ବନ୍ଧୁଗଣ ବାଛନ୍ତୁ ଗୋଟିଏ ପଙ୍ଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ,ରହସ୍ୟ ଏବଂ ଦୁର୍ବଳତା ପିଲା ଦିନେ ଆପଣ ଉଡୁଥିବା ପରକୁ ଧରିବା ଏବଂ ତାକୁ ନୋଟ ବୁକରେ ସଜାଡ଼ି ରଖିବା ପ୍ରତ୍ୟକ ପିଲା ମାନଙ୍କ ପ୍ରିୟ ହୋଇଥାଏ ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କ ପରର ଆକାର ଓ ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରରେ ଉଡ଼ିବାକୁ ତାକୁ ସହାୟକ ହୋଇଥାଏ | ଏଥିପାଇଁ ମନୋବିଜ୍ଞାନ ଏହି ପଙ୍ଖାର ଆଧାରରେ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡ଼ିବା ଅର୍ଥାତ ଆପଣଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ | ଆପଣଙ୍କ ବିଚାର ହିଁ ଆପଣଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିଥାଏ ଆପଣ ସ୍କ୍ରିନ ଉପରେ ଦେଖୁଥିବା ପାଞ୍ଚୋଟି ପଙ୍ଖ ମଧ୍ୟରୁ କୌଣସି ଗୋଟିଏ ପଙ୍ଖକୁ ବାଛନ୍ତୁ ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ରହସ୍ୟ ,ଭବିଷ୍ୟତ ଏବଂ କିଛି ଦୁର୍ବଳତା ବିଷୟରେ ଏହି ରୋଚକ ତଥା ଯାହା ଆପଣ ଏପର୍ଯ୍ୟନ୍ତ ଜାଣି ପାରି ନାହାଁନ୍ତି ତ ବାଛନ୍ତୁ ଗୋଟିଏ ପଙ୍ଖ
ଆପଣ ଯଦି ପ୍ରଥମ ପଙ୍ଖଟିକୁ ବାଛିଛନ୍ତି ଆପଣ ବହୁତ ଶାନ୍ତ ଏବଂ ଦୟାଳୁ ସ୍ୱଭାବର ଅଟନ୍ତି ଆପଣ ଲୋକ ମାନଙ୍କୁ ସାଥିରେ ନେଇ ଚଳିବାରେ ବିଶ୍ୱାସ ରଖି ଥାଆନ୍ତି ଏହା ହିଁ କାରଣ ଅଟେ କୌଣସି କଥା କେତେ ଉଗ୍ର ହେଉଥାଉନା କାହିଁକି ସମସ୍ତଙ୍କ ମଙ୍ଗଳ ଚିନ୍ତା କରି ଯେପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ଣ୍ଣକ ଭାବରେ ସମୁଖୀନ ହୋଇଥାଆନ୍ତି | ପରିସ୍ଥିତି ଯେପରି ହୋଇଥାଉନା କାହିଁକି ଆପଣ ନିଜ ବିଷୟରେ ଚିନ୍ତା ନକରି ସମସ୍ତଙ୍କର ସାହାଯ୍ୟ ନେବାକୁ ପ୍ରସ୍ତୁତ ରହିଥାଆନ୍ତି |
