ଭଗବାନ ଶନିଙ୍କୁ ନ୍ୟାୟଦାତା ଓ ପାପର ଦାତା ମଧ୍ୟ କୁହାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶନି ବର୍ତ୍ତମାନ ମକର ରାଶିରେ ବକ୍ରିୟ ଅବସ୍ଥାରେ ଅଛନ୍ତି । ୮ ଜୁନ ୨୦୨୪ ବର୍ଷ ଶନିବାର ଦିନ ଶନି ଦିବା ୭ଟା ୫୦ ମିନିଟ ସମୟରେ ଘନିଷ୍ଠ ନକ୍ଷତ୍ର କୁମ୍ଭ ରାଶିକୁ ଗୋଛା କରିବେ । ଏହି ସମୟରେ ୧୨ ଗୋଟି ରାଶି ମାନଙ୍କ ପାଇଁ କିଭଳି ଶୁଭ ଓ ଅଶୁଭ ଫଳ ପ୍ରାପ୍ତ ହେବ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
୧. ବୃଷ ରାଶି – ଏହି ରାଶିର ଜାତକଙ୍କର ଭଲ ସମୟ ଆସିବାକୁ ଯାଉଅଛି ଗ୍ରହମାନଙ୍କ ଶୁଭ ସଂଯୋଗ କାରଣରୁ ଏମାନଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଅଛି ଏହି ରାଶିର ଲୋକଙ୍କୁ ଅଟକି ରହିଥିବା ଧନ ଫେରିବାର ସମ୍ଭାବନା ବନୁଅଛି ଆସନ୍ତା କାଲିଠାରୁ ଏମାନଙ୍କ ଜୀବନରେ ଖୁସିର ଦିନ ଆସିବାକୁ ଆପଣ ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କରିବେ ତ ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିବ ଏବଂ ଆପଣଙ୍କୁ ସୁଖ ପରିଣାମ ବି ପ୍ରାପ୍ତ ହେବ।
୨. କନ୍ୟା ରାଶି – ଏହି ରାଶିର ଜାତକ ପାଇଁ ମଧ୍ୟ ଆସନ୍ତା କାଲିଠାରୁ ଶୁଭ ସଂଯୋଗ ବନୁ ଅଛି ଏମାନଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ଦେଖିବାକୁ ମିଳୁଛି ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏମାନଙ୍କୁ ପରିବାରର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ସମସ୍ତ କାର୍ଯ୍ୟ ପୂରଣ ହେବ ଏହି ଲୋକମାନେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ବ ହେବ ଅଟକି ରହିଥିବା ଧନ ବି ପାଖକୁ ଫେରି ଆସିବ।
୩. ତୁଳା ରାଶି – ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ମହାରାଜାଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏମାନଙ୍କୁ ପ୍ରତି କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଏବଂ ତାହା ସହିତ ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ ଏହି ଲୋକମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ତ ସେଥିରେ ସଫଳତା ପ୍ରାପ୍ତ କରିବେ। ଏହି ରାଶିର ଜାତକ ମାଲାମାଲ୍ ହେବାକୁ ଥିବା ଏମାନଙ୍କ ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଶୀଘ୍ର ପୂରଣ ହୋଇଯିବ।
୪. ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ଲାଭ ଯୋଗ ମଧ୍ୟ ଵନୁଅଛି ଆପଣଙ୍କ ଦ୍ଵାରା ନିଆଯାଇଥିବା କେତେ ଗୋଟି ନିର୍ଣ୍ଣୟ ଶୁଭ ସାବ୍ୟସ୍ତ ମଧ୍ୟ ହୋଇଯିବ ବାହାନା ସୁଖ ମଧ୍ୟ ପ୍ରାପ୍ତି ହେବ ନୂତନ ଘର ମଧ୍ୟ କ୍ରୟ କରି ପାରନ୍ତି ପିତାଙ୍କ ଶରୀରରେ କିଛି ଅସୁବିଧା ମଧ୍ୟ ଦେଖା ଯାଇପାରେ କିନ୍ତୁ ଆପଣ ନିଜ ଲକ୍ଷ୍ୟକୁ ନେଇ ଭଲ ନିର୍ଣ୍ଣୟ ନେବେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ।
୫. କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଶନି ଦେବଙ୍କ ଚଳନ ଅତ୍ୟନ୍ତ ଲକି ସାବ୍ୟସ୍ତ ହେବ ସନ୍ତାନ ପ୍ରାପ୍ତିର ବି ଯୋଗ ବନୁଅଛି ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମ୍ବନ୍ଧ ମଧ୍ୟ ଭଲ ରହିବ ପୂଜାପାଠରେ ମନ ରହିବ ଧନ ଐଶୌର୍ଜ ଆପଣ ପ୍ରାପ୍ତ କରିବେ ସମାଜରେ ମାନସମ୍ମାନ ମିଳିବ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଆର୍ଥିକ ସମସ୍ୟା ଦୂର ହେବ।