ସୁନା ପ୍ରେମୀ ମାନଙ୍କ ଖୁସି ଖବର ଶସ୍ତା ହେଲା ପୁଣି Gold ଦର ,ଏବେ ହୋଇଗଲା ଏତେ କମ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ସୁନା ପ୍ରେମୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ପୁଣି କମିଲା ସୁନା ଦର ତେବେ ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ | ତେବେ ଆଜି ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ ସୁନାର ଦର 72,550 ଟଙ୍କା ରହିଛି ସେହିପରି 22 କ୍ୟାରେଟ ସୁନାର ଦର 10 ଗ୍ରାମ ପିଛା 66,500 ଟଙ୍କା ରହିଛି |

22 କ୍ୟାରେଟ ସୁନାର ମୂଲ୍ୟ 1 ଗ୍ରାମ ପିଛା 6,650 ଟଙ୍କା ରହିଥିବା ବେଳେ 8 ଗ୍ରାମ ପିଛା 53,200 ଟଙ୍କା ରହିଛି | ସେହିପରି କଟକରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି | 22 କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପିଛା 6650 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 53,200 ଟଙ୍କା ରହିଛି | ସେହିପରି 24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 72,760 ଟଙ୍କା

ତେବେ ଗତ କାଲି ଅପେକ୍ଷା ଆଜି ଟୁଇନ୍ସ ସିଟିରେ ସୁନା ଦର ହ୍ରାସ ହୋଇଛି | ଏହା ଛଡ଼ା ରୂପା 1 ଗ୍ରାମ ପିଛା 101 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 801 ଟଙ୍କା ରହିଛି ସେହିପରି 100 ଗ୍ରାମ ପିଛା 10,100 ଟଙ୍କା ରହିଥିବା ବେଳେ 1 kg ପିଛା 1,01,000 ଟଙ୍କା ରହିଛି |

ସେହିପରି ଆପଣ ଯଦି ସୁନାର ସୁତ୍ରାତା ଜାଞ୍ଜ କରିବାକୁ ଚାହୁଁଛନ୍ତି BISK ଆପରେ ଜାଞ୍ଜ କରିପାରିବେ ସୁନାର ଲାଇସେନ୍ସ ନମ୍ବର ହଲ ଗ୍ରାମ ପିଛା ପଞ୍ଜିକରଣ ନମ୍ବର ଭୁଲ ଥିଲେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ | ଅଭିଯୋଗ ପରେ ଏହି ସମ୍ପର୍କରେ କଣ ପ୍ରସଙ୍ଗ ନିଆଯାଇଛି ତାହା ଆପଣ ଜାଣିପାରିବେ |

Leave a Reply

Your email address will not be published. Required fields are marked *