ଏବେ ଏବେ ଗ୍ୟାସ ଧାରୀ ମାନଙ୍କ ପାଇଁ ଆସିଲା ଖୁସିର ଖବର ,ଏବେ ହୋଇଗଲା ପୁରା ଶସ୍ତା ଜାଣିଲେ ଖୁସି ହୋଇଯିବେ

ବନ୍ଧୁଗଣ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ମାସ ଆରମ୍ଭରୁ ହ୍ରାସ ପାଇଲା LPG ଗ୍ୟାସ ସିଲିଣ୍ଡରର ଦର କେତେ ଟଙ୍କା ହ୍ରାସ ପାଇଲା କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ବିଷୟଟିକୁ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ | ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର ମାସ ଆରମ୍ଭରୁ ଟ. 59.50 ପଇସା ହ୍ରାସ ପାଇଲା କାମର୍ସିଆଲ LPG ଗ୍ୟାସ ସିଲିଣ୍ଡର ଦର ଦେଶର ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ସମାପ୍ତ ହୋଇଛି |

ଯାହାର ଫଳାଫଳ ଜୁନ 4 ରେ ଆସିବ ପ୍ରତ୍ୟକ ମାସ ସରକାରୀ ତୈଳ ମାର୍କେଟିଙ୍ଗ କମ୍ପାନୀ ଗୁଡ଼ିକ ଏହାର ମୂଲ୍ୟ ଅପଡେଟ କରନ୍ତି ଯେଉଁଥିରେ କେନ୍ଦ୍ରରେ ନୂତନ ସରକାର ଗଠନ ପୂର୍ବରୁ ଲୋକମାନେ ଆରାମ ପାଇପାରିବେ ଯେଉଁ କାରଣରୁ ଏହାର ପ୍ରଭାବ ସାରା ଦେଶରେ ଅନୁଭୂତ ହେବାକୁ ଯାଉଛି | ବାସ୍ତବରେ ସରକାରୀ ତୈଳ ମାର୍କେଟିଙ୍ଗ କମ୍ପାନୀ ଗୁଡ଼ିକ LPG ସିଲିଣ୍ଡରର ମୂଲ୍ୟ ଜାରି କରିଛନ୍ତି

ଯାହା ସାଧାରଣ ଲୋକଙ୍କ ଜୀବନରେ ଏକ ବଡ଼ ପ୍ରଭାବ ପକାଇବାକୁ ଯାଉଛି କିନ୍ତୁ ଏ ଅପଡେଟରେ ଜାଣିରଖନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡରରେ ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଖିବାକୁ ମିଳି ନାହିଁ କିନ୍ତୁ ବଙଜ୍ଞ LPG ଗ୍ୟାସ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି ଯେଉଁ କାରଣରୁ ବର୍ତ୍ତମାନ 59.70 ପଇସା ହ୍ରାସ ହୋଇଛି |

ତୈଳ ମାର୍କେଟିଙ୍ଗ କମ୍ପାନୀ ଜୁନ 1 ରୁ 19 କିଲୋଗ୍ରାମ ବ୍ୟବସାୟୀଙ୍କ LPG ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ କରିଛି | ଯେଉଁଥି ପାଇଁ ସଂଶୋଧିତ ହାର ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହୋଇଛି | ତେଣୁ ଦିଲ୍ଲୀରେ 19 କିଲୋଗ୍ରାମ LPG ଗ୍ୟାସ ସିଲିଣ୍ଡର ମୂଲ୍ୟ 1659 ଟଙ୍କାରେ ପହଁଚିଛି

ତେଣୁ ସମାନ ଘରୋଇ ଗ୍ୟାସ ସିଲିଣ୍ଡରରେ କୌଣସି ଅପଡେଟ କରାଯାଇ ନାହିଁ | ଯେଉଁଥି ପାଇଁ ପୂର୍ବ ପରି ଏହାର ମୂଲ୍ୟ ରାଜଧାନୀ ଦିଲ୍ଲୀରେ 803 ଟଙ୍କା ଏବଂ ଉଜ୍ଜଳ ହିତାଧିକାରୀଙ୍କ ପାଇଁ 603 ଟଙ୍କା ରହିଛି |

Leave a Reply

Your email address will not be published. Required fields are marked *