ଓଡ଼ିଶାରେ ବିଜେପି ଜିତି ସାରିବା ପରେ ମୋଦି ସରକାର ଲାଗୁ କଲେ ଏହି ସବୁ ନୂଆ ଯୋଜନା ,ସମସ୍ତେ ପାଇପାରିବେ ଲାଭ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବହୁତ ଜଲ୍ଦି ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି 8 ଟି ବଡ଼ ଯୋଜନା ଯେଉଁ ଯୋଜନା ଦ୍ୱାରା ମଧ୍ୟ ଆପଣ ଟଙ୍କା ପାଇପାରିବେ କଣ ଆସିଛି ଯୋଜନା କଣ ଲାଗୁ ହେବାକୁ ଯାଉଛି ସବୁ କିଛି ଡିଟେଲ ଆମେ ଆପଣଙ୍କୁ ଜଣାଇ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ଯେମିତିକି ଆପଣ ଜାଣିଥିବେ ଭୋଟ ପୂର୍ବରୁ ମୋଦି ସରକାରଙ୍କ ଏକ ଗ୍ୟାରେଣ୍ଟି ବାହାରି ଥିଲା ଯେଉଁ ଗ୍ୟାରେଣ୍ଟି ଦେଇ କହିଥିଲେ

ଯଦି ବିଜେପି ଜିତୁଛି ତେବେ ଏହି ଯୋଜନା ଆଗେ ଏହି ଯୋଜନା ସବୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି | ପ୍ରଥମ ଯୋଜନା 1.5 ଲକ୍ଷ ଓଡ଼ିଆ ପିଲାଙ୍କୁ ମିଳିବ ସରକାରୀ ଚାକିରୀ ଉଚ୍ଚ ମାନର ଶିକ୍ଷା ପାଇଁ ମୋଦି ସରକାର ଖୋଲିବେ 800 ପିଏମଶ୍ରୀ ସ୍କୁଲ ସହରାଞ୍ଚଳର ପ୍ରତି ବ୍ଲକରେ ଏଭଳି ଦୁଇଟି ଲେଖାଏ ସ୍କୁଲ ଖୋଲାଯିବ ତୃତୀୟରେ ଆହୁରି ପାଞ୍ଚ ବର୍ଷ ମିଳିବ ମାଗଣା ଚାଉଳ |

ଚତୁର୍ଥରେ ହେଉଛି ସବୁ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ | ପଞ୍ଚମରେ ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଶାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା 3,100 ଟଙ୍କା ମିଳିବ ବୋଲି ଏଇଟା ମଧ୍ୟ ସେ ଗ୍ୟାରେଣ୍ଟି ଦେଇଥିଲେ ଏହା ସହିତ ଆଉ ଗୋଟିଏ ବଡ଼ ଯୋଜନା ସେ ଗ୍ୟାରେଣ୍ଟି ଦେଇଥିଲେ ପ୍ରତି ଗର୍ଭବତୀ ମହିଳା ମାନଙ୍କୁ ମିଳିବ 21,000 ଟଙ୍କାର ସହାୟତା ଆଉ ଗୋଟିଏ ବଡ଼ ଯୋଜନାର ସେ ଗ୍ୟାରେଣ୍ଟି ଦେଇଥିଲେ

ଶୁଭଦ୍ରା ଯୋଜନା ଯାହା ସାହାଯ୍ୟରେ ପ୍ରତି ମହିଳା ମାନଙ୍କୁ 50,000 ଟଙ୍କା ଭାଉଚର ମିଳିବ ଏହିଭଳି ସେ ଜଣାଇ ଥିଲେ ଏହା ସହ ଜଣାଉ ଥିଲେ ମତ୍ସ୍ୟ ଜିବି ମାନଙ୍କୁ ମିଳିବ 10,000 ଟଙ୍କାର ସହାୟତା ଏହି ସବୁ ଯୋଜନା ଓଡ଼ିଶାରେ ଦେବେ ବୋଲି ମୋଦି ସରକାର ଘୋଷଣା କରିଛନ୍ତି |

Leave a Reply

Your email address will not be published. Required fields are marked *