+2 ଛାତ୍ର ଛାତ୍ରୀଙ୍କ ନାମ ଲେଖା ପ୍ରକ୍ରିୟାକୁ ନେଇ ଆସିଲା ବଡ଼ ଖବର ,କେମିତି Student ମାନେ କରିବେ ଆଡମିଶନ କଣ ରହିଛି ସମ୍ପୂର୍ଣ୍ଣ ଖବର ଶୀଘ୍ର ଦେଖନ୍ତୁ

ଆଜି+୨ ପିଲାଙ୍କର ନାମଲେଖା ପ୍ରକ୍ରିୟା ହୋଇ ସାରିଛି ଯଦି ଅପଣ+୨ ନାମ ଲେଖେଇବାକୁ ଚାହୁଛନ୍ତି ତେବେ ଆପଣ ଏହି ଖବର ଟିକୁ ସଂପୂର୍ଣ୍ଣ ଦେଖନ୍ତୁ ମ୍ୟାଟ୍ରିକରେ ପାସ ହେଇଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଖବର ୨୦୨୪/୨୦୨୫ ଶିକ୍ଷ୍ୟା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା +୨ କଲେଜର ପ୍ରଥମ ବର୍ଷରେ ନାମ ଲେଖା ପକ୍ରିୟ ଆଜିଠାରୁ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟର କଳା ପ୍ରତି ବିଜ୍ଞାନ ବାଣିଜ୍ୟ ଓ ଊପସଦ୍ଧାନ ଓ ଧନ୍ଦା ମୂଳକ ପାଠର ନାମଲେଖା ଆରମ୍ଭ ହୋଇସାଛି ।

୧୧ ଟାରେ ପୂର୍ବାହ୍ନ ୧୧ଟାରେ ସାମ୍‌ ପୋର୍ଟାଲ https://www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୬ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁଲାଇ ୧୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୧ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋଟିଂ କରିବେ ।

ସୃଟ୍ ନାମଲେଖା ପାଇଁ ଅଗଷ୍ଟ ୭ ଓ ୮ରେ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ କରାଯିବ। ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ନାମଲେଖା ପ୍ରକ୍ରିୟା ସରିବା ପୂର୍ବରୁ ଅଗଷ୍ଟ ୧ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏଥର କେବଳ ଅନଲାଇନ୍ରେ ନାମଲେଖା ହେବ ୨୦୨୪/୨୦୨୫ ଶିକ୍ଷ୍ୟା ବର୍ଷରେ ରାଜ୍ୟରେ ୨୧୨୧ +୨ କଲେଜ ର ୫,୨୫,୪୫୬ ସିଟରେ ନାମଲେଖା ହେବ । କଳା ବିଭାଗରେ ସର୍ବାଧିକ ୨,୯୪,୮୪୦ ସିଟରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧,୬୬, ୯୨୯ଟି ବାଣିଜ୍ୟରେ ୪୦,୧୦୪ଟି । ସଂସ୍କୃତରେ ୧୩, ୦୮୮ଟି ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦, ୫୦୪ଟି ସିଟ ନାମ ଲେଖିବାକୁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *