ନମସ୍କାର ବନ୍ଧୁଗଣ ଆପଣମାନେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡ଼ି ଅମର ଏବଂ ଜେସିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ବର୍ତ୍ତମାନ ସମୟରେ ଅମର ଏବଂ ଜେସି ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ତେବେ କେଉଁ କାରଣ ପାଇଁ ଅଲଗା ହେଲେ ଅମର ଏବଂ ଜେସି ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ କାରଣ
କେଉଁ କାରଣ ପାଇଁ ଦୁହେଁ ଯୋଡ଼ି ପରସ୍ପର ଠାରୁ ଦୂରେଇ ଯାଇଛନ୍ତି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ | ତେବେ ଆପଣମାନେ ଜାଣିଥିବେ ଜି ସାର୍ଥକରେ ପ୍ରସାରିତ ହେଉଥିବା ଜୀବନ ସାଥି ସିରିଏଲର ସୁଟିଙ୍ଗ ସେଟରୁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ଅମର ଏବଂ ଜେସି |
ମାତ୍ର ବର୍ତ୍ତମାନ ସମୟରେ ଦୁହେଁ ଦୁହେଁକ ଠାରୁ ଦୂରରେ ରହିଛନ୍ତି ଯାହାକି ଅମର ଏକ ଇଣ୍ଟରଭିୟୁ ମାଧ୍ୟମରେ କହିଛନ୍ତି ତେବେ ଅମର କହିଛନ୍ତି ଯେ ଯାହା ଆମ ଭାଗ୍ୟରେ ନଥାଏ ତାହା ଆମେ କେବେ ପାଇପାରିବା ନାହିଁ | ତେବେ ବର୍ତ୍ତମାନ ସମୟରେ ଆମ ଦୁହେଁ ଜଣକ ମଧ୍ୟରେ ସେମିତି କିଛି ରିଲେସନ ସିପ ନଥିଲେ
ମଧ୍ୟ ଆମେ ଦୁହେଁ ସବୁ ଦିନ ସାଙ୍ଗ ହୋଇ ରହିବୁ | ଅମର ଏବଂ ଜେସିଙ୍କ ଅଲଗା ହେବାର କାରଣ ଅମର ମୁହଁ ଖୋଲି କହି ନଥିଲେ ମଧ୍ୟ କିଛି ବ୍ୟକ୍ତିଗତ କାରଣ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି |