ଶପଥ ନେବା ପରେ ମୋଦି ସରକାର ଚାଷୀ ମାନଙ୍କୁ ଦେଲେ ଖୁସି ଖବର ,ଖୁବ ଶୀଘ୍ର କୃଷକ ମାନେ ପାଇବେ ଏହି ସବୁ ଯୋଜନାର ଲାଭ

ନମସ୍କାର ବନ୍ଧୁଗଣ ଏବେ ଏବେ ରାସନ କାର୍ଡକୁ ନେଇ ଆସିଲା ବହୁତ ବଡ଼ ଖବର ଶପଥ ଗ୍ରହଣ ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ 9.3 କୋଟି ଚାଷୀଙ୍କୁ ମିଳିବ ପ୍ରାୟ କୋଡ଼ିଏ ହଜାର କୋଟି ଟଙ୍କା କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ | ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରଙ୍କ ବଡ଼ ନିଷ୍ପତି ଶପଥ ଗ୍ରହଣ କରିବାର 16 ଘଣ୍ଟା ପରେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଦସ୍ତଖତ ପିଏମ କିଷାନ ସମାନିଧି 17 ତମ କିସ୍ତି ପ୍ରଦାନ ପାଇଁ ନିର୍ଦେଶନାମ ଜାରି ସରିଛି |

9.3 କୋଟି ଚାଷୀଙ୍କୁ ମିଳିବ ପ୍ରାୟ କୋଡ଼ିଏ ହଜାର କୋଟି ଟଙ୍କା ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସରକାର କିଷାନ କଲ୍ୟାଣ ପ୍ରତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଆଗାମୀ ସମୟରେ କୃଷକଙ୍କ ପାଇଁ ଏକ କୃଷି କ୍ଷେତ୍ର ପାଇଁ ଅଧିକରୁ ଅଧିକ କାର୍ଯ୍ୟ କରାଯିବ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାହାରରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି |

ରାଜ୍ୟ ଭାର ଗ୍ରହଣ କରି ସାରିବା ପରେ ପ୍ରଥମ ଫାଇଲ ଦସ୍ତଖତ କରିଛନ୍ତି ମୋଦି | ତେବେ ସୋମବାର ସନ୍ଧ୍ୟାରେ ମୋଦିଙ୍କ ତୃତୀୟ କାର୍ଯ୍ୟାଳୟର କ୍ୟାବିନେଟ ବୈଠକ ବସିବ | ବୈଠକରେ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ସୂଚନା ମିଳୁଛି କ୍ୟାବିନେଟ ବୈଠକ ପୂର୍ବରୁ ସରକାର ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କ ମନ୍ତ୍ରାଳୟ ଆବଣ୍ଟିତ କରିପାରନ୍ତି |

ସୂଚନା ଯୋଗ୍ୟ ଯେ ମୋଦିଙ୍କ ତୃତୀୟ ପାଳିରେ 71 ମନ୍ତ୍ରୀ ଶପଥ ନେଇଛନ୍ତି ସେଥି ମଧ୍ୟରୁ 30 କ୍ୟାବିନେଟ ମନ୍ତ୍ରୀ ସାମିଲ ଅଛନ୍ତି | ଏବେ ଆପଣ ଜାଣି ପାରୁଥିବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରି ସାରିବା ପରେ ଚାଷୀ ମାନଙ୍କ ଫାଇଲରେ ଦସ୍ତଖତ କରିଛନ୍ତି ଏବଂ ଆଗକୁ ଚାଷୀ ମାନଙ୍କୁ ବହୁତ ଯୋଜନା ମିଳିବ ବୋଲି ସରକାର କହିଛନ୍ତି |

Leave a Reply

Your email address will not be published. Required fields are marked *