ଆପଣ ଯଦି ଦ୍ୱିତୀୟ ପଙ୍ଖଟିକୁ ବାଛିଛନ୍ତି ଆପଣ କୌଣସି କଥାକୁ ବହୁତ ଶୀଘ୍ର ହିଁ ଜାଣି ପାରିଥାଆନ୍ତି ଓ ବୁଝି ପାରିଥାଆନ୍ତି ଏହା ହିଁ କାରଣ ଅଟେ ଯେବେବି କୌଣସି ନୂଆ କାର୍ଯ୍ୟ କରିବା କଥା ଆଗକୁ ଆସିଥାଏ ଆପଣ ବହୁତ ସହଜରେ ତାକୁ କରି ପାରିଥାଆନ୍ତି ଓ ଅନ୍ୟମାନଙ୍କ ଠାରୁ ଏପରି ଆଶା ରଖିଥାଆନ୍ତି ଆପଣ ବୁଦ୍ଧି ମତ ଅଟନ୍ତି ବେଳେବେଳେ ଭୁଲ ମଧ୍ୟ କରି ବାସନ୍ତୀ ଆପଣ ନିଜ ବ୍ୟକ୍ତିଗତ ଜୀବନ କାହାକୁ ସେୟାର କରିବା ପାଇଁ ପସନ୍ଦ କରିନଥାନ୍ତି |
ଆପଣ ଯଦି ତୃତୀୟ ପଙ୍ଖଟିକୁ ବାଛିଛନ୍ତି ଆପଣ ଆତ୍ମ ନିର୍ଭରଶୀଳ ହେବାର ଉଦାହରଣ ହୋଇଥାଆନ୍ତି ଜୀବନରେ ଛୋଟିଆରୁ ଛୋଟିଆ ଜିନିଷ ଠାରୁ କାହା ଉପରେ ଭରସା ରଖିବା ଆପଣ ପସନ୍ଦ କରନ୍ତି ନାହିଁ | ଆପଣଙ୍କୁ ଲାଇଫରେ କୌଣସି ନିର୍ଦିଷ୍ଟ ଲକ୍ଷ ଦେଇ ଚାଲିବାର ବାସ୍ତବିକ ଅର୍ଥ ଜଣା ଥାଏ | ନିଜର ଲକ୍ଷକୁ ପାଇବା ପାଇଁ ଆପଣ ସମ୍ପୂର୍ଣ୍ଣ ଆଶାତୀତ ରହିଥାଆନ୍ତି | ସଂପୂର୍ଣ୍ଣ ଉତ୍ସାହ ଏବଂ ଏକାଗ୍ରତାର ସହିତ ତାହାକୁ ପ୍ରାପ୍ତ କରିବା ପାଇଁ ଲାଗି ପଡ଼ନ୍ତି |
ଯଦି ଆପଣ ଚତୁର୍ଥ ପଙ୍ଖଟିକୁ ବାଛିଛନ୍ତି ଆପଣଙ୍କ ଗୁପ୍ତ ଚରିତ୍ର କେହିବି ଜାଣି ପାରନ୍ତି ନାହିଁ ଆପଣ କିପରି ବ୍ୟକ୍ତି ଅଟନ୍ତି ଜାଣିବା ଏକ ରହସ୍ୟମୟ କଥା କିନ୍ତୁ ଆପଣ ଏହି ରହସ୍ୟମୟ ଗୁଣର ମାଲିକ ଆପଣ ଅଟନ୍ତି | ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ ଓ ସମସ୍ୟା ଯେପରି ହୋଇଥାଉନା କାହିଁକି ତାହାର ଏକ ଯାଦୁ ପରି ସମାଧାନ ଆପଣଙ୍କ ନିକଟରେ ରହିଥାଏ ଆପଣ ଏକ କଳାତ୍ମକ ବ୍ୟକ୍ତି ଅଟନ୍ତି ସବୁ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବାକୁ ପସନ୍ଦ କରନ୍ତି |
ଆପଣ ଯଦି ପଞ୍ଚମ ପଙ୍ଖଟିକୁ ବାଛିଛନ୍ତି ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି ଆପଣଙ୍କର କଳ୍ପନା ଶକ୍ତି ହିଁ ଆପଣଙ୍କର ସବୁ ଠାରୁ ବଡ଼ ଗୁଣ ଅଟେ କିନ୍ତୁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ଏହା ଅଟେ କି ଆପଣାକୁ ଆପଣଙ୍କର କ୍ଷମତା ଉପରେ ବିଶ୍ୱାସ ହିଁ ନଥାଏ | ଆପଣଙ୍କୁ ବହୁତ ଥର ଅସଫଳତାର ମୁହଁ ଦେଖିବାକୁ ପଡ଼ିଥାଏ ଏହା ହିଁ ଆପଣଙ୍କୁ ଚିନ୍ତିତ ରଖିଥାଏ | ଆପଣଙ୍କୁ ନିଜକୁ ସାବ୍ୟସ୍ତ କରିବାକୁ ହେଲେ ଅଳ୍ପ ସମୟ ଆବଶ୍ୟକତା ରହିଛି |