T-20 ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି ,କହିଲେ ବିରାଟ ଏବଂ ରୋହିତ କରିବେ ଓପନିଂ ନଚେତ ଉଇକ ହୋଇପାରେ ବ୍ୟାଟିଙ୍ଗ ଲାଇନ

ନମସ୍କାର ବନ୍ଧୁଗଣ IPL 2024 ରେ ଅଗ୍ରଣୀ ରନ ସ୍କୋରର ଥିଲେ କୋହଲି ରୋହିତ ଏବଂ ବିରାଟ ଓପନିଂ କରିବା ଉଚିତ ଏଭଳି ପରାମର୍ଶ ଦେଇଛନ୍ତି BCCI ପୂର୍ବ ସଭାପତି ସୌରଭ ଗାଙ୍ଗୁଲି ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା BCCI ର ସଭାପତି ଗାଙ୍ଗୁଲି କହିଛନ୍ତି ଯଦି ବିରାଟ କୋହଲି ଟ୍ୱିଟ୍ୱେଣ୍ଟି ବିଶ୍ୱକପ ଭଳି IPL ଭଳି ସ୍ୱାଧୀନତା ଭଳି ଖେଳନ୍ତି

ତେବେ ଏହା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବିରାଟ ଏବଂ ରୋହିତ ଓପନିଂ କରିବା ଉଚିତ ବୋଲି ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି କୋହଲି IPL ରେ ଆକ୍ରମଣାତ୍ମକ ବ୍ୟାଟିଙ୍ଗ କରିଥିଲେ ଚଳିତ ସିଜିନରେ ତାଙ୍କ ଷ୍ଟ୍ରାଇକ ରେଟ ସର୍ବାଧିକ ଥିଲା 15 ଟି ମ୍ୟାଚରେ RCB ଷ୍ଟାର ବ୍ୟାଟ୍ସ ମ୍ୟାନ 741 ରନ ସଂଗ୍ରହ କରିଥିଲେ

ଏହି ସମୟରେ ହାରାହାରି 61.75 ଏବଂ ଷ୍ଟ୍ରାଇକ ରେଟ 154.70 ଥିଲା | ଗାଙ୍ଗୁଲି କହିଛନ୍ତି ଯଦି ଟିଟ୍ୱେଣ୍ଟି ବିଶ୍ୱକପରେ ଟିମ ଇଣ୍ଡିଆକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ତେବେ ବିରାଟ କୋହଲିଙ୍କ ସମ୍ପୂର୍ଣ୍ଣ ସ୍ୱାଧୀନତା ସହ ଖେଳିବାକୁ ହେବ ଏକ ଜାତୀୟ ଗଣମାଧ୍ୟମରେ ଗାଙ୍ଗୁଲି କହିଛନ୍ତି ମୁଁ ଚାହେଁ ବିରାଟ ଏବଂ ରୋହିତ ଓପନିଂ କରନ୍ତୁ ବି

ରାଟଙ୍କୁ ପୁନଃ ସ୍ୱାଧୀନତା ସହ ବ୍ୟାଟିଙ୍ଗ କରିବା ପଡ଼ିବ କହିବାକୁ ଆବଶ୍ୟକ ନାହିଁ ସେ ଜଣେ ମହାନ ଖେଳାଲି ବୋଲି କିନ୍ତୁ ନିଜ ଦେଶ ପାଇଁ ବିରାଟଙ୍କୁ ସ୍ୱାଧୀନତାର ସହ ବ୍ୟାଟିଙ୍ଗ କରିବାକୁ ପଡ଼ିବ ତେଣୁ ମୋ ପସନ୍ଦ ବିରାଟ ଏବଂ ରୋହିତ ହେବେ |ଟ୍ୱିଟ୍ୱେଣ୍ଟି ବିଶ୍ୱକପ ଅଭିଯାନ 5 ଜୁନରୁ ଆରମ୍ଭ ହେବ

Leave a Reply

Your email address will not be published. Required fields are marked *