୁ ପଡିବ ଏହି କାର୍ଯ୍ୟ ହିତାଧିକାରୀ ମାନେ ଶୀଘ୍ର ଦେଖନ୍ତୁ

ଏବେ ଏବେ ଆଧାର କାର୍ଡକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଆଜିକା ସମୟରେ ଆଧାର କାର୍ଡ କାହା ପାଖରେ ବା ନାହିଁ ଏବେ ଏବେ ଯେଉଁ ଅପଡେଟ ଆସିଛି ତାହା ସମସ୍ତେ ଜାଣି ରଖିବା ଆବଶ୍ୟକ । କଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣି ନେବା । ଯଦି ଆପଣ ଏପର୍ଯ୍ୟନ୍ତ ଆଧାର କାର୍ଡ ରେ ଡକମେଣ୍ଟ ଅପଡେଟ କରି ନାହାଁନ୍ତି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ କାହିକିଁ ନା UIDIA ଆଧାର କାର୍ଡ ଅପଡେଟ ତାରିଖ ବୃଦ୍ଧି କରିବାକୁ ଯାଉଛି ।

ମାଗଣା ଆଧାର କାର୍ଡ ଅପଡେଟର ଶେଷ ତାରିଖ ବର୍ତ୍ତମାନ 14 ସେପ୍ଟେମ୍ବର ଭାବରେ ସ୍ଥିର କରାଯାଇଛି । ପୂର୍ବରୁ ଏହାର ଶେଷ ତାରିଖ 14 ଜୁନ ପର୍ଯ୍ୟନ୍ତ ସ୍ଥିର କରା ଯାଇଥିଲା । ତାରିଖ ବୃଦ୍ଧି ପଛରେ UIDAI ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଥା ସମ୍ଭବ ଏହି ଲୋକ ମାନଙ୍କୁ ସୁବିଧା ପ୍ରଦାନ କରିବା ଆଉ ଏଇଟା ଜାଣି ରଖନ୍ତୁ ତାରିଖ ଅନେକ ଥର ବଦଳା ସରିଲାଣି ।

ବାସ୍ତବରେ ପ୍ରାରମ୍ଭରେ ମାଗଣା ଆଧାର କାର୍ଡ ଅପଡେଟ କରିବାର ଶେଷ ତାରିଖ ଥିଲା 15 ଡିସେମ୍ବର 2023 ଅଧାରୁ ଅଧିକ ଲୋକ ଏହି ସମୟ ସୀମା ସୁଦ୍ଧା ଆଧାରରେ ଡକମେଣ୍ଟ ଅପଡେଟ କରିନଥିଲେ । ଯାହା ଦ୍ଵାରା UIDIA ଶେଷ ତାରିଖକୁ 14 ଜୁନ 2024 ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଥିଲା କିନ୍ତୁ UIDIA ର ମୂଲ୍ୟାୟନରେ ଏପରି କୋଟି କୋଟି ଆଧାର ଅପଡେଟ ହେବାକୁ ବାକି ରହିଛି

ଯାହା ଅପଡେଟ ହେବା ନିହାତି ଆବଶ୍ୟକ । ଯେଉଁଥି ପାଇଁ ପୁଣି ଥରେ ଆଧାର କାର୍ଡ ଅପଡେଟ ଶେଷ ତାରିଖ ବୃଦ୍ଧି କରାଯାଇଛି ଆପଣ ଜାଣି ରଖନ୍ତୁ ଯଦି ଆପଣଙ୍କ ରାସନ କାର୍ଡ ଦଶ ବର୍ଷର ପୁରୁଣା ହୋଇଗଲାଣି ତେବେ ଆପଣ ଆଧାର କାର୍ଡ ରେ ଡକମେଣ୍ଟ ଅପଡେଟ କରାଇ ନେବା ନିହାତି ଜରୁରୀ ।

ଯଦି ଆପଣ ଚାହୁଛନ୍ତି ଘରେ ରହି ଆଧାର ଅପଡେଟ କରାଇ ନେବେ ତାହେଲେ ବିଲକୁଲ ମାଗଣାରେ ଡକ ମେଣ୍ଟ ଅପଡେଟ କରାଇ ନେଇପାରିବେ ଯାହାର ଲିଙ୍କ ମଧ୍ୟ ଆମେ ଆପଣଙ୍କୁ ଦେଇଦବୁ ।

Leave a Reply

Your email address will not be published. Required fields are marked *