ଓଡ଼ିଆ ସିରିଏଲର ହିରୋଇନ ଲିପିଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ

ନମସ୍କାର ବନ୍ଧୁଗଣ ଆପଣମାନେ ଓଡ଼ିଆ ଆଲବମ ତଥା ଫିଲ୍ମ ଏବଂ ସିରିଏଲରେ ଅଭିନୟ କରୁଥିବା ହିରୋଇନ ଲିପିଙ୍କି ବେଶ ଭଲ ଭାବରେ ଜାଣିଥିବେ | ଲିପିଙ୍କୁ ଆଲବମର କୁଇନ ମଧ୍ୟ କୁହାଯିବାର ଆପଣମାନେ ମଧ୍ୟ ଶୁଣିଥିବେ ତାହେଲେ ବନ୍ଧୁଗଣ ଲିପିଙ୍କ ଟୋଟାଲ ସମ୍ପତିର ମୂଲ୍ୟ କେତେ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ବନ୍ଧୁଗଣ ଜାଣିଥିବେ ବର୍ତ୍ତମାନ ସମୟରେ ଲିପି ମହାପାତ୍ର ଦିଦି ନମ୍ବର ୱାନ ସୋ ରେ ନଜର ଆସୁଛନ୍ତି

ଏହା ପୂର୍ବରୁ ସେ ତାର ତାରିଣୀ ସିରିଏଲରେ ଲିଡ ଅଭିନେତ୍ରୀ ଭାବରେ ନଜର ଆସୁଥିଲେ ସେ ଆଲବମ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି ମାରିଥିଲେ ସେ ପ୍ରାୟ 100 ରୁ ଓଡ଼ିଆ ଆଲବମ ଗୀତରେ ଅଭିନୟ କରି ସାରିଲେଣି ତାଙ୍କ ପ୍ରଥମ ଆଲବମଟି ଥିଲା ମୁଁ ବିନା ଘୁଙ୍ଗୁରରେ ନାଚେ ଆଉ ଏହା ପରେ ସେ ପ୍ରଥମ ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି ଯାହାର ନାଁ ହେଉଛି ଓଁ ଶାନ୍ତି ଓଁ

ସେ ସେହି ଫିଲ୍ମରେ ବହୁତ ସୁନ୍ଦର ଆକ୍ଟିଙ୍ଗ ମଧ୍ୟ କରିଥିଲେ ଆଉ ସେ 2006 ମସିହାରେ ଏକ ନୂଆ ସିରିଏଲରେ ଅଭିନୟ କରୁଥିଲେ ଯାହାର ନାଁ ଥିଲା ଅନନ୍ୟା ସେ ସେହି ସିରିଏଲ ମାଧ୍ୟମରେ ସିରିଏଲ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଆଉ ଏହା ପରେ ସେ ଅନେକ ସୋ ଏବଂ ଛୋଟ ବଡ଼ ଫିଲ୍ମରେ ମଧ୍ୟ ନଜର ଆସୁଛନ୍ତି |

ତାରା ତାରିଣୀ ସିରିଏଲରେ ଲିପି ମେନ କ୍ୟାରେକ୍ଟରରେ ନଜର ଆସୁଥିଲେ ଆଉ ଏହି କ୍ୟାରେକ୍ଟରରେ ଲିପି ବହୁତ ସୁନ୍ଦର ଅଭିନୟ କରିଛନ୍ତି ବର୍ତ୍ତମାନ ସମୟରେ ଏହି ସିରିଏଲଟି ବନ୍ଦ ହୋଇଯାଇଛି ଏବଂ ଲିପି ବର୍ତ୍ତମାନ ଦିଦି ନମ୍ବର ୱାନ ସୋରେ ନଜର ଆସୁଛନ୍ତି |ବର୍ତ୍ତମାନ ସମୟରେ ଲିପିଙ୍କ ସମ୍ପତ୍ତି ଦେଖିଲେ ପ୍ରାୟ ସାତରୁ କୋଟିରୁ ଅଧିକ ହେବ |

Leave a Reply

Your email address will not be published. Required fields are marked *