ସିମ କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ସରକାର କଲେ ବଡ଼ ଘୋଷଣା ,କରନ୍ତୁ ନାହିଁ ଏପରି ଭୁଲ ନଚେତ ଗାଏବ ହୋଇଯିବ ଟଙ୍କା

ବନ୍ଧୁଗଣ ବର୍ତ୍ତମାନ ଏକ ବହୁତ ବଡ଼ ଅପଡେଟ ଯେଉଁଥିରେ କି ଅପଡେଟରେ କୁହାଯାଇଛି ଯେହେତୁ ବର୍ତ୍ତମାନ ବିଜେପି ଜିତି ସାରିଛି ସେଥିରେ ଆପଣଙ୍କ ଯେକୌଣସି ସିମ ଥାଉ ଆପଣ ତିନି ମାସର ରିଚାର୍ଜ ବିଲକୁଲ ମାଗଣାରେ ପାଇପାରିବେ ଏହିଭଳି ଅପଡେଟ ଏବେ ସବୁ ଆଡ଼େ ଘୁରି ବୁଲୁଛି ନିୟୁଜ ଏବଂ ଆର୍ଟିକିଲରେ ଏହି ନିୟୁଜ ଆସି ସାରିଲାଣି ଏହାର ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ | ବର୍ତ୍ତମାନ ନିୟୁଜ ଏବଂ ଆର୍ଟିକିଲଏ ଏକ ଅପଡେଟ ଆସି ସାରିଲାଣି ତାହା ସହିତ ବହୁତ ପିଲା ମାନେ ଆମକୁ ଏହି ମ୍ୟାସେଜ ଫରୱାର୍ଡ଼ କରି ସାରିଲେଣି |

ଯାହାକି ମ୍ୟାସେଜରେ ଲେଖାଯାଇଛି ଯେହେତୁ ବର୍ତ୍ତମାନ ବିଜେପି ଜିତିଛି ସେହି ଖୁସିରେ ଆପଣଙ୍କର ଯେକୌଣସି ସିମ ଥାଉ ସେଥିରେ ଆପଣ ତିନି ମାସର ରିଚାର୍ଜ ବିଲକୁଲ ମାଗଣା ପାଇପାରିବେ | ଆଉ ଆପଣଙ୍କର ଯେଉଁ ସିମ ଥାଉ ନା କାହିଁକି ଆପଣଙ୍କୁ ଏକ ଲିଙ୍କ ଦିଆଯିବ ଆଉ ଯଦି ଆପଣ ସେହି ଲିଙ୍କ ଉପରେ କ୍ଲିକ କରୁଛନ୍ତି ଆପଣଙ୍କୁ ନର୍ମାଲି ଆଉ ଗୋଟେ ପେଜକୁ ରିଡାଇରିକ୍ଟ କରାଯାଉଛି ଯେଉଁଥିରେ ଆପଣଙ୍କ ମୋବାଇଲ ନମ୍ବର ମଗା ଯାଉଛି

ଆପଣଙ୍କର କୌଣସି ସିମ ସିଲେକ୍ଟ କରିବାକୁ କୁହାଯାଉଛି ଆଉ ଆପଣ ତାଙ୍କୁ ସିଲେକ୍ଟ କରିସାରିବା ପରେ ଆପଣଙ୍କର ଏକ ପ୍ରୋସେସିଙ୍ଗ ହେଉଛି ଯାହା ଯାହା ହେଇଚି ତାହା କରିସାରିବା ପରେ ଆପଣଙ୍କୁ ଜଣାଉଛି | ପ୍ରୋସେସିଙ୍ଗ ଗଲା ପରେ ତାପରେ ଆପଣଙ୍କୁ ଆପ୍ଲିକେସନ ଡାଉନଲୋଡ କରିବାକୁ କୁହାଯାଉଛି ଦେଖନ୍ତୁ ଭୁଲରେ ଆପଣ ସେ ଆପ୍ଲିକେସନ ଡାଉନଲୋଡ କରନ୍ତୁ ନାହିଁ କି ଭୁଲରେ ସେ ୱେବସାଇଟ ଉପରେ ଆପଣ କ୍ଲିକ କରନ୍ତୁ ନାହିଁ

କାହିଁକିନା ଏହା ସବୁ ଫେକ ୱେବସାଇଟ କୌଣସି ଏଭଳି ଅଫର ଆସି ନାହିଁ କି ବିଜେପି ଜିତିଛି ବୋଲି ତିନି ମାସର ମାଗଣା ରିଚାର୍ଜ ମିଳିବ ଏହା ଉପରେ ନେଇ ଭାସ୍କରର ଏକ ଆର୍ଟିକିଲ ରିଲିଜ ହୋଇଛି ଯେ ଏହାକି ଏକ ଫେକ ଅପଡେଟ ଆସିଛି | ତାହା ସହିତ ବହୁତ ଫେକ ଆର୍ଟିକିଲ ଆସି ସାରିଛି

ଦେଖନ୍ତୁ ଆପଣଙ୍କ ପାଖକୁ ଯଦି କୌଣସି ଫେକ ମ୍ୟାସେଜ ଫରୱାର୍ଡ଼ ହେଉଛି କୌଣସି ଲୋକ ଆପଣଙ୍କୁ ଏଭଳି ମ୍ୟାସେଜ ସେଣ୍ଡ କରୁଛନ୍ତି ତାଙ୍କୁ ବି ଆପଣ ଜଣେଇ ଦିଅନ୍ତୁ ଏହା ଏକ ଫେକ ବୋଲି ନଚେତ ଆପଣଙ୍କ ଫୋନ ହ୍ୟାକ ହେବାର ସମ୍ଭାବନା ରହିଅଛି |

Leave a Reply

Your email address will not be published. Required fields are marked *