ପ୍ରଚାର ସମୟରେ ବର୍ଷାଙ୍କୁ ନେଇ ଅନୁଭବ କହିଲେ ଏପରି କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ବିଶ୍ୱାସ ନେହେଲେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ନିର୍ବାଚନ ପ୍ରଚାର ମୈଦାନରେ ଅନୁଭବ ଏବଂ ବର୍ଷା ମୁହାଁ ମୁହିଁ ଆପଣମାନେ ଜାଣିଥିବେ ବର୍ଷା ଏବେ ବଡ଼ଚଣାରେ ଟିକେଟ ପାଇଛନ୍ତି ଏବଂ ବିଜେଡ଼ି ଦଳ ତରଫରୁ ଲଡୁଛନ୍ତି ବର୍ଷା | ଅନୁଭବ ଏବେ ବିଜେପି ଦଳ ତରଫରୁ ଲଢ଼ୁଛନ୍ତି ଏବେ ଅନୁଭବ ସାରା ଓଡ଼ିଶାରେ ଏବେ ଷ୍ଟାର ପ୍ରଚାରକ ଭାବରେ ରହିଛନ୍ତି ସେ ସାରା ଓଡ଼ିଶ ବିଜେପିର ପ୍ରଚାର କରୁଥିବାର ଦେଖାଦେଇଛି ଗତ ଦିନ ମାନଙ୍କରେ ଅନୁଭବ ମହାନ୍ତି ବିଜେଡ଼ି ଦଳରେ ସାମିଲ ହୋଇଥିଲେ

ଆଉ ସେ ଏବେ ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କିନ୍ତୁ ବର୍ଷା ପ୍ରିୟଦର୍ଶନୀ ପ୍ରଥମ ଥର ପା ବିଜେଡ଼ିର ବିଧାନସଭା ଆସନ ପାଇଁ ସିଲେକ୍ଟ ହୋଇଛନ୍ତି | ଆଉ ବଡ଼ଚଣାରୁ ସେ ଇଲେକ୍ସନ ଲଢ଼ୁଛନ୍ତି ଏହାରି ମଧ୍ୟରେ ଅନୁଭବ ଏବଂ ବର୍ଷା ମୁହାଁ ମୁହିଁ ହୋଇଥିବାର ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶନୀ ବିଜେଡି ବିରୁଦ୍ଧରେ ଭାଷଣ ଦେଉଥିବାର ନଜର ଆସିଛନ୍ତି |

ଅନୁଭବ ମହାନ୍ତି ବିଜେଡ଼ି ବିରୁଦ୍ଧ ଏବଂ ବିଜେପି ସପକ୍ଷରେ ଭାଷଣ ଦେଉ ଥିବାର ଦେଖା ଦେଇଛନ୍ତି | ଅନୁଭବ ମହାନ୍ତି ସାରା ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି 2003 ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ପ୍ରଥମେ ସେ ଆଲବମ ଜରିଆରେ ଓଲିଉଡ଼କୁ ଏଣ୍ଟ୍ରି କରିଥିଲେ

କିନ୍ତୁ ଅନୁଭବଙ୍କ ପୂର୍ବରୁ ବର୍ଷା ନିଜ ଫିଲ୍ମରେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ 17 ବର୍ଷ ବୟସରୁ ସେ ଓଡ଼ିଆ ସିନେମାରେ ହିରୋଇନ ହୋଇଛନ୍ତି | ଆଉ ଏହା ପରେ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ

କିଛି ଦିନ ତଳେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ଆଉ ଦୁହେଁ ନିଜ ନିଜ ଦଳର ପ୍ରଚାର ପାଇଁ ଜୋର ସୋରରେ ଲାଗି ଥିବାର ଦେଖାଦେଇଛି ଦୁହେଁ ଉଭୟେ ପାର୍ଟିଙ୍କୁ ସପୋର୍ଟ କରୁଥିବାର ନଜର ଆସିଛନ୍ତି |

Leave a Reply

Your email address will not be published. Required fields are marked